troubleshot Meaning in Odia (Oriya). ( troubleshot ଶବ୍ଦର ଓଡିଆ ଅର୍ଥ)
ଅସୁବିଧା,
Verb:
ସମସ୍ୟା ସମାଧାନ,
People Also Search:
troublesometroublesomely
troublesomeness
troubling
troublings
troublous
troublously
trough
troughs
trounce
trounced
trouncer
trouncers
trounces
trouncing
troubleshot తెలుగు అర్థానికి ఉదాహరణ:
ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।
ପିଲାମାନେ ସାଧାରଣତଃ ସଂକ୍ରମିତ ହୁଅନ୍ତି ଓ ଏହା ଯୋଗୁ ସ୍ୱଳ୍ପ ହାରରେ ଓଜନ ବୃଦ୍ଧି, କୁପୋଷଣ (malnutrition) ଓ ଶିକ୍ଷାଲାଭ ଅସୁବିଧା ହୁଏ ।
|ଗୀତ|ଆଧାର|ବାହାର ଆଧାର|୨୦୨୧ର ଓଡ଼ିଆ କଥାଚିତ୍ର|ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ବେଞ୍ଜାଟ୍ରପିନ ଏକ ଔଷଧ ଯାହା ଡିସଟୋନିଆ ଓ ପାର୍କିନସୋନିଜ୍ମ ଭଳି ବେମାରୀମାନଙ୍କରରେ ହେଉଥିବା ଚଳନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
ପ୍ରସବ ନଳୀ ଅସୁବିଧା: ପୂର୍ବରୁ ଆଘାତ ପ୍ରାପ୍ତ ହୋଇଥିଲେ ବା ଅର୍ବୁଦ ଥିଲେ ଅଣଓସାରିଆ ଯୋନୀପଥ ଓ ପେରିନିଅମ ହୁଏ ।
ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।
କିନ୍ତୁ ଏହା ଏକ ନୁତନ ପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିଷ୍ୟତରେ ଏହାକୁ ଠିକ କରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।
|କଲରାପତରିଆର ଖପୁରୀ ବଡ଼ ଓ ଦାନ୍ତ ମାଢ଼ି ଶକ୍ତିଶାଳୀ ହୋଇଥିବାରୁ ବଡ଼ ଶିକାର ମାରିବା ଓ ଶିକାରର ମୃତଦେହକୁ ଦାନ୍ତରେ ଭିଡ଼ି ଧରି ଗଛ ଚଢ଼ିଯିବାରେ ବିଶେଷ ଅସୁବିଧା ହୁଏନାହିଁ ।
ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା ।
|ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।
|ପୃଥିବୀପୃଷ୍ଠର ଭାରି ମାଧ୍ୟାକର୍ଷଣ ବଢିଥିବାରୁ ଚନ୍ଦ୍ରର ଦୁର୍ବଳ ମାଧ୍ୟାକର୍ଷଣରେ ରହିବା ତା'ପାଇଁ ପ୍ରଥମେ ଅସୁବିଧା ହୋଇଥିଲା ।
| ଆଧାର |୧୯୭୨ ମୃତ୍ୟୁ|ଓଡ଼ିଆ ଲୋକ|ବରଗଡ଼ ଜିଲ୍ଲାର ଲୋକ|୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ।
ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଓ କମ ଶ୍ୱେତ ରଲ୍ତ କଣିକା ଇତ୍ୟାଦି ଅସୁବିଧା ଦେଖାଯାଏ ।
ବିଭାଜନ ସମୟରେ ଲୋକମାନେ ସ୍ଥାନାନ୍ତରଣ ଏବଂ ହିଂସାତ୍ମକ କାର୍ଯ୍ୟଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
troubleshot's Usage Examples:
glutaraldehyde fixation on thicker tissue samples can be difficult; this can be troubleshot by reducing the size of the tissue sample.
2002 19:25 December 1, 2002 02:25 7 h, 00 min Herrington successfully troubleshot a mobility issue with the CETA cart.
1997, he designed The X-Files Trivia Game for 20th Century Fox, and troubleshot US Army networks in Korea.
downtime as entire pluggable units can simply be replaced instead of troubleshot.
the TDRS-L launch in January 2014, LSP engineers located in Hangar AE troubleshot a problem with periodic dropouts in telemetry from the vehicle threatened.