tripleness Meaning in Odia (Oriya). ( tripleness ଶବ୍ଦର ଓଡିଆ ଅର୍ଥ)
ତ୍ରିଗୁଣ,
Noun:
ପରିଣାମ, ପରିପକ୍ୱତା,
People Also Search:
triplestriplet
triplet code
triplets
triplex
triplicate
triplicated
triplicates
triplicating
triplication
triplicities
triplicity
triplies
tripling
triplings
tripleness తెలుగు అర్థానికి ఉదాహరణ:
ଉଷା ଦେବୀ ତ୍ରିଗୁଣତା ଦେବଙ୍କୁ ବିବାହ କରିଥିଲେ ।
|ପଞ୍ଚରସ, ଅଷ୍ଟାତାଳ୍ପିକ ଭାବ, ତ୍ରିବୀଜ, ତ୍ରିଶକ୍ତି, ତ୍ରିଗୁଣର ସମାହାର ହେଉଛି ବାଇଶି ।
|ଚତୁର୍ଦ୍ଦଶ ଅଧ୍ୟାୟ: ତ୍ରିଗୁଣ ବିଭାଗ ଯୋଗ: ଏଥିରେ ଶ୍ରୀକୃଷ୍ଣ ସୃଷ୍ଟି ରହସ୍ୟ, ପୁରୁଷର ସଂସାର ବନ୍ଧନ, ସାତ୍ତ୍ୱିକ ଆଦି ତ୍ରିବିଧ ଗୁଣର ଲକ୍ଷଣ ବର୍ଣ୍ଣନା କରିଛନ୍ତି ।
|ପଞ୍ଚଦଶ ଅଧ୍ୟାୟ: ପୁରୁଷୋତ୍ତମ ଯୋଗ: ଏଥିରେ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ଅନନ୍ୟ ଚିତ୍ତରେ ଭଗବାନଙ୍କୁ ଭଜନ କରନ୍ତି, ସେ ତ୍ରିଗୁଣାତୀତ ହୋଇ ବ୍ରହ୍ମଭାବରେ ନିମଜ୍ଜିତ ହୁଅନ୍ତି ।
ଯାହାଦ୍ୱାରା ଏହାର ବାଦନ ବେଳେ ଗଭୀର ଓ ତ୍ରିଗୁଣ ଝଙ୍କାରର ସମ୍ମିଳିତ ସ୍ୱର ଆସେ ।
ଶ୍ରୀରାମକୃଷ୍ଣ ମଠ ଓ ମିଶନ୍ର ମୁଖପାତ୍ରରୂପେ ବଙ୍ଗଳା ଭାଷାରେ ‘ଉଦ୍ବୋଧନ’ ପତ୍ରିକା ପ୍ରକାଶନର ବ୍ୟବସ୍ଥା କରି ସ୍ୱାମୀଜୀ ସେହି କାର୍ଯ୍ୟର ଭାର ଦେଲେ ଗୁରୁଭାଇ ସ୍ୱାମୀ ତ୍ରିଗୁଣାତୀତାନନ୍ଦଙ୍କ ଉପରେ ।
ସ୍ୱାମୀ ତ୍ରିଗୁଣାତୀତାନନ୍ଦ ଏହାର ପ୍ରଥମ ସମ୍ପାଦକ ଥିଲେ ।
ଇଷ୍ଟ ମନ୍ତ୍ର ହେଉଛି- ""ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ ।
ସେଠାରେ ସେବା କେନ୍ଦ୍ର ସ୍ଥାପନ କରି ସ୍ୱାମୀ ତ୍ରିଗୁଣାତୀତାନନ୍ଦ ବହୁ ଗ୍ରାମର ନରନାରୀଙ୍କର ପ୍ରାଣ ବଞ୍ଚାଇଲେ ।
ଅର୍ଥାତ୍ ମୂଳାଧାର ଚକ୍ରର ଶକ୍ତି, ସହଶ୍ରାର ଚକ୍ରରେ ଶିବଙ୍କ ସହିତ ସମ୍ମିଳିତ ହେବା ଆତ୍ମ ଜ୍ଞାନପ୍ରାପ୍ତିର ଆଧାର, ଛିନ୍ନମସ୍ତାଙ୍କୁ ତ୍ରିଗୁଣମୟୀ ମଧ୍ୟ କୁହାଯାଏ ।