traumatised Meaning in Odia (Oriya). ( traumatised ଶବ୍ଦର ଓଡିଆ ଅର୍ଥ)
ଆଘାତପ୍ରାପ୍ତ,
ମାନସିକ ସ୍ତରରେ ଆଘାତପ୍ରାପ୍ତ |,
People Also Search:
traumatisestraumatising
traumatization
traumatize
traumatized
traumatizes
traumatizing
traumatology
travail
travailed
travailing
travails
trave
travel
travel agency
traumatised తెలుగు అర్థానికి ఉదాహరణ:
କୌଣସି ଅଙ୍ଗ ଆଘାତପ୍ରାପ୍ତ ନ ହେଲେ ଉଚ୍ଚ ରକ୍ତଚାପ ଶୀଘ୍ର କମେଇବା ଆବଶ୍ୟକ ନୁହେଁ ।
ରୋଗ ଜଟିଳ ଥିଲେ ନିମୋଥୋରାକ୍ସ, ପାର୍ଶ୍ୱବର୍ତ୍ତୀ ରକ୍ତନଳୀ ଓ ସ୍ନାୟୁ ଆଘାତପ୍ରାପ୍ତ, ଅସୁନ୍ଦର ଆକାର ହୋଇଯାଏ ।
ଟିବିଆ (tibia), ଫିମର (femur), ବା ଆଣ୍ଠୁ ଲିଗାମେଣ୍ଟ (knee ligaments ଇତ୍ୟାଦି ଆଘାତପ୍ରାପ୍ତ ହୋଇପାରେ ।
ଥୋରାସିକ ଭର୍ଟିବ୍ରାର (thoracic) ତଳ ଭାଗ ଓ ଲମ୍ବର ଭର୍ଟିବ୍ରାର (lumbar spine) ଉପର ଭାଗ ବେଶି ଆଘାତପ୍ରାପ୍ତ ହୁଏ ।
|କାନ ଆଘାତପ୍ରାପ୍ତ ଓ ରୋଗାକ୍ରାନ୍ତ ହୋଇପାରେ ।
ଉଡାଜାହାଜରୁ ଖାଦ୍ୟ ତଳକୁ ପକାଇଲେ ତଳେ ଥିବା ଲୋକମାନେ ଆଘାତପ୍ରାପ୍ତ ହେବା ଆଶଙ୍କା ଥାଏ ।
ସେହି ପ୍ରତିଯୋଗୀତାର ଅନ୍ୟ ଏକ ଦୌଡ଼ରେ ସେ ଜଂଘରେ ଆଘାତପ୍ରାପ୍ତ ହୋଇଥିଲେ ।
|କାଫ ମାଂସପେଶୀ କର୍ମରତ ଥିବାବେଳେ ହଠାତ୍ ପାଦ ଡର୍ସିଫ୍ଲେକ୍ସ (bending up of the foot) ହେଲେ, ସିଧା ସଳଖ ଆଘାତପ୍ରାପ୍ତ ହେଲେ ବା ଦୀର୍ଘସ୍ଥାୟୀ ଟେଣ୍ଡୋନାଇଟିସ (tendonitis) ରୋଗ ଥିଲେ ଏହି ଟେଣ୍ଡନ ଛିଣ୍ଡିଯାଏ ।
କାନରେ ରୋଗ ହେଲେ ଶ୍ରବଣ ହାନୀ, କାନନାଦ ଓ ମୁଣ୍ଡବୁଲା ଭଳି ସନ୍ତୁଳନ ସମସ୍ୟା ହୋଇପାରେ ଯଦିଓ ଏଭଳି ଲକ୍ଷଣମାନ ମସ୍ତିଷ୍କ ଓ ସ୍ନାୟୁପଥମାନଙ୍କର ରୋଗ ହେଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଦେଖାଯାଇପାରେ ।
ହାଇଡ୍ରୋମୋର୍ଫୋନ୍ ମୋର୍ଫାଇନ୍ରୁ ତିଆରି ହୋଇଥାଏ | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ଜଟିଳ ସ୍ଥାନୀୟ ଯନ୍ତ୍ରଣା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Complex regional pain syndrome ବା ସିଆରପିଏସ/ CRPS ) ଏକ ଅବସ୍ଥା ଯେଉଁଥିରେ ଆଘାତପ୍ରାପ୍ତ ସ୍ଥାନରେ ଦୀର୍ଘକାଳ ଧରି ଅତ୍ୟଧିକ ଯନ୍ତ୍ରଣା ତଥା ପ୍ରଦାହ ହୁଏ ।
ଜନ୍ମରୁ ଛୋଟ ଅନ୍ତନଳୀ ଥିଲେ ବା ଆଘାତପ୍ରାପ୍ତ ହେଲେ ମଧ୍ୟ ଏହି ପରିସ୍ଥିତି ଉପୁଜେ ।
ଆଘାତ ସାଂଘାତିକ ହେଲେ ଆକ୍ସିଲାରି ସ୍ନାୟୁ (axillary nerve) ଓ ଆକ୍ସିଲାରି ଧମନୀ (axillary artery) ମଧ୍ୟ ଆଘାତପ୍ରାପ୍ତ ହୋଇପାରେ ।
ଏହି ରୋଗର କାର୍ଯ୍ୟଧାରା: ଶିରା ମଧ୍ୟରେ ରକ୍ତର ଧୀର ପ୍ରବାହ (decreased blood flow rate), ଅଧିକ ରକ୍ତ ଜମାଟ ପ୍ରବୃତ୍ତି (tendency to clot) ଓ ଶିରାର ଅଭ୍ୟନ୍ତରସ୍ଥ ଏଣ୍ଡୋଥେଲିଅମ (blood vessel wall) ଆଘାତପ୍ରାପ୍ତ ଥିଲେ ଏହି ଅବସ୍ଥା ହୁଏ ।
traumatised's Usage Examples:
Estela returns home, traumatised to the point of losing the speech and pregnant beyond the stage she can.
In Dracula, Prince of Darkness she starred opposite Christopher Lee, portraying a virtuous woman who reveals to her friend that she has been turned into a vampire in a scene which Gilbey describes as having traumatised and tantalised viewers.
Sadly, Will dies during NoonShade, after being traumatised from a battle with Demons.
of the Global Teacher Prize, which specialises in supporting children traumatised by violence.
Contrastingly, rigid splints completely immobilise the traumatised tooth.
proposes marriage but she refuses to begin a relationship with him, traumatised as she is by her dead lover"s treatment of her and her recent ordeal.
Joubert, a World War II captain in the South African Army, in 1943 to help rehabilitate traumatised soldiers through art.
Seyfi Teoman, about two flatmates who reluctantly take in their friend"s traumatised sister.
Tango in Paris, but being traumatised by a rape scene and hounded by unsavoury publicity negatively affected her subsequent career.
Should bleeding continue, it is likely that the inferior vena cava or the hepatic vein are also traumatised.
the life of a 17-year-old Muslim girl separated from her family and traumatised by the conflict of the Partition of India.
" Similarly, Screen Daily wrote "Ecem Uzun is unnervingly convincing as a girl left traumatised by her marriage, catatonic in her.
Watching the wailings of the widow of the worker, Devu is traumatised and breaks down at Sarasu"s.
Synonyms:
wound, traumatize, shock, injure,
Antonyms:
uncoiled, spread,