<< transparentness transpicuously >>

transpicuous Meaning in Odia (Oriya). ( transpicuous ଶବ୍ଦର ଓଡିଆ ଅର୍ଥ)



ହାଲୁକା, ସ୍ୱଚ୍ଛ,

Adjective:

ହାଲୁକା |, ସ୍ୱଚ୍ଛ,

transpicuous తెలుగు అర్థానికి ఉదాహరణ:

ପ୍ରାୟ ୭୭୫,୦୦୦ ବୈଦ୍ୟୁତିକ ଯାନ ୨୦୧୬ରେ ବିକ୍ରି ହୋଇଥିଲା ଓ ନୂଆ ହାଲୁକା ଯାନର ଜଗତସାରା ବଜାର ଭାଗିଦାରୀ ୨୦୧୬ରେ ୦.୮୬% ଥିଲା, ଯାହା ୨୦୧୫ରେ ୦.୬୨% ଓ ୨୦୧୪ରେ ୦.୩୮% ଥିଲା ।

ଠିଆ ହେଲେ ମୁଣ୍ଡ ହାଲୁକା ଲାଗେ (feeling lightheaded with standing) ଓ ଆଞ୍ଜିଓଇଡିମା (angioedema) ମଧ୍ୟ ହୋଇପାରେ ।

ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ଆଦି ଲକ୍ଷଣମାନ ଦେଖାଯାଏ ।

ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ଯାହା ବିଲେଇ ପ୍ରଜାତିର ଅନ୍ୟ ଜୀବ ଯଥା ମହାବଳ ବାଘ, ସିଂହ, କଲରାପତରିଆ ