tyrannicidal Meaning in Odia (Oriya). ( tyrannicidal ଶବ୍ଦର ଓଡିଆ ଅର୍ଥ)
ଅତ୍ୟାଚାର,
Adjective:
ଦଳିତ, ଅତ୍ୟାଚାରକାରୀ |,
People Also Search:
tyrannicidetyrannicides
tyrannidae
tyrannies
tyrannis
tyrannise
tyrannised
tyrannises
tyrannising
tyrannize
tyrannized
tyrannizers
tyrannizes
tyrannizing
tyrannosaur
tyrannicidal తెలుగు అర్థానికి ఉదాహరణ:
|'ଭୂଖା'ରେ ପଶ୍ଚିମ ଓଡ଼ିଶାର ଗରିବ ହରିଜନ ଅଧିବାସୀଙ୍କ ବଜନିଆ ସମାଜର ଲୋକଙ୍କ ଜୀବନ ଓ ଜୀବିକା ଉପରେ ଆଧୁନିକ ସଭ୍ୟତା କିଭଳି ଭାବରେ ପ୍ରଭାବ ପକାଉଛି ଏବଂ ସେମାନେ ଧନୀ ଶ୍ରେଣୀର ଲୋକଙ୍କ ଅତ୍ୟାଚାର ସତ୍ତ୍ୱେ ନିଜର ଜୀବିକା, ସଂକୃତି,ଓ ପରମ୍ପରାକୁ କିଭଳି ଭାବରେ ବଜାୟ ରଖିଛନ୍ତି ତାହା ଅତି ସୁନ୍ଦର ଭବରେ ଚିତ୍ରଣ କରାଯାଇଛି ।
ନିକଟରେ ଓଡ଼ିଶା ସରକାର ମହିଳାଙ୍କ ବିରୋଧରେ ଅତ୍ୟାଚାରର ତ୍ୱରିତ ତଦନ୍ତ ପାଇଁ ସାତୋଟି ସ୍ୱତନ୍ତ୍ର ୟୁନିଟ ଗଠନ କରିଛନ୍ତି ।
ଶତ୍ରୁମାନେ ଅଧିକ ସାହାସ ପାଇ ମୂଖ୍ୟତଃ ଶିବଭକ୍ତ ପ୍ରଜାଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ ।
ସେ ଅନୁଭବ କଲେ ଯେ,ବିଧାନ ସଭାରେ ବିଧାୟକ ଥାଇ ମଧ୍ୟ ଶୋଷିତ, ଅତ୍ୟାଚାରିତ ପ୍ରଜାମାନଙ୍କ ସ୍ୱାର୍ଥରକ୍ଷା ପାଇଁ କୌଣସି ଆଇନ କରିପାରୁନାହାନ୍ତି ।
ପୁଲିସର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ଲୋକଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।
|ଲୋକ ପ୍ରବାଦ ରହିଛି , କରୁଅ ଝିଳରେ ଏକ ଦୈତ୍ୟ ରହି କରୁଆ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲା ।
ସମଗ୍ର ଦେଶରେ ଏକମାତ୍ର ଆଫ୍ରିକୀୟ ଆଇନ ସଂସ୍ଥା ଭାବେ କଳାମାନଙ୍କ ବିରୁଦ୍ଧରେ ହେଉଥିବା ପୋଲିସ ଅତ୍ୟାଚାର ବିରୋଧରେ ଲଢ଼ି ଏହା ଖୁବ ଲୋକପ୍ରିୟ ହେବାକୁ ଆରମ୍ଭ କଲା ।
| ପ୍ରଜାମେଳି ଓ ବିଦ୍ରୋହ |୧୮୬୮ ମସିହାରେ ରାଜାଙ୍କ ଅତ୍ୟାଚାରକୁ ବିରୋଧ କରି ବିପ୍ଳବୀ ରତ୍ନା ନାୟକଙ୍କ ନେତୃତ୍ୱରେ ଭୂୟାଁ ସମ୍ପ୍ରଦାୟ ଯେଉଁ ମେଳି କରିଥିଲେ ତାକୁ ଇଂରେଜମାନଙ୍କ ସହାୟତାରେ ଖୁବ ନିଷ୍ଠୁରତାର ସହ ଦମନ କରାଯାଇଥିଲା ।
ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା ।
|ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମ, ୧୯୮୯, ୧୯୮୯ ସେପ୍ଟେମ୍ବର ୧୧ରେ ଭାରତର ସଂସଦରେ ପାରିତ ହୋଇଥିଲା ଏବଂ ୧୯୯୦ ଜାନୁଆରୀ ୩୦ରୁ ପ୍ରଣୟନ କରାଯାଇଥିଲା ।
ଏହି ପୁରସ୍କାର ନାରୀ ସଶକ୍ତି କରଣ ଓ ନାରୀ ଅତ୍ୟାଚାରକୁ ରୋକିବାର ଉଦ୍ୟମ କରୁଥିବା ନାରୀମାନଙ୍କୁ ମଧ୍ୟ ମିଳିଥାଏ ।
ଗଡଜାତ ରାଜାମାନଙ୍କଦ୍ୱାରା ଆଦିବାସୀମାନେ ସର୍ବାଧିକ ଅତ୍ୟାଚାରିତ ହୋଇଛନ୍ତି ।
tyrannicidal's Usage Examples:
or laws and thus self-dethroning themselves meta-ethically, inviting tyrannicidal treatment.