tributary Meaning in Odia (Oriya). ( tributary ଶବ୍ଦର ଓଡିଆ ଅର୍ଥ)
ଉପନଦୀ, କର,
Noun:
କର ସ୍ଥିତି |, ଉପନଦୀଗୁଡିକ, ଉପନଦୀ,
People Also Search:
tributetribute album
tributer
tributes
tric
tricameral
trice
trice up
triced
tricentenary
tricephalous
triceps
triceps brachii
tricepses
triceratops
tributary తెలుగు అర్థానికి ఉదాహరణ:
ସିନ୍ଧୁ ଜଳ ଚୁକ୍ତିର ଅନୁଚ୍ଛେଦ-୧ ଅନୁଯାୟୀ ଚୁକ୍ତିରେ ଉଲ୍ଲିଖିତ ପାଞ୍ଚ ଉପନଦୀ ବ୍ୟତୀତ ସିନ୍ଧୁର ଅନ୍ୟ ଉପନଦୀ, ତ୍ରିକୋଣଭୂମିସ୍ଥ ଜୁଆରିଆ ଶାଖାନଦୀ, ନଦୀ ସହ ସଂଯୁକ୍ତ ହ୍ରଦ ଇତ୍ୟାଦି ସିନ୍ଧୁ ନଦୀର ଅଂଶ ବୋଲି ଧରାଯିବ ।
ନଦୀ ଶଯ୍ୟାରେ ବହୁ ଉପନଦୀ ଓ ସ୍ରୋତ ମିଳିତ ହେବା ଫଳରେ ନଦୀର କାୟାବୃଦ୍ଧି ମଧ୍ୟ ଘଟିଛି ।
ଇଂରେଜ ଶାସନର ସମାପ୍ତି ପରେ ଭାରତ ଓ ପାକିସ୍ତାନ ସ୍ୱାଧୀନ ହୋଇଥିଲେ ; କିନ୍ତୁ ସିନ୍ଧୁ ଓ ପୂର୍ବ ପଟର ପାଞ୍ଚ ଉପନଦୀର ଜଳକୁ ନେଇ ଘୋର ବିବାଦ ସୃଷ୍ଟି ହେଲା ।
| ଆଧାର |ଓଡ଼ିଶାର ନଦୀଗୁଡ଼ିକ|ସୁନ୍ଦରଗଡ଼ ଜିଲ୍ଲା ଶିବନାଥ ନଦୀ ପୂର୍ବ ଭାରତର ଏକ ମୁଖ୍ୟ ନଦୀ ମହାନଦୀର ସର୍ବବୃହତ ଉପନଦୀ ।
ଏହା ବୈତରଣୀ ନଦୀର ଏକ କ୍ଷୁଦ୍ର ଉପନଦୀ ମାଛକାନ୍ଦଣା ମଧ୍ୟରେ ଅବସ୍ଥିତ ।
ସିନ୍ଧୁ ନଦୀର ତିନି ପୂର୍ବ ଉପନଦୀ ଉପରେ ଭାରତର ଓ ପଶ୍ଚିମ ପଟର ୩ ନଦୀ ଉପରେ ପାକିସ୍ତାନର ଅଧିକାର ରହୁ ଓ କେନାଲ୍ ନିର୍ମାଣ କରି ମିଳୁନଥିବା ଜଳର ଆବଶ୍ୟକତା ପୂରଣ କରାଯାଉ ବୋଲି ବିଶ୍ୟବ୍ୟାଙ୍କ ପ୍ରସ୍ତାବ ରଖିଲା ।
ଅନ୍ୟ ମୁଖ୍ୟ ଉପନଦୀମାନଙ୍କ ମଧ୍ୟରେ ବୁର୍ହି ଡିହିଙ୍ଗ୍, ଦିସାଂଗ୍, ଦିଖୁ ଓ କୋପିଲି ନଦୀ ଅନ୍ୟତମ ।
|ଦ୍ୱିତୀୟ ମତଟି ହେଲା ଯେ, ନଦୀର ଉପରମୁଣ୍ଡରେ ରହିଥିବା ଦୁଇଟି ଉପନଦୀ ୟା ଓ ଲୁ କିମ୍ବା ଆପ୍ ଓ ରୋକ୍ ବା ନୋକ୍ ନାମକୁ ମିଶାଇ ଏହି ନଦୀର ନାମ ସୃଷ୍ଟି ହୋଇଛି ।
ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ ।
|ଯାଜପୁର ଜିଲ୍ଲାର ଜେନାପୁରଠାରେ ଦୁଇଭାଗରେବିଭକ୍ତ ହୋଇ ଡାହାଣକୁ ପ୍ରବାହିତ ହୋଇ ଗଲାବେଳେ, ବିରୂପା ନଦୀ ଚୌଦ୍ୱାରଠାରୁ ମହାନଦୀରୁ ବାହାରି ବ୍ରାହ୍ମଣୀରେ ଇନ୍ଦୁପୁର, କାଇପଡ଼ା ଓ କୃଷ୍ଣନଗରଠାରେ ଉପନଦୀ ରୂପେ ସଂଗମ ସ୍ଥଳ ସୃଷ୍ଟି କରି ତଳକୁ ତଳକୁ ପ୍ରବାହିତ ହୋଇ ଭିତରକନିକାଠାରେ ତା' ଗର୍ଭରେ କୁମ୍ଭୀର ଅଭୟାରଣ୍ୟ ସୃଷ୍ଟି ହୋଇଛି ।
ଏହାର ଉପନଦୀଗୁଡ଼ିକ ହେଉଛି ବାଘୁଆ, ଧାନେଇ, ବଡ଼ନଦୀ ଇତ୍ୟାଦି ।
ଶତଲେଜ୍ (ଶତଦ୍ରୁ) ନଦୀ ସିନ୍ଧୁ ସଭ୍ୟତା ସମୟରେ ଘଗ୍ଗର-ହାକ୍ରା ନଦୀର ଉପନଦୀ ଥିଲା ଯାହା ତଟରେ ଅନେକ ସହର ଓ ଜନବସତି ଗଢ଼ି ଉଠିଥିଲା ବୋଲି ବିଶ୍ୱାସ କରାଯାଏ ।
