<< unchristened unchristian >>

unchristening Meaning in Odia (Oriya). ( unchristening ଶବ୍ଦର ଓଡିଆ ଅର୍ଥ)



ଖ୍ରୀଷ୍ଟଧର୍ମ,

Noun:

ନାମକରଣ ସମାରୋହ |,

unchristening తెలుగు అర్థానికి ఉదాహరణ:

ଡିଓକ୍ଲେଟିଆନଙ୍କ ରାଜୁତି କାଳରେ ଖ୍ରୀଷ୍ଟଧର୍ମ ବିରୁଦ୍ଧରେ ସାମ୍ରାଜ୍ଯ ଠୋସ ପଦକ୍ଷେପ ନେଇଥିଲା, ଯାହାକୁ "ମହୌତ୍ପିଡ଼ନ" ବୋଲି କୁହାଯାଏ ।

ସେ ଖ୍ରୀଷ୍ଟଧର୍ମରେ ଦିକ୍ଷିତ ହୋଇଥିବା ପ୍ରଥମ ସମ୍ରାଟ ହେଲେ ଏବଂ କୋନଷ୍ଟାଣ୍ଟିନୋପଲକୁ ପୂର୍ବ ସାମ୍ରାଜ୍ଯର ନୂତନ ରାଜଧାନୀ କରାଇଲେ ।

କାରଣ ଏହାର ରାଜଧାନୀ କୋନଷ୍ଟାଣ୍ଟିନୋପଲରେ ଥିଲା, ଏହାର ସଂସ୍କୃତି ଗ୍ରୀସୀୟ ସଂସ୍କୃତି ଆଡକୁ ଅଧିକ ଢଳି ଥିଲା ଏବଂ ଏହାର ରାଜଧର୍ମ ପୂର୍ବ ମୌଳିକ ଖ୍ରୀଷ୍ଟଧର୍ମ ଥିଲା ।

ସେଠାକାର ଆଖପାଖର ବାସିନ୍ଦାମାନେ ପ୍ରାୟତଃ ଖ୍ରୀଷ୍ଟଧର୍ମାଲମ୍ବୀ ।

ଥିଓଡୋସିଅସଙ୍କ () ନେତୃତ୍ବରେ ଖ୍ରୀଷ୍ଟଧର୍ମ ରାଜ୍ଯର ରାଜଧର୍ମ ରୂପେ ପ୍ରତିଷ୍ଠିତ ହେଲା ଏବଂ ଅନ୍ୟ ଧାର୍ମିକ ରୀତିନୀତିଗୁଡ଼ିକ ନିଷିଦ୍ଧ କରିଦିଆଗଲା ।

ଖ୍ରୀଷ୍ଟଧର୍ମର ପ୍ରତୀକ ଏହି ମୂର୍ତ୍ତି ରିଓ ଡି ଜେନିରୋ ତଥା ବ୍ରାଜିଲର ସାଂସ୍କୃତିକ ଚିହ୍ନ ପାଲଟି ଯାଇଛି ଏବଂ ବିଶ୍ୱର ନୂତନ ସପ୍ତାଶ୍ଚର୍ଯ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି ।

| ଖ୍ରୀଷ୍ଟଧର୍ମ |ଓଲ୍ଡ ଟେଷ୍ଟାମେଣ୍ଟ ଅନୁସାରେ ନାଜିରାଇଟମାନେ ଅନେକ ସମୟ ଯାଏଁ ବାଳକୁ ନ କାଟି ରଖୁଥିଲେ ।

୧୮୬୨, ଏପ୍ରିଲ ୨୦ ତାରିଖରେ "ଏଡ଼ିଥ୍"ଙ୍କୁ (ଗ୍ରେସ୍ ଚର୍ଚ୍ଚ)ରେ ବିଧିବଦ୍ଧ ଭାବେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଯାଇଥିଲା।

କିଛି ଖ୍ରୀଷ୍ଟଧର୍ମୀ ସାନ୍ତାଳ ଅଲ ଚିକି ପରିବର୍ତ୍ତେ ରୋମାନ ଲିପିର ବହୁଳ ପ୍ରସାର କରିବାକୁ ଚେଷ୍ଟା କଲେ ।

ଖୁବ୍ ନିଷ୍ଠାର ସହ ସେମାନେ ଖ୍ରୀଷ୍ଟଧର୍ମ ପାଳନ କରୁଥିଲେ।

ଖ୍ରୀଷ୍ଟାଦ୍ଦ ୩୮୦ରେ ଖ୍ରୀଷ୍ଟଧର୍ମକୁ ରାଜଧର୍ମ ରୂପେ ଉଦଘୋଷଣା କରିବା ଏବଂ ଜର୍ମାନୀ ରାଜାମାନଙ୍କ ହାତରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯର ପତନ ପରେ ଶାସ୍ତ୍ରୀୟ ପ୍ରାଚୀନତାର ଅନ୍ତ ହେଲା ଏବଂ ମଧ୍ଯଯୁଗର ଆରମ୍ଭ ହେଲା ।

ଏହି ଋଷୀୟ ଜଣକ ଲେଖିଥିଲେ ଯେ ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟ ନିଜ ଜୀବନର କିଛି ବର୍ଷ ତିବ୍ୱତ, ଲଦାଖରେ (ବିଶେଷତଃ ହେମିସ୍ ବୌଦ୍ଧବିହାରରେ) ଅତିବାହିତ କରିଥିଲେ ।

|୧୯୨୦ ମସିହାରେ ରିଓ ନଗରର କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ପୁଣିଥରେ ଯୀଶୁଖ୍ରୀଷ୍ଟଙ୍କ ଏକ ମହାନ ପ୍ରତିମୂର୍ତ୍ତି ନିର୍ମାଣ କରାଇବାର ପ୍ରସ୍ତାବ ରଖିଥିଲେ ।

unchristening's Meaning in Other Sites