<< tsuga tsunamis >>

tsunami Meaning in Odia (Oriya). ( tsunami ଶବ୍ଦର ଓଡିଆ ଅର୍ଥ)



ସୁନାମି, ବେଲୋର୍ମି,

Noun:

ବେଲୋର୍ମି |,

People Also Search:

tsunamis
tsuris
tswana
tswanas
tt
tua
tuareg
tuaregs
tuatara
tuataras
tub
tub thumper
tuba
tubae
tubal

tsunami తెలుగు అర్థానికి ఉదాహరణ:

ଭୂମିକମ୍ପ, ଅଗ୍ନି ଉ‌ଦ୍‌ଗିରଣ‌, ଓ ପାଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।

|ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ୱ ଶବ୍ଦ ରହିଛି ।

ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳକୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ ।

|| ବ୍ୟୁତ୍ପତି ||ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波ରୁ ଆସିଛି ।

ଏହା ପରେ ପରେ ଆରମ୍ଭ ହୋଇଗଲା ସୁନାମିର ତାଣ୍ଡବ ।

ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ ଉଚ୍ଚ ଜୁଆର (high tides) କୁହାଯାଏ ।

୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ୱଂସକାରୀ ପ୍ରକୃତିକ ବିପର୍ଜୟ ଥିଲା ।

|ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ୱଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା ।

|ସାମୁଦ୍ରିକ ଝଡ଼, ସୁନାମି କିମ୍ବା ଟ୍ରପିକାଲ ତୋଫାନ ହେଲେ ସମୁଦ୍ର ଜଳ ବନ୍ଧ ଲଙ୍ଘି ଆସି ବନ୍ୟା କରାଏ ।

ଏହାଦ୍ୱାରା ଉତ୍ତର ଆଟଲାଣ୍ଟିକ ମହାସାଗରରେ ବହୁତ ବଡ଼ ସୁନାମି ସୃଷ୍ଟି ହୋଇଥିଲା, ୨୯୦ କିମି ତଟୀୟ ଅଞ୍ଚଳ ଧସି ଯାଇଥିଲା ଓ ଛାଡିଗଲା ୩,୫୦୦ ଘନକିମିର ମଇଳା ।

୨୦୦୪ ମସିହାର ସୁନାମି ପରେ ୨୦୦୪ ଓ ୨୦୦୫ ମସିହାରେ ଯଥାକ୍ରମେ ୩୨ ଓ ୧୩ ଜଣ ସେଣ୍ଟିନେଲିଙ୍କୁ ଦେଖାଯାଇଛି ।

|| ଆଧାର | ବାହାର କଡ଼ି |Tinti S., Maramai A., Graziani L. (2007). ଇଟାଲୀୟ ସୁନାମି କ୍ୟାଟାଲୋଗ, Version 2 (Windows software database)|ସୁନାମି|ତାଲିକା ଚକ୍‌ଲେଟ୍, ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।

tsunami's Usage Examples:

The tsunami obliterated the Scotch Cap Lighthouse.


Lucy and mother in law in the Indian Ocean earthquake and tsunami while holidaying in Thailand on 26th December 2004.


The death toll from both earthquake and tsunami was 131.


Anderson, was published on May 16, 2006 in the tsunami benefit anthology Elemental; it was re-released in the paperback edition of The Road to Dune, and later in the 2011 Dune e-book short story collection Tales of Dune.


creative, physical manipulation of the environment: a tsunami can be jellified, wildfires extinguished, and lava flows diverted.


location along the northern coast of Penang Island, Tanjung Tokong was hard hit by the 2004 Indian Ocean tsunami.


The main tsunami traveled across the Pacific.


ground motion, surface faulting, tectonic deformation, landslides and rockfalls, liquefaction, tsunamis, and seiches.


The tsunami was recorded as far away as Chile.


half of the large island into the air that produced a tsunami, and an air wave that was felt seven times around the globe.


March 14, 2020: The section between Tomioka and Namie reopens 9 years after the 2011 Tōhoku earthquake and tsunami reconstruction, bringing the full line back to service.


The tsunami destroyed two villages in the Hawaiian Islands.


The band reunited for a one-off concert in Oxford to support tsunami victims on 19 February 2005.



Synonyms:

cataclysm, catastrophe, wave, disaster, moving ridge, tragedy, calamity,

Antonyms:

fall, straight line, stand still, let go of, comedy,

tsunami's Meaning in Other Sites