<< undiscernible undiscerning >>

undiscernibly Meaning in Odia (Oriya). ( undiscernibly ଶବ୍ଦର ଓଡିଆ ଅର୍ଥ)



ଅଜ୍ଞାତରେ,

Adjective:

ଅନିର୍ଦ୍ଦିଷ୍ଟ |, ଲକ୍ଷ୍ୟ ବାହାରେ |, ଅଦୃଶ୍ୟ |,

undiscernibly తెలుగు అర్థానికి ఉదాహరణ:

|୧୯୮୯-୯୦ ବବନ୍ଦୋବସ୍ତରେ ଶ୍ରୀମନ୍ଦିର ପ୍ରଶାସନ ଅଜ୍ଞାତରେ ପ୍ରାୟ ୧୫ଏକର ଶ୍ମଶାନ ଭାବେ ବ୍ୟବହୃତ ହେଉଥିବା ଜମି ବିଭିନ୍ନ ଲୋକଙ୍କ ନାମରେ ସ୍ଥିତିବାନ ସ୍ୱତ୍ତ୍ୱସହ ରେକର୍ଡ କରିଦିଆଯାଇଛି ।

|ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।

ଦେବୀଙ୍କ ଉପସ୍ଥିତିକୁ ଅନୁଭବ କରି ପ୍ରଭୁ ଶ୍ରୀରାମଚନ୍ଦ୍ର ଚରଣ ସ୍ପର୍ଶ କରିବା ଉଦ୍ଦେଶ୍ୟରେ ମାତାଙ୍କ ପାଦ ସ୍ପର୍ଶ କରିବା ସମୟରେ ଅଜ୍ଞାତରେ ତାଙ୍କର ଚକ୍ଷୁ ଖୋଲି ଯାଇଥିଲା।

ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତହେଲେ ।

undiscernibly's Meaning in Other Sites