treacherous Meaning in Odia (Oriya). ( treacherous ଶବ୍ଦର ଓଡିଆ ଅର୍ଥ)
ବିଶ୍ୱାସଘାତକ, ଦେଶଦ୍ରୋହୀ,
Adjective:
ଅଧାର୍ମିକ |, ଦେଶଦ୍ରୋହୀ,
People Also Search:
treacherouslytreachery
treacle
treacled
treacles
treaclier
treacling
treacly
tread
tread down
tread in
tread on
treaded
treader
treadgar
treacherous తెలుగు అర్థానికి ఉదాహరణ:
ଅନ୍ୟ ପକ୍ଷରେ ଆରାକ୍ନେ ଦେବତାମାନଙ୍କ ବିଶ୍ୱାସଘାତକତାର ଏକୋଇଶିଟି ଛବି ବୁଣିଥିଲା ।
ଭୋଜନ ସମୟରେ ଉପସ୍ଥିତ ୧୨ ଶିଷ୍ୟଙ୍କ ମଧ୍ୟରୁ ଜଣେ ତାଙ୍କ ସହ ବିଶ୍ୱାସଘାତକତା କରିବାକୁ ଯାଉଛି ବୋଲି ଯୀଶୁଙ୍କ ଉଦଘୋଷଣା ଶୁଣି ଶିଷ୍ୟମାନଙ୍କ ଭାବରେ ପରିବର୍ତ୍ତନକୁ ଏହି ଚିତ୍ରରେ ଲିଓନାର୍ଡ଼ୋ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ।
ପରେ ଆତ୍ମୀୟଙ୍କ ବିଶ୍ୱାସଘାତକତା ଯୋଗୁଁ ତାଙ୍କୁ ଇଂରେଜ ସରକାର ଗିରଫ କରି ଫାସୀ ଦେଇଥିଲେ ।
ଦ୍ୱିତୀୟ ଦିବସ ଶେଷରେ ଏକ ସ୍ଥାନୀୟ ଲୋକ ଏଫିଆଲ୍ଟେସ ଗ୍ରୀକ ମାନଙ୍କସହ ବିଶ୍ୱାସଘାତକତା କରି ପାରସ୍ୟ ସେନାକୁ ଏକ କ୍ଷୁଦ୍ର ରାସ୍ତାର ସନ୍ଧାନ ଦେଇଥିଲା, ଯାହା ଗ୍ରୀକ ସେନାର ପଛପଟେ ଆସି ମିଶିଥିଲା ।
ଏହି ଥଳୀ “ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଜୁଡାସ୍ଙ୍କୁ ମିଳିଥିବା ରୂପାର ପୁରସ୍କାର” କିମ୍ବା “ଜୁଡାସ୍ ଜଣେ କୋଶାଧ୍ୟକ୍ଷ ଥିବାରୁ ତାଙ୍କ ପରିଚୟର ସଙ୍କେତ” ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥିବ ।
ବିଶପ ଜୁଆନ ରୋଡ୍ରୀଗ୍ୟୁଜଙ୍କ ବିଶ୍ୱାସଘାତକତା ଯୋଗୁଁ କାଷ୍ଟାଇଲର ରାଜା ଖ୍ରୀଷ୍ଟୋଫର କଲମ୍ବସଙ୍କ ସହ ଏକଚାଟିଆ କାରବାର ବନ୍ଦ କରିଦେଇ ନୂତନ ନାବିକମାନଙ୍କୁ ୱେଷ୍ତ ଇଣ୍ଡୀଜ ଜଲଯାତ୍ରା ନିମିତ୍ତ ନୂତନ ନାବିକ ମାନଙ୍କୁ ଅଧିକାର ଦେବା ଆରମ୍ଭ କଲେ ।
ସେ ପାରିବାରିକ ଅଶାନ୍ତି, ଶାସନଗତ ଦୁଶ୍ଚିନ୍ତା, ପ୍ରାଦେଶକ କର୍ମଚରୀ, ସେନାପତିମାନଙ୍କ ବିଶ୍ୱାସଘାତକତା ଓ ପ୍ରତିବେଶୀ ଶତୃମାନଙ୍କ ବର୍ବର ଆକ୍ରମଣ ଯୋଗୁଁ ତାଙ୍କର ଜୀବନ ଜଞ୍ଜାଳମୟ ହୋଇଥିଲା ।
| ବିଦ୍ରୋହର ଦମନ |ବାଣପୁର ବିଦ୍ରୋହ କିଛି ବ୍ୟବସାୟୀ ଗୋଷ୍ଟିଙ୍କ ବିଶ୍ୱାସଘାତକତା ଯୋଗୁଁ ବିଫଳ ହେଲା ।
ଯୀଶୁ ତାଙ୍କ ନିକଟରେ ଥିବା ରୁଟିକୁ ଇଙ୍ଗିତ କରି ଥୋମାସ୍ ଓ ଜେମ୍ସ୍ (ଜ୍ୟେଷ୍ଠ)ଙ୍କୁ କହୁଛନ୍ତି ଯେ ତାଙ୍କ ବିଶ୍ୱାସଘାତକ ଓ ସେ ଏକା ସମୟରେ ରୁଟି (ବ୍ରେଡ଼୍) ଉଠାଇବେ ।
ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ।
|ପ୍ରଥମ ଆକ୍ରମଣ ସମୟରେ ସେନାପତି ବେଣୁ ଭ୍ରମରବରଙ୍କ ବିଶ୍ୱାସଘାତକତା ଯୋଗୁଁ , ସୁପରିକଳ୍ପିତ ରଣନୀତି ସତ୍ତ୍ୱେ ରାଜା ବନ୍ଦୀ ହୋଇଛନ୍ତି ।
ଜନ୍ଙ୍କ କାନ୍ଧରେ ହାତ ରଖି ପିଟର୍ ତାଙ୍କୁ ଯୀଶୁଙ୍କୁ ସେ ବିଶ୍ୱାସଘାତକର ପରିଚୟ ପଚାରିବାକୁ ଅନୁରୋଧ କରୁଛନ୍ତି ।
