<< universalised universalising >>

universalises Meaning in Odia (Oriya). ( universalises ଶବ୍ଦର ଓଡିଆ ଅର୍ଥ)



ବିଶ୍ୱବ୍ୟାପୀ,

ସାର୍ବଜନୀନ କର |,

universalises తెలుగు అర్థానికి ఉదాహరణ:

୧୧ ଦିନରେ ୧ ବିଲିୟନ ଡଲାର ବିଶ୍ୱବ୍ୟାପୀ ସଫଳପର୍ଯ୍ୟନ୍ତ ପହଞ୍ଚି ଏହା ଇତିହାସରେ ଏକ ଶ୍ରେଷ୍ଠତମ ଚଳଚ୍ଚିତ୍ର ରୂପେ ଖ୍ୟାତି ଲାଭ କରିଥିଲା ।

ଏହାର ଲୋକପ୍ରିୟତା ଓ ବିଶ୍ୱବ୍ୟାପୀ ଦର୍ଶକଙ୍କ ସଂଖ୍ୟା ଅଲମ୍ପିକ୍ କ୍ରୀଡ଼ାକୁ ମଧ୍ୟ ପଛରେ ପକାଇ ଦେଇଥାଏ ।

ଏହା ଅନୁମାନ କରାଯାଇଛି ଯେ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକରେ ସୂଚନା ସଂରକ୍ଷଣ କରିବାର ବିଶ୍ୱବ୍ୟାପୀ କ୍ଷମତା ୧୯୮୬ରେ ୩ ଏକ୍ସାବାଇଟରୁ ୨୦୦୭ରେ ୨୯୫ ଏକ୍ସାବାଇଟ୍କୁ ବୃଦ୍ଧି ପାଇଥିଲା ଏବଂ ପ୍ରତି ୩ ବର୍ଷରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଥିଲା।

|୨୦୦୮ ଓ ୨୦୦୯ ମସିହାର ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାପଣ ଯୋଗୁଁ ହୋଣ୍ଡା, ବି. ଏମ୍. ଡବ୍ଲୁ. ଓ ଟୋୟୋଟା ପରି କମ୍ପାନୀ ଫର୍ମୁଲା ୱାନ୍ ଦୌଡ଼ରୁ ବାହାରି ଯାଇଥିଲେ ।

୧୯୮୫ ମସିହାରେ ନିଜର ୨ ଭୋକିଲା ଛୁଆଙ୍କ ମୁହଁରେ ଦାନା ଦେବା ପାଇଁ ସେ ନିଜର ଦୁଇ ବର୍ଷ ବୟସ୍କା ନଣନ୍ଦକୁ ମାତ୍ର ୪୦ ଟଙ୍କାରେ ବିକ୍ରି କରି ବିଶ୍ୱବ୍ୟାପୀ ଗଣମାଧ୍ୟମର ଶିରୋନାମ ପାଲଟିଥିଲେ ।

ଏହି ଲୋଗୋରେ ସାଇକେଲ ଚାଳକମାନଙ୍କ ବିଶ୍ୱବ୍ୟାପୀ ସାଇକେଲ ଚାଳନା ଦର୍ଶା ଯାଇଥାଏ ।

ଏହାର ମୁଖ୍ୟ ଉଦେଶ୍ୟ ହେଉଛି ଆୟୁର୍ବେଦ ଔଷଧ ପ୍ରଣାଳୀକୁ ଜାତୀୟକରଣ କରିବା ତଥା ଏହାର ବିଶ୍ୱବ୍ୟାପୀ ପ୍ରଚାର ତଥା ପ୍ରସାର କରିବା ।

ବିଶ୍ୱବ୍ୟାପୀ ମହିଳା ଓ ଝିଅମାନଙ୍କୁ ଏହି ସମ୍ବନ୍ଧୀୟ ସୁବିଧା ସୁଯୋଗ ଯୋଗାଇବା ଥିଲା ଏହାର ମୂଳ ଉଦ୍ଦେଶ୍ୟ ।

ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ ।

|ବିଶ୍ୱବ୍ୟାପୀ ଦାତା ଓ ବିଶ୍ୱବ୍ୟାପୀ ଗ୍ରହିତା|ରକ୍ତ ସଞ୍ଚାର ସମ୍ପର୍କରେ: ରକ୍ତ ଶ୍ରେଣୀ ଓ ଆରଏଚ ଡି- ରକ୍ତକୁ ବିଶ୍ୱବ୍ୟାପି ଦାତା କୁହାଯାଏ ଓ ଶ୍ରେଣୀ ଏବି ଆରଏଚ ଡି+ ରକ୍ତକୁ ବିଶ୍ୱବ୍ୟାପି ଗ୍ରହୀତା କୁହାଯାଏ କିନ୍ତୁ ଏହି ତ‌ଥ୍ୟ କେବଳ ସମ୍ଭାବ୍ୟ ଆଣ୍ଟ-ଏ ଓ ଆଣ୍ଟି-ବି ଆଣ୍ଟବଡି ପ୍ରତିକ୍ରିୟା ସମ୍ପର୍କରେ ଓ ଆରଏଚ ଆଣ୍ଟଜେନ ସମ୍ବେଦନଶୀଳତାକୁ ଲକ୍ଷ କରି କୁହାଯାଏ ।

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱବ୍ୟାପୀ ଏହି ଓଡ଼ିଆ କଳାକୁ ଲୋକପ୍ରିୟ କରାଇଛନ୍ତି ।

୧୧ ଦିନରେ ୧ ବିଲିୟନ ଡଲାରର ବିଶ୍ୱବ୍ୟାପୀ ସଫଳ ପର୍ଯ୍ୟନ୍ତ ପହଞ୍ଚି ଏହା ଇତିହାସରେ ଏପରି କରିଥିବା ସବୁଠାରୁ ଭଲ ଚଳଚ୍ଚିତ୍ର ଅଟେ ।

ଏହି ଘଟଣାକୁ ‘ନିଭର୍ୟା’ ନାମରେ ନାମିତ କରାଗଲା ଏବଂ ବିଶ୍ୱବ୍ୟାପୀ ଏହି ଘଟଣା ଚହଳ ସୃଷ୍ଟି କରିଥିଲା ।

universalises's Usage Examples:

" A review in Black Camera describes Sisters in law as "a film that universalises experience without co-opting it.


Field continues: This rule, however, does not supply a general law, but universalises a particular, the invariable observance of which would produce a uniform.


In not naming Ulysses himself, Doolittle universalises an emotion with which all women might identify.



Synonyms:

infer, extrapolate, generalize, universalize, generalise,

Antonyms:

disbelieve, specify, gather,

universalises's Meaning in Other Sites