trophi Meaning in Odia (Oriya). ( trophi ଶବ୍ଦର ଓଡିଆ ଅର୍ଥ)
ଟ୍ରଫି,
Adjective:
ଟ୍ରଫିକ୍ |,
People Also Search:
trophictrophies
trophobiosis
trophoblast
trophoblastic
trophoblasts
trophology
trophotropic
trophotropism
trophozoite
trophozoites
trophy
tropic
tropic of cancer
tropic of capricorn
trophi తెలుగు అర్థానికి ఉదాహరణ:
ଇଡିଓପାଥିକ ହାଇପରଟ୍ରଫିକ ସବଆଓର୍ଟିକ ସ୍ଟେନୋସିସ (idiopathic hypertrophic subaortic stenosis) ରୋଗରେ ଏହା ଦିଆଯାଏ ନାହିଁ ।
ଏହି ସମୟରେ ୧୯୦୯ ମସିହାରେ ତୁରିନ୍ଠାରେ ସାର୍ ଥୋମାସ୍ ଲିପ୍ଟନ୍ ସାର୍ ଲିପ୍ଟନ୍ ଥୋମାସ୍ ଟ୍ରଫି ନାମକ ଏକ ପ୍ରତିଯୋଗିତାର ଆୟୋଜନ କଲେ ।
ଦୀର୍ଘ ୨୦ ବର୍ଷର ଖେଳ ପରେ ସେ ମଇ ୨୦୧୩ରେ ନିଜର ଅବସର ଘୋଷଣା କଲେ ଯାହା ମଧ୍ୟରେ ସେ ୧୯ଟି ପ୍ରମୁଖ ଟ୍ରଫି ଜିତିଛନ୍ତି ।
ତେବେ ACC ଟ୍ରଫିରେ ସେ ମାଲେସିଆ ଜାତୀୟ ଦଳର କୋଚ ହିସାବରେ କାର୍ଯ୍ୟ କଲେ ।
ତାହା ପର ବର୍ଷମାନଙ୍କରେ ବାଏର୍ଣ୍ଣ ଦଳ କିଛି ସ୍ଥାନୀୟ ଟ୍ରଫି ଜିତିବା ସହ ୧୯୧୦-୧୧ ମସିହାରେ ବଭାରିଆରେ ଆରମ୍ଭ ହୋଇଥିବା ପ୍ରଥମ ପ୍ରାଦେଶିକ ଲିଗ୍ ‘‘କ୍ରାଇସଲିଗା’’ରେ ଯୋଗ ଦେଇଥିଲା ।
|ଯୁବରାଜ ୧୯ ବର୍ଷରୁ କମ୍ କୁଚ୍-ବିହାର ଟ୍ରଫିର ଫାଇନାଲ(ବିହାର ବିପକ୍ଷରେ)ରେ ୩୫୮ ରନ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସେ ମଧ୍ୟ ଏଥିରେ ପଞ୍ଜାବ ଦଳର ଅଧିନାୟକ ଥିଲେ ।
ହୋଲକାର ଦଳ ସେହି ବର୍ଷ ଋଣଜୀ ଟ୍ରଫି ଚମ୍ପିୟନ ହୋଇଥିଲା ।
୧୯୭୧-୭୨ରେ ତାଙ୍କ ନେତୃତ୍ୱରେ ବଙ୍ଗଳା ଦଳ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲେ ।
ଏହି ଶ୍ରେଣୀରେ ପ୍ରଥମ ମ୍ୟାଚ ରଣଜୀ ଟ୍ରଫିରେ ଓଡ଼ିଶା ବିହାର ବିପକ୍ଷରେ ଜାମସେଦପୁରଠାରେ ୧୯୪୯ ଡିସେମ୍ବର ୧୦ରୁ ୧୨ ତାରିଖରେ ଖେଳିଥିଲା ।
| କ୍ୟାରିୟର |୨୦୦୬-୦୭ ଦିଲ୍ଲୀପ ଟ୍ରଫିରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।
ସେ ରଣଜୀଟ୍ରଫି କ୍ରିକେଟରେ ଓଡ଼ିଶା ତରଫରୁ ପ୍ରତିନିଧିତ୍ୱ କରନ୍ତି ଓ ଓଡ଼ିଶା ପ୍ରିମିଅର ଲିଗରେ କଟକ ବାରବାଟି ଟାଇଗର୍ସର ଅଧିନାୟକ ଭାବରେ ଖେଳିଥାନ୍ତି ।
ଅନ୍ୟ କେତେକ ସାଧାରଣ ରୋଗର ନାମ ଯଥାକ୍ରମେ:- ବେକର ମସ୍କୁଲାର ଡିସଟ୍ରଫି (Becker muscular dystrophy), ଫେସିଓସ୍କାପୁଲୋହ୍ୟମରାଲ ମସ୍କୁଲାର ଡିସଟ୍ରଫି (facioscapulohumeral muscular dystrophy) ଓ ମାୟୋଟୋନିକ ଡିସଟ୍ରୋଫି ।
ଅବସର ପରେ ସେ ପଞ୍ଜାବ ପୋଲିସରେ SP ଭାବରେ କାର୍ଯ୍ୟ କରୁଥିଲେ ଓ ପରେ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ .| ଚମ୍ପିୟାନ ଟ୍ରଫି | 1985ରେ ପର୍ଥ ପ୍ରଦର୍ଶନ |1985 ମସିହାରେ ପର୍ଥଠାରେ ଚମ୍ପିୟାନ ଟ୍ରଫିରେ ଭାରତ ବନାମ ଜର୍ମାନୀ ମେଚରେ .ଭାରତ 1-5 ଗୋଲରେ ପଛୁଆ ଥିଲା ବେଳେ ପର୍ଗତ ଚମତ୍କାର ଖେଳ ପ୍ରଦର୍ଶନ କରି ଏକାକୀ 4ଟି ଗୋଲ ଦେବା ଫଳରେ ମେଚ ଡ୍ର ରହିଥିଲା ଓ ପର୍ଗତ ସମସ୍ତ ଭାରତୀୟଙ୍କ ପ୍ରିୟ ଭାଜନ ହେଇଥିଲେ ।
