umbrere Meaning in Odia (Oriya). ( umbrere ଶବ୍ଦର ଓଡିଆ ଅର୍ଥ)
ଛତା,
Noun:
ଅମ୍ବର |,
People Also Search:
umbresumbrette
umbria
umbrian
umbriferous
umbrose
umbrous
umbundu
umlaut
umlaute
umlauted
umlauts
umma
ummah
umpirage
umbrere తెలుగు అర్థానికి ఉదాహరణ:
ଅଗଣା ମଝିରେ କଙ୍କ୍ରିଟ ଛତାଟିଏ ଏକ ପତଳା ସ୍ତମ୍ଭ (ସ୍ପାନିଶ ଭାଷାରେ "ଏଲ ପାରାଗୁଆସ" ଅଥବା "el paraguas" ନାମରେ ଜଣା) ଉପରେ ରହିଛି ।
ଏପରିକି ଜଳ ସଂରକ୍ଷଣର ଆବଶ୍ୟକତା ସହ ହାତର ସ୍ୱଚ୍ଛତା ନେଇ ଅନେକ କର୍ମଶାଳାର ବି ଆୟୋଜନ କରାଯାଏ ।
ଏହା ପରେ ବର୍ତ୍ତମାନର ଏମାର ମଠ ସ୍ଥାନରେ ଛତା ପୋତି ନିଜ ଶିଷ୍ୟଙ୍କ ସହ ରହିଲେ ।
ଏହି ରାସ୍ତାରେ ଶ୍ୱେତଗଙ୍ଗା ନିକଟରେ ଶ୍ରୀମନ୍ଦିରକୁ ମୁହଁ କରି ଜଣେ ବାବାଜୀ ଛତା ପୋତି ବସି ରହୁଥିଲେ ।
ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣିରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।
ରଙ୍ଗୀନ ଛତା ତଥା ଉତ୍ତାପ ଅବଶୋଷକାରୀ ଛତା ଖରାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ଏହ ଜଳନିରୋଧୀ ଅଟନ୍ତି ନାହିଁ।
ନିଜ ଅନୁଷ୍ଠାନର ଗୋପନୀୟ ତଥା ବ୍ୟବସାୟିକ ତଥ୍ୟ ମୁକ୍ତ ବ୍ୟବସ୍ଥାରେ ପରିପ୍ରକାଶ ବିନା ଆର୍ଥନୈତିକ ଓ ହିସାବ କିତାବରେ ସ୍ୱଚ୍ଛତା ଆଣିବା ପାଇଁ ଘରୋଇ ବ୍ଲକ୍ଚେନ୍ ବ୍ୟବସ୍ଥାର ଉପଯୋଗ କରାଯାଇପାରେ ।
|ବିଚାର ବିଭାଗର ସମସ୍ତ ହିତଧାରକଙ୍କୁ (Stakeholders) ସ୍ୱୟଂଚାଳିତ ତଥ୍ୟ ପ୍ରଦାନରେ ସ୍ୱଚ୍ଛତା ଏବଂ ପାରଦର୍ଶୀତାର ପ୍ରୟୋଗ ।
ବିମାନ ବଡୁ ସେବକ ପାଲିଙ୍କିକୁ ନେଇ ବଡ଼ଛତା ମଠ ଆଖଡ଼ା ପାଖ କାଠ ସିଂହାସନରେ ବିଜେ କରାଇଥାନ୍ତି ।
ମହାସଂଘର ଛତାତଳେ ଅନେକ ଆନ୍ଦୋଳନାତ୍ମକ ପଦକ୍ଷେପଦ୍ୱାରା ଶିକ୍ଷକ ସମାଜର ଅନେକ ସମସ୍ୟାର ସମାଧାନ କରାଇଥିଲେ ।
ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ, ଛତା,କାହାଳୀ ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ୱିପ୍ରହର ଧୂପପରେ ଅଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ପୂଜା ପାଇଁ ନେଇଥାନ୍ତି।
ମଣିଷ ଜୀବନରେ ପ୍ରକୃତ ଘନିଷ୍ଠତା ସଂଳାପ, ସ୍ୱଚ୍ଛତା, ପାର୍ଥିବ ତଥା ପର¸ରତାରେ ଥାଏ ।