unmanacle Meaning in Odia (Oriya). ( unmanacle ଶବ୍ଦର ଓଡିଆ ଅର୍ଥ)
ଅମାନୁଷିକ,
People Also Search:
unmanageableunmanageableness
unmanageably
unmanfully
unmangled
unmanifest
unmanlike
unmanliness
unmanly
unmanned
unmannered
unmannerliness
unmannerly
unmanning
unmans
unmanacle తెలుగు అర్థానికి ఉదాహరణ:
ସେଠାରେ ବିଚାର ପରେ ସେମାନେ ତାଙ୍କୁ ଅମାନୁଷିକ ଭାବେ ଡିସେମ୍ବର ୬ ତାରିଖ ଦିନ ହତ୍ୟା କରିଥିଲେ ।
ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲେ।
|କାଉନସିଲର ୨୨ ଜଣିଆ ସଦସ୍ଯ ଠିକ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେଦିନ ଯାଏଁ ପ୍ରତିବର୍ଷ ଏହି ପ୍ରସ୍ତାବ କରାଯାଉଥିବ ।
ପ୍ରତାପରୁଦ୍ର ଦେବଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ନାବାଳକ ପୁତ୍ରଦ୍ୱୟ କାଳୁଆଦେବ ଓ କଖାରୁଦେବଙ୍କୁ ଅତି ଅମାନୁଷିକ ଭାବେ ହତ୍ୟାକରି ୧୫୩୩-୩୪ ଖ୍ରୀଷ୍ଟାବ୍ଦରେ ରାଜ୍ୟର ପ୍ରକୃତ କ୍ଷମତା ହସ୍ତଗତ କଲେ ଓ ଖୋର୍ଦ୍ଧାରେ ଭୋଇବଂଶ ସ୍ଥାପନ କଲେ ।
ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ।
କିନ୍ତୁ ଯୁଦ୍ଧରେ ଜୟ ଲାଭ କଲା ପରେ ଏକ ନ୍ୟାୟୀ ଓ ଉତ୍ତମ ରାଜ୍ୟ ନିଜ ପ୍ରତିପକ୍ଷ ସୈନ୍ୟ ଓ ପ୍ରଜାଙ୍କ ସହିତ ଅମାନୁଷିକ ବ୍ୟବହାର କରିବା ଅନୁଚିତ୍ ବୋଲି ଅର୍ଥଶାସ୍ତ୍ର ଯୁକ୍ତି ରଖେ ।
|ସର୍ବଜ୍ଞ ଶଙ୍କର ଅଙ୍ଗ, ବଙ୍ଗ, କଳିଙ୍ଗ, ଗୌଡ, ମିଥିଲା, ନେପାଳ, କାଶ୍ନୀର, ସୌରାଷ୍ଟ୍ର, ବାହ୍ଲିକ, ନୈମିଷ, କୁରୁ, ପାଞ୍ଚଳ ପ୍ରଭୃତି ପ୍ରଦେଶମାନ ଭ୍ରମଣରେ ନିଜର ପାଣ୍ଡିତ୍ୟ ଏବଂ ଶକ୍ତି ସାହାଯ୍ୟରେ ନାନା ଅମାନୁଷିକ ଘଟନା ପ୍ରଦର୍ଶନ ତଥା ଭିନ୍ନ ମତାବଲମ୍ବୀ ଦିଗ୍ୱିଜୟୀ ପଣ୍ଡିତମାନଙ୍କୁ ନିର୍ଯୁକ୍ତି ଏବଂ ନିରସ୍ତ କରି ଭାରତରେ ସର୍ବତ୍ର ଅଦ୍ୱୈତବାଦର ପୁନଃ ପତିଷ୍ଠା କରି ଶାନ୍ତି ସଂସ୍ଥାପନ କଲେ ।
ବିଭିନ୍ନ ପ୍ରଥା: ଆଂଶିକ ବା ସମ୍ପୁର୍ଣ୍ଣ ଭଗାଙ୍କୁର (clitoris) ଓ ତାହାର ଘୋଡ଼ଣି ଛେଦନ; ଆଂଶିକ ବା ସମ୍ପୁର୍ଣ୍ଣ ଭଗାଙ୍କୁର ଓ ଅନ୍ତଃ ଭଗୋଷ୍ଠ; ଅତ୍ୟନ୍ତ ଅମାନୁଷିକ ସମୁଦାୟ ଯୌନାଙ୍ଗ କାଢ଼ିଦେଇ ଯୋନିପଥ (vagina) ବନ୍ଦ କରିଦିଆଯାଏ ।
ମୁଖ୍ୟତଃ ଏହା ମହାନିଗମମାନଙ୍କ ନିର୍ମମ, ଅମାନୁଷିକ ଶୋଷଣ ବିରୁଦ୍ଧରେ ଏକ ପ୍ରତିକ୍ରିୟାର ପ୍ରକାଶ।
|ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ।
କୋଲୋଜିୟମ୍ରେ ରହିଥିବା ଏକ କ୍ରସ୍ର ଫଳକରେ ନିମ୍ନ ଲେଖା ଦେଖିବାକୁ ମିଳେ :|ବିଜୟ ଉତ୍ସବ, ମନୋରଞ୍ଜନ ଓ ପାଗାନ୍ ଦେବତାମାନଙ୍କ ଅମାନୁଷିକ ଓ କୁସଂସ୍କାରୀ ପୂଜନ ପାଇଁ ଏକଦା ନିର୍ମାଣ କରାଯାଇଥିବା ଏହି ରଙ୍ଗମଞ୍ଚ ଅନେକ ଖ୍ରୀଷ୍ଟ ସହୀଦଙ୍କଦ୍ୱାରା ପୂତ ହୋଇଛି ଓ ସେହିମାନଙ୍କ ବଳିଦାନକୁ ଉତ୍ସର୍ଗ କରାଯାଇଛି ।