tyned Meaning in Odia (Oriya). ( tyned ଶବ୍ଦର ଓଡିଆ ଅର୍ଥ)
ସଜ୍ଜିତ,
Adjective:
ସ୍ୱର,
People Also Search:
tynestype
type a
type ab
type family
type genus
type i allergic reaction
type i diabetes
type ii diabetes
type iv allergic reaction
type metal
type o
type of architecture
type slug
type species
tyned తెలుగు అర్థానికి ఉదాహరణ:
ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ ।
ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ ।
ଏହି ପାର୍ଶ୍ୱଦେବାସନ ଗୁଡିକର ନିମ୍ନ ଭାଗସବୁ ତଳ ଗର୍ଭିକା ଢାଞ୍ଚାରେ ସଜ୍ଜିତ ।
ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା'ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ।
ରାଧାକୃଷ୍ଣଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ ପରେ ମଦନ ମୋହନ ବେଶରେ ସୁସଜ୍ଜିତ କରି କାଗଜ, ସୋଲ, ପଳାସ ଫୁଲ ଓ ପାଟକନାରେ ସଜ୍ଜିତ ବିମାନ ହୁକୁମ୍ ଧାବଲ୍ ସ୍ୱରରେ ଢଳି ଢଳି ଗ୍ରାମ ପରିକ୍ରମା କରିଥାଏ ।
|ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାପରି ରଙ୍ଗର ବେଶରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି ।
ତଳଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।
୧୮୦୪ ଡିସେମ୍ବରକୁ ବରୁଣାଇ ପାହାଡ଼ ନିକଟସ୍ଥ ବରୁଣାଇ ଗଡ଼ରେ ଇଂରେଜ ବାହିନୀର ୭୦୦୦ ଗୁଳି ଗୋଳାରେ ସୁସଜ୍ଜିତ ସୈନ୍ୟ ସହିତ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ କତିପୟ ଖୋରଧା ପାଇକ ଲଢ଼ି ନିଜ ବୀରତ୍ୱର ପ୍ରଦର୍ଶନ କରିଥିଲେ, ଯାହା ଇଂରେଜମାନଙ୍କୁ ହତବମ୍ବ କରିଦେଇଥିଲା ।
ଭୋର ୨ଟାରୁ ମା'ଙ୍କର ମଙ୍ଗଳ ଆଳତି ସ୍ନାନ ମାର୍ଜନା ପରେ ଚନ୍ଦନବେଶରେ ସଜ୍ଜିତକରି ପରେ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପନୀତି ଅନୁଷ୍ଠିତ ହେବାପରେ ସକାଳ ୫ଟା ବେଳକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥାଏ ।
ପ୍ରତିଟି ଧାଡି ଅତି ସୁନ୍ଦର ଭାବରେ ସଂଗୀତା ମୟ ଭାବରେ ସଜ୍ଜିତ ହୋଇଛି ।
|ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ।
| ଆଧାର |୧୯୫୯ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଆ ଲୋକ|ମୟୂରଭଞ୍ଜ ଜିଲ୍ଲାର ଲୋକ|୧୪ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୫ଶ ଓଡ଼ିଶା ବିଧାନ ସଭାର ସଭ୍ୟ କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ (ଇଂରାଜୀରେ Christmas tree) ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସୁସଜ୍ଜିତ କରିଥାନ୍ତି ।