unavailable Meaning in Odia (Oriya). ( unavailable ଶବ୍ଦର ଓଡିଆ ଅର୍ଥ)
ଉପଲବ୍ଧ ନାହିଁ,
Adjective:
ଉପଲବ୍ଧ ନାହିଁ,
People Also Search:
unavailablyunavailing
unavailingly
unavenged
unaverse
unavoidability
unavoidable
unavoidable casualty
unavoidably
unavowed
unawakened
unawakening
unawarded
unaware
unawareness
unavailable తెలుగు అర్థానికి ఉదాహరణ:
|| ଉତ୍ପତ୍ତି |ଯଦିଓ ଅଳତାର ଉତ୍ପତ୍ତି ସମ୍ପର୍କରେ ତଥ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ, ହିନ୍ଦୁ ଉପନିଷଦମାନଙ୍କ ଅନୁସାରେ ଭାରତୀୟ ବିବାହ ପରମ୍ପରାର ଏକ ଅଭିନ୍ନ ଅଙ୍ଗ ।
|ଗ୍ରାମପଞ୍ଚାୟତକୁ ବିକାଶ ଏବଂ ଭିତିଭୂମିର ଏକ ୟୁନିଟ୍ ବିଚାର କରାଯିବ ଏହା ଜନସଂଖ୍ୟା ସମତଳ ଅଞ୍ଚଳରେ ୩୦୦୦ରୁ ୫୦୦୦ ଏବଂ ପାହାଡ଼ିଆ ଅଞ୍ଚଳରେ ୧୦୦୦ରୁ ୩୦୦୦ ମଧ୍ୟରେ ହେବ ଯେଉଁ ଜିଲ୍ଲାରେ ଜନସଂଖ୍ୟାର ଆକାର ଉପଲବ୍ଧ ନାହିଁ ସେଠାରେ ଉପେକ୍ଷିତ ଜନସଂଖ୍ୟା ବିଶିଷ୍ଟ ଗ୍ରାମପଂଚାୟତକୁ ଚୟନ କରାଯାଇ ପାରିବ ।
କିନ୍ତୁ ଏହି ସମସ୍ତ ଘଟଣାର ବିବରଣୀ ରହିଥିବା ତୁର୍କମେନୀ କିମ୍ବା ସୋଭିଏତ ଅଭିଲେଖ ଉପଲବ୍ଧ ନାହିଁ ।
କିନ୍ତୁ ବର୍ତ୍ତମାନ ସମୟରେ ପାପିଓମାନଙ୍କ ଉପରେ ହୋଇଥିବା ଆକୃତି ବିଜ୍ଞାନ, ଜିନ୍ଗତ ଓ ବ୍ୟବହାରିକ ଅଧ୍ୟୟନରୁ ଏପରି ନିଷ୍କର୍ଷରେ ପହଞ୍ଚିବା ପାଇଁ ସବିଶେଷ ତଥ୍ୟ ଉପଲବ୍ଧ ନାହିଁ ।
|ଆଧୁନିକ ସମୟରେ ବହୁ ଆବଶ୍ୟକତା ସତ୍ତ୍ୱେ କୌଣସି ଉଚ୍ଚମାନର ଔଷଧ ମ୍ୟାଲେରିଆ ପାଇଁ ଉପଲବ୍ଧ ନାହିଁ ।
ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି | ଯୁକ୍ତରାଜ୍ୟରେ ଏହାର ପ୍ରତି ଡୋଜ୍ର ମୂଲ୍ୟ £ ୫୦ରୁ £ ୭୦ | ଯୁକ୍ତରାଷ୍ଟ୍ରରେ ଏହି ଟିକା ଉପଲବ୍ଧ ନାହିଁ।
ମିଳିତ ଜାତିସଂଘର ଏକ ତଥ୍ୟ ପ୍ରକାରେ ବିଶ୍ୱର ପ୍ରାୟ ୪୫୦ କୋଟି ଲୋକଙ୍କ ପାଇଁ ଏବେ ବି ପର୍ଯ୍ୟାପ୍ତ ସ୍ୱଚ୍ଛତା ଉପଲବ୍ଧ ନାହିଁ ।
| ଆହାର |କିଛି ଧୂଳିଆ ବୋଡ଼ା ପ୍ରଜାତିଙ୍କ ଆହାର ସମ୍ପର୍କରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ ।
ପୁଣି ଦୁଧସାଗର ଓ ତାହା ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱଚ୍ଛ ମଧୁର ପାନୀୟ ଜଳ, ସୁଲଭ ଶୌଚାଳୟ, ବିଦ୍ୟୁତ୍ ଶକ୍ତି ବା ମୋବାଇଲ୍ ସିଗ୍ନାଲ୍ ଇତ୍ୟାଦି ସୁବିଧା ଉପଲବ୍ଧ ନାହିଁ ।
|ଆରମ୍ଭ|ଆନୁଷ୍ଠାନିକ ଭାବେ ପାଳନ ହେଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ଉପଲବ୍ଧ ନାହିଁ ।
ଭାରତ ଭିତରେ ଥିବା ଫୋନ୍ ଗୁଡିକୁ ଏହି ଏହି ଭଏସ କଲ୍ ସେବା ଉପଲବ୍ଧ ନାହିଁ ।
| ଇତିହାସ |ଆଠମଲ୍ଲିମ ରାଜ୍ୟର ଉତ୍ପତ୍ତି ବିଷୟରେ ବିଶେଷ ବିବରଣୀ ଉପଲବ୍ଧ ନାହିଁ ।
ଏହି ହ୍ରଦଟିର ପାରିପାର୍ଶ୍ୱିକ ସୁନ୍ଦରତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଧିକ ପରିମାଣରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ, କିନ୍ତୁ ଏହି ସ୍ଥାନକୁ ପରିଦର୍ଶନରେ ଯିବା ପାଇଁ କୌଣସି ବିଶେଷ ସୁବିଧା ଉପଲବ୍ଧ ନାହିଁ ।
unavailable's Usage Examples:
The acetone is then washed away with high pressure liquid carbon dioxide, the industry standard now that freon is unavailable.
, as required by Strafgesetzbuch (German code) section 86a, by effectively refusing to rate such games making them unavailable to purchase in retail channels.
The next day, Clarke was unavailable for comment, and her media representative stated the statements were meant in humor.
The stadium also occasionally hosts Hanshin Tigers when their home field of Koshien Stadium is unavailable.
The unreliability and lack of spares led to the decommissioning of USS Albacore in 1972 as further cannibalized parts became unavailable.
Often a desired model is unavailable in kit form in the desired scale, or entirely non-existent.
If their condition requires training, knowledge, surgical procedure, or equipment unavailable.
During the years when chrome plate was unavailable, they were plated in either silver or nickel.
But, when the system stops working correctly, or the users want to access the configuration controls, they cannot repeat that initial step because of the different context and the unavailable information (password lost, missing instructions, or simply a hard-to-manage user interface that was first configured by trial and error).
unavailable, the TSM sweeping instead reproduces the influence of the friendly ship that is about to transit the area.
James Horner was originally slated to score the film, but became unavailable at the last minute, so Debney had to score the entire film in two weeks.
game was stopped after Mariano Aguerre suffered an injury in the first chukker and a substitute was unavailable.
In mid-June 2011, the band hit the three major US cities and Toronto with Mikey Jones of Bolts of Melody and Brooklyn dream pop act Heaven filling in for Bonnar, who was unavailable.
Synonyms:
handiness, availableness, accessibility, availability, unobtainable, unprocurable, inaccessible, untouchable, out of stock,
Antonyms:
violable, clean, available, inaccessibility, unavailability,