<< united nations united nations children's fund >>

united nations agency Meaning in Odia (Oriya). ( united nations agency ଶବ୍ଦର ଓଡିଆ ଅର୍ଥ)



ମିଳିତ ଜାତିସଂଘ,

Noun:

ଜାତିସଂଘ ଏଜେନ୍ସି |,

united nations agency తెలుగు అర్థానికి ఉదాహరణ:

୧୯୫୧ରେ ଶରଣାର୍ଥୀ ମାନଙ୍କ ସ୍ଥିତି ସମ୍ବନ୍ଧିତ ସମ୍ମେଳନର ପଚାଶ ବର୍ଷ ପୁରଣ ଯେ ୨୦୦୧ ମସିହାରେ ହେଉଛି ସେକଥା ମିଳିତ ଜାତିସଂଘର ସାଧାରଣ ପରିଷଦରେ ପାରିତ ଉକ୍ତ ସଂକଳ୍ପରେ ଉଲ୍ଲିଖିତ ରହିଲା ।

|୨୦୦୨ ମସିହାରେ କମଳା ମିଳିତ ଜାତିସଂଘରେ କରୁଥିବା ଚାକିରୀରୁ ଇସ୍ତଫା ଦେଇ ସଙ୍ଗତ ଅନୁଷ୍ଠାନ ସହିତ ଯୋଡ଼ି ହୋଇଥିଲେ ।

ସାରା ଜୀବନ ଆମ୍ବେଦକର ସମତା ନିମନ୍ତେ ଲଢେଇ କରିଥିବାରୁ ତାଙ୍କର ଏହି ଜନ୍ମଦିନକୁ ସମତା ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି, ଓ ଏହାକୁ ଏକ ଆନ୍ତର୍ଜାତୀୟ ଦିବସ ରୂପେ ପାଳନ କରିବାକୁ ମିଳିତ ଜାତିସଂଘ ଆଗରେ ଦାବି ହେଉଛି ।

ମିଳିତ ଜାତିସଂଘର ମୁଖ୍ୟ କାର୍ଜ୍ୟାଳୟ ନିଉୟର୍କ ସହରର ମାନହାଟ୍ଟନଠାରେ ଅବସ୍ଥିତ ।

|ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫, ୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ମିଳିତ ଜାତିସଂଘ ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା ।

1945 ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି ।

ଓଡ଼ିଶାରେ ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ମିଳିତ ଜାତିସଂଘ ତରଫରୁ ପ୍ରଶଂସା କରାଯାଇଥିଲା ।

୨୦୧୬ର ରୋହିଙ୍ଗିଆ ଲୋକଙ୍କ ଉପରେ ସାମରିକ ଆକ୍ରମଣକୁ ମିଳିତ ଜାତିସଂଘ (ଯାହା ସମ୍ଭାବ୍ୟ "ମାନବିକତା ବିରୋଧରେ ଅପରାଧ" ବୋଲି ଉଲ୍ଲେଖ କରିଥିଲା), ମାନବ ଅଧିକାର ଗୋଷ୍ଠୀ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ, ଆମେରିକାର ରାଜ୍ୟ ବିଭାଗ, ଏବଂ ବଙ୍ଗଳାଦେଶ ତଥା ମାଲେସିଆ ସରକାର ଭଳି ପଡ଼ୋଶୀ ସରକାର ଆଦି ସମାଲୋଚନା କରିଥିଲା ।

|ବିଶ୍ୱରେ ଅନେକ ଅନ୍ତଃଦେଶୀୟ ବିଦ୍ୟାଳୟ ମଧ୍ୟ ଏହି ଅବସରରେ ନିଜ ନିଜ ବିଦ୍ୟାଳୟରେ ମିଳିତ ଜାତିସଂଘ ଦିବସ ପାଳନ କରିଥାନ୍ତି ।

ଏହିସବୁ ସମସ୍ୟାକୁ ଆଖି ଆଗରେ ରଖି ୨୦୧୩ ମସିହାରେ ମିଳିତ ଜାତିସଂଘ "Thematic Priority Area (TPA) on Drinking Water and Basic Sanitation" ମାଧ୍ୟାମରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ଶୌଚାଳୟ ଦିବସ ପାଳନ କରିବାକୁ ଏକ ବ୍ରତ ଭାବେ ଗ୍ରହଣ କରିନେଲେ ।

| ଇତିହାସ |୪ ଡିସେମ୍ବର ୨୦୦୦ ଦିନ ମିଳିତ ଜାତିସଂଘରେ ପାରିତ ସଂକଳ୍ପ ସଂ:୫୫/୭୬ ଅନୁସାରେ ୨୦୦୦ ମସିହାଠାରୁ ଜୁନ ୨୦ ତାରିଖକୁ ପ୍ରତିବର୍ଷ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଉଛି ।

|"World Urbanization Prospects" , ନାମକ ମିଳିତ ଜାତିସଂଘର ଏକ ପ୍ରକାଶନ ଅନୁସାରେ ସହରର ବ୍ୟାଖ୍ୟା ଏପରି କରାଯାଇଛି , " ଏକ ସହରର ପ୍ରଶାସନିକ ସୀମା ରେଖା ମଧ୍ୟରେ ରହୁଥିବା ଜନ ସମୂହ ବା ଏକକ ସହର-ପ୍ରଶାସନ ଅଧୀନରେ ଥିବା ସମସ୍ତ ଅଧିବାସୀଙ୍କୁ ନେଇ ସହରର ଜନସଂଖ୍ୟା ଆକଳନ କରାଯାଇପାରିବ " ।

| ପାଳନ |ମିଳିତ ଜାତିସଂଘର ସମସ୍ତ ସଦସ୍ୟ ଦେଶମାନଙ୍କଦ୍ୱାରା ଏହି ଦିବସ ପାଳନ ଅବସରରେ ବିଭିନ୍ନ ଆଲୋଚନା ସଭା, ସଭା ସମିତି ସାଙ୍ଗକୁ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ସଯୁକ୍ତ ଦେଶର ଉପଲବ୍ଧିସବୁର ପ୍ରଚାର ତଥା ପ୍ରସାର କରାଯାଉଥିଲା ।

Synonyms:

United Nations Office for Drug Control and Crime Prevention, IMF, IMO, IFC, United Nations International Children's Emergency Fund, UNESCO, International Bank for Reconstruction and Development, UN, DCCP, FAO, ILO, IBRD, UNICEF, World Health Organization, International Atomic Energy Agency, United Nations, GATT, IAEA, General Agreement on Tariffs and Trade, International Development Association, International Labor Organization, WMO, Centre for International Crime Prevention, International Monetary Fund, International Civil Aviation Organization, administrative body, United Nations Educational Scientific and Cultural Organization, administrative unit, World Bank, UN agency, Food and Agriculture Organization, International Labour Organization, International Maritime Organization, International Finance Corporation, United Nations Children's Fund, United Nations Crime Prevention and Criminal Justice, Food and Agriculture Organization of the United Nations, ICAO, World Meteorological Organization, IDA, WHO,

Antonyms:

arrive, confront, impolitic, disadvantageous, useless,

united nations agency's Meaning in Other Sites