trophi's Usage Examples:
Durham was watch officer on 29 August 1782 when, through no fault of his own, the Royal George, which was heeled for repairs, suddenly and catastrophically sank at Spithead.
Usher–Hallgren syndrome, retinitis pigmentosa–dysacusis syndrome or dystrophia retinae dysacusis syndrome, is a rare genetic disorder caused by a mutation in.
Victorian Environmental Protection Authority after hundreds of reported stingings! These blooms can be quite destructive to the trophic structure of the.
Reactive neutrophilic dermatoses are a spectrum of conditions mediated by neutrophils, and typically associated with underlying diseases, such as inflammatory.
CS1 maint: multiple names: authors list (link) Studies on thyrotrophin receptor antibodies in patients with euthyroid Graves" disease.
dynamics and physics of comets, and a pioneer of the modern versions of catastrophism.
He was one of the best-known strophic poets and songwriters (muwas̲h̲s̲h̲aḥ and zajal) of the Almoravid period.
ischemic attack) Misophonia Mitochondrial myopathy Mobius syndrome Monomelic amyotrophy Morvan syndrome Motor neurone disease – see Amyotrophic lateral sclerosis.
The other was for Eric Brody, who suffered catastrophic injuries after being struck by a police cruiser in 1999.
five main types: neutrophils, eosinophils (acidophiles), basophils, lymphocytes, and monocytes.
An Australian study that compared in-sink food processing to composting alternatives via a life-cycle assessment found that while the in-sink disposer performed well with respect to climate change, acidification, and energy usage, it did contribute to eutrophication and toxicity potentials.
occur multiple times without either catastrophic self-destruction or glaringly visible evidence.
In the US, available forms of animal-derived corticotrophin have included: Cortiocotrophin derived from pituitary glands from pigs.