treacherous's Usage Examples:
CastLeslie Banks as Oliver Wilsford, the treacherous squireC.
you have not been plundered; And you who deal treacherously, though they have not dealt treacherously with you! When you cease plundering, You will be.
Empire portrayed them as perfidious, treacherous, servile, effeminate and unwarlike.
hits, the swinging blows that intend so much and do nothing, the echoing swashing cuts, the lost balls, the stumpings-out, the blocks, the slow treacherous.
treacherous and merciless, and will kill and eat those who cannot answer her riddle.
He was captured by Pompey and treacherously executed.
The captain who brought the two boys over proved to be a treacherous villain, and carried them to Baltimore, where he exposed them for sale, they were both purchased by Portsmouth, New Hampshire men, Prince falling to General William Whipple.
PlotTwo thousand years before the game begins, those who sat on the Council of Seven in the land of Rivellon sacrificed themselves in the fight against a group of treacherous magicians, who had passed over to the dark side of magic.
heavy defeat on him and retook Lesbos, while in the next year he was treacherously slain by his son-in-law Kilij Arslan I.
| His treacherous Plots against his brother Clarence: | the pittiefull murther of his iunocent nephewes: | his tyrannicall vsurpation: with the whole.
A treacherous servant barred the door behind him; and as Joan cowered in their bed, a terrible struggle ensued, Andrew defending himself furiously.
It is a popular surfing spot, but the swimming can be treacherous, with rough seas and extremely cold water.
Despite the lighthouse's operation, the treacherous waters around Perim continued to claim many vessels.
Synonyms:
unsafe, unreliable, dangerous,
Antonyms:
trustworthy, reliable, dependable, safe,