<< unfried unfriendedness >>

unfriended Meaning in Odia (Oriya). ( unfriended ଶବ୍ଦର ଓଡିଆ ଅର୍ଥ)



ବନ୍ଧୁତା, କିଛି ମାତ୍ରାରେ ଶତ୍ରୁତା, ଘୃଣ୍ୟ, ବନ୍ଧୁହୀନ, ବନ୍ଧୁତ୍ୱପୂର୍ଣ୍ଣ,

unfriended తెలుగు అర్థానికి ఉదాహరణ:

ଆମେରିକୀୟମାନେ ଏହି ସବୁ ଗୁଣ ଥିବା ଲୋକ ପାଇଁ ବନ୍ଧୁତା ଶବ୍ଦକୁ ବ୍ୟବହାର କରନ୍ତି (ସ୍ଟୋଉଟ ୨୦୧୦) ।

|କୃଷ୍ଣ -ସୁଦାମା ମଧ୍ୟରେ ବନ୍ଧୁତା ଏକ ନିଦର୍ଶନ , ପ୍ରକୃତ ପାର୍ଥିବ ବନ୍ଧନହୀନ ଏକ ବନ୍ଧୁତାର ଯାହା କି ବିରଳ ଓ ଦୃଷ୍ଟାନ୍ତମୂଳକ ।

ପ୍ରାଣକୃଷ୍ଣ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ଘନିଷ୍ଟ ବନ୍ଧୁତା ଥିଲା ।

ଆଦ୍ୟ ଯୌବନରେ ନିଜର ଗଣିତ ପ୍ରତିଭା ହେତୁ ସମସାମୟିକ ବ୍ରିଟିଶ ଗଣିତଜ୍ଞ ଚାର୍ଲସ୍‌ ବ୍ୟାବେଜ୍‌ଙ୍କ ସହିତ ତାଙ୍କର ସଂପର୍କ ଓ ବନ୍ଧୁତା ଥିଲା, ଏବଂ ବିଶେଷ ଭାବେ ସେ ଚାର୍ଲସ୍‌ ବ୍ୟାବେଜ୍‌ ଆନାଲିଟିକାଲ୍‌ ଇଞ୍ଜିନ ଉପରେ କରିଥିବା ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ ।

|୧୮୮୪ ମସିହାରେ ଜଣେ ଯୁବ ସମାଜବାଦୀ ନେତା ଏଡ୍‌ୱାର୍ଡ଼ ଆଭେଲିଙ୍ଗ୍ (Edward Aveling)ଙ୍କ ସ‌ହ ବେସାନ୍ତଙ୍କର ଗଭୀର ବନ୍ଧୁତା ଗଢ଼ି ଉଠିଥିଲା ।

|ବାଲ୍ୟବସ୍ଥା|ବାଲ୍ୟକାଳରେ ବନ୍ଧୁତା ମୁଖ୍ୟତଃ ଖେଳନା ଓ ଏକାଠି କିଛି କାମ କରିବାଦ୍ୱାରା ମିଳୁଥିବା ଆନନ୍ଦ ଉପରେ ଆଧାରିତ ହୋଇଥାଏ ।

ଶିକ୍ଷା ସମୟରେ ଦ୍ରୁପଦ ଏବଂ ଦ୍ରୋଣଙ୍କର ଘନିଷ୍ଠ ବନ୍ଧୁତା ଥିଲା ।

ଏହା ପରେ ସୋନପରୀ ଏବଂ ତା'ର ସାଥୀ ଜିନ୍ ଆଲ୍‌ତୁ ସ‌ହ ଫୃଟିର ବନ୍ଧୁତା ସ୍ଥାପନ ହୋଇଯାଏ ।

ଧାଅନାଅ ଆକ୍ରାନ୍ତ ପିଲାଙ୍କ ବନ୍ଧୁତାରେ ଅଭିଭାବକଙ୍କ ସାହାଯ୍ୟ ଦରକାର ହୋଇଥାଏ; ମାତ୍ର ସାମାଜିକ କଳାର ଅଭାବ ପାଇଁ ଅଭିଭାବକଙ୍କ ସାହାଯ୍ୟ ବନ୍ଧୁତାକୁ ସାଧାରଣତଃ ପ୍ରତିରୋଧ କରେ ।

| ରାଜନୈତିକ କାର୍ଯ୍ୟକଳାପ |ବେସାନ୍ତଙ୍କ ପାଇଁ ରାଜନିତୀ, ବନ୍ଧୁତା ଏବଂ ପ୍ରେମ ପରସ୍ପର ସ‌ହ ନିବିଡ଼ ଭାବେ ଜଡ଼ିତ ଥିଲା ।

ସମ୍ପର୍କ, ଯାହା ହୃଦୟରୁ ଆସିଥାଏ ଓ ସୁଖ ପ୍ରଦାନ କରେ ତାକୁ ବନ୍ଧୁତା କୁହାଯାଏ ।

ଏହିଭଳି ଅଦ୍ଭୁତପୂର୍ଣ୍ଣ ବନ୍ଧୁତାରୁ କାହାଣୀର ଆରମ୍ଭ ।

ବନ୍ଧୁତା କ'ଣ ତା' ଠାରୁ କିଛି ଅଧିକ ନୁହେଁ ? ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ବନ୍ଧୁତା ଏହି ସବୁ ଶବ୍ଦରେ ସୀମିତ ନୁହେଁ; ଏହା ସମସ୍ତ ସୀମାରୁ ଉର୍ଦ୍ଧ୍ୱରେ ।

unfriended's Usage Examples:

They fell among strangers, unknown, unfriended, yet not unhonored for strangers" hands have gathered their ashes here.


They fell among strangers, unknown and unfriended.



unfriended's Meaning in Other Sites