tributary's Usage Examples:
club and national level in saloon car and single seater racing, whilst contributary writer Chris Dymond, races a Jaguar XKR in FIA GT3.
A communications system or communication system is a collection of individual telecommunications networks, transmission systems, relay stations, tributary.
Scofield Reservoir is fed by Pondtown Creek, Mud Creek, and Fish Creek, the primary tributary to the reservoir.
It is a left tributary of Labe, beginning near Hlinsko and flowing mostly northward to the city of Pardubice.
refer to: Steer or bullock, castrated male cattle Ox, a steer used as a draft animal Steer (surname) Steers (surname) Steer Creek (West Virginia), a tributary.
a glacier), or medial (formed by the merger of lateral moraines from contributary glaciers).
Europeans in 1543 introduced the arquebus into Japanese warfare, and Japan ended its status as a tributary state of China in 1549.
tributary management competencies, and redistributes the funds via transferences.
the Surbiton Stream), a tributary of the Hogsmill River, which is the life blood of the nature reserve.
The River Roden, a tributary of the River Tern, also rises in the vicinity of Bettisfield and flows southwards to form part of the border between England and Wales near Wem Moss.
Thürnau dyed the Sieber tributary of the Eichelbach (Herzberg) with six kilogrammes of fluorescein.
He prospected widely for gold and first discovered it at Fox Creek, a tributary of the Arahura River behind Hokitika, in January 1865.
It is the main tributary of the River Shannon.
Synonyms:
contributing, causative, contributive, contributory, conducive,
Antonyms:
irresponsible, converge, poor, divergent, noncausative,