tutorised Meaning in Odia (Oriya). ( tutorised ଶବ୍ଦର ଓଡିଆ ଅର୍ଥ)
ଶିକ୍ଷାଦାନ,
Adjective:
ଅନୁମୋଦିତ |, ପ୍ରାଧିକୃତ,
People Also Search:
tutorizetutorized
tutors
tutorship
tutorships
tutress
tuts
tutsan
tutsans
tutsi
tutsis
tutted
tutti frutti
tutting
tuttle
tutorised తెలుగు అర్థానికి ఉదాహరణ:
୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଅଧ୍ୟାପକ ଜୀବନ ମଧ୍ୟରେ ସେ ରେଭେନ୍ସା ବିଶ୍ବବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିଛନ୍ତି ।
୧୯୮୩ ରେ ସେ ଗ୍ଲାସ୍ଗୋ ୟୁନିଭରସିଟିରୁ (ଇଂଗ୍ରାଜୀ: University of Glasgow) ପିଆନୋ ଶିକ୍ଷାଦାନରେ B.A.ଡିଗ୍ରୀ ପ୍ରାପ୍ତ ହେଲେ ।
ନିୟୁୟର୍କରେ ପ୍ରାରମ୍ଭିକ ସମୟରେ ସେ ସଂକୀର୍ତ୍ତନ ଏବଂ ଭଗବତ ଗୀତା ସମ୍ପର୍କିତ ଶିକ୍ଷାଦାନ ଜାରି ରଖିଲେ ।
ଡ଼ ପଣ୍ଡା ୧୯୫୮ ମସିହାରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ରହି ଶିକ୍ଷାଦାନ ଓ ଗବେଷଣାରେ ବ୍ରତୀ ଥିଲେ ।
ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।
ସେଠାରେ ସେ ଇତିହାସ, ଭୂଗୋଳ ଏବଂ ଗଣିତରେ ଶିକ୍ଷାଦାନ ଆରମ୍ଭ କରିଦେଲେ ।
୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ ।
ପରେ ସେ ଭାରତୀୟ କଳା କେନ୍ଦ୍ର ଓ ସଙ୍ଗୀତ ନାଟକ ଏକାଡ଼େମୀ ଅଧିନସ୍ଥ କଥକ କେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ କରିଥିଲେ ।
ଏହି ଅନୁଷ୍ଠାନ ମାଧ୍ୟମରେ ସେ ଦେବ ପ୍ରସାଦ ଦାସଙ୍କ ନୃତ୍ୟ ଶୈଳୀରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରନ୍ତି ।
ସେବା ନିବୃତ ହେବା ପରେ, ସେ ବହୁ ବେସରକାରୀ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି ଓ ସାକ୍ଷୀଗୋପାଳଠାରେ ନିଜର ଏକ ଗୁରୁକୁଳ ପ୍ରତିଷ୍ଠା କରି, ସଙ୍ଗୀତ ଶିକ୍ଷାଦାନ କରୁଛନ୍ତି ।
ଏ ସମୟରେ ସେ ସଂଯୁକ୍ତା ପାଣିଗ୍ରାହୀ, ମିନତି ମିଶ୍ର, ପ୍ରିୟମ୍ବଦା ମହାନ୍ତି ହେଜମାଦି ଆଦି ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ କରୁଥିଲେ ।
ରଙ୍ଗ ଚିହ୍ନିବା ନିମନ୍ତେ ପିଲାର ଶିକ୍ଷକ ପଢ଼େଇବା ପଦ୍ଧତି ବଦଳ କରି ଶିକ୍ଷାଦାନ କରିବାକୁ ପଡ଼େ ।
ସେ ମୟୁରଭଞ୍ଜ ଛଉ ନୃତ୍ୟ ଶୈଳୀରେ ନୃତ୍ୟ ଶିକ୍ଷାଦାନ କରନ୍ତି ।