<< unbreathable unbreathing >>

unbreathed Meaning in Odia (Oriya). ( unbreathed ଶବ୍ଦର ଓଡିଆ ଅର୍ଥ)



ନିଶ୍ୱାସ,

Adjective:

ନିଶ୍ୱାସ,

unbreathed తెలుగు అర్థానికి ఉదాహరణ:

ଏହାର ଲକ୍ଷଣ: ଅଣନିଶ୍ୱାସୀ (shortness of breath), ଛାତି ଯନ୍ତ୍ରଣା, ବ୍ୟାୟାମ ଅକ୍ଷମତା ଓ ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ।

ଲକ୍ଷଣ: ହଠାତ୍ ଛାତିର ଏକ ପାଖରେ ତୀବ୍ର ଯନ୍ତ୍ରଣା ଆରମ୍ଭ ହୋଇ ରୋଗୀ ଅଣନିଶ୍ୱାସୀ (shortness of breath) ହୋଇଯାଏ ।

| ଆଧାର |୧୯୭୨ ମୃତ୍ୟୁ|ଓଡ଼ିଆ ଲୋକ|ବରଗଡ଼ ଜିଲ୍ଲାର ଲୋକ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ।

|ଜେମସାଇଟାବିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଯକୃତ ସମସ୍ୟା, ଅଇ, ଜ୍ୱର, ରାସ, ଅଣନିଶ୍ୱାସୀ ଓ କେଶହାନୀ ଆଦି ଲକ୍ଷଣ ଦେଖାଯାଏ ।

 ସାମାନ୍ୟ କମ ବା ସାଧାରଣ ଅମ୍ଳଜାନ ଚାପ ଥିଲେ ଅମ୍ଳଜାନ ଉପଚାରଦ୍ୱାରା ଅଣନିଶ୍ୱାସୀ ହେବା କମିଯାଇପାରେ ।

ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ଆଦି ଲକ୍ଷଣମାନ ଦେଖାଯାଏ ।

|ଅଣନିଶ୍ୱାସୀ|ଅଣନିଶ୍ୱାସୀ ହେବା ଯୋଗୁ ଲୋକମାନେ ଅସୁବିଧା ଭୋଗ କରନ୍ତି ।

ଅପ୍ରକୃତ କେଶ୍‌ରେ ଲୋକ ନିଜେ ଖରାପ ନିଶ୍ୱାସ ଥିବା ଅନୁଭବ କରେ କିନ୍ତୁ ଅନ୍ୟମାନଙ୍କୁ ଏହା ଅନୁଭବ ହୁଏନି ।

ରୋଗୀର ନିଶ୍ୱାସରେ ଏକ ନିର୍ଦ୍ଦଷ୍ଟ ଗନ୍ଧ ଆସେ ।

କୌଣସି ନିର୍ଦ୍ଦିଷ୍ଟ ଟ୍ରିଗର ପାଇଲେ କାମଳ, ଗାଢ଼ ପରିସ୍ରା, ଅଣନିଶ୍ୱାସୀ (shortness of breath) ଓ ଥକ୍କା ଅନୁଭବ ଇତ୍ୟାଦି ଲକ୍ଷଣ ଦେଖାଯାଏ ।

| ଲକ୍ଷଣ ଓ ଚିହ୍ନ |ପ୍ରାରମ୍ଭିକ ଲକ୍ଷଣ ଓ ଚିହ୍ନ (Prodromal) ମଧ୍ୟରେ ଫ୍ଲୁ ଭଳି ଲକ୍ଷଣ ଯେପରିକି ଜ୍ୱର, କାଶ, ଜଙ୍ଘ ପିଚା ଓ ପିଠିର ମାଂସପେଶୀ ଯନ୍ତ୍ରଣା, ଥକ୍କାଣ, ମୁଣ୍ଡ ବିନ୍ଧା, କାଲୁଆ ଅନୁଭବ, ଅଇ, ବାନ୍ତି, ତରଳ ଝାଡ଼ା, ଆଳସ୍ୟ ଓ ଅଣନିଶ୍ୱାସୀ ଲାଗେ ଯାହା ଦୃତ ଗତିରେ ବୃଦ୍ଧି ହୋଇ 'ତୀବ୍ର ଶ୍ୱାସକ୍ରିୟା ଫେଲ'ରେ ପରିଣତ ହୁଏ ।

|ସୋଡ଼ିଅମ ନାଇଟ୍ରାଇଟର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ (low blood pressure), ମୁଣ୍ଡବଥା, ଅଣନିଶ୍ୱାସୀ (shortness of breath), ଅଚେତନ (loss of consciousness) ଓ ବାନ୍ତି ହୋଇପାରେ ।

ଜୀବନର ପ୍ରଥମ କିଛି ଦିନ ଶିଶୁଟି ସ୍ୱାଭାବିକ ଦେଖାଯାଏ, କିନ୍ତୁ ପରେ ସେମାନଙ୍କର ଶୀଘ୍ର ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହୁଏ | ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନୀଳ ଚର୍ମ ସ‌ହିତ ଅମ୍ଳଜାନ ସାନ୍ଦ୍ରତା ୭୫ରୁ ୮୫% ରହେ ।

unbreathed's Usage Examples:

supply a steady stream of air, some of which escapes from the wearer end unbreathed.



unbreathed's Meaning in Other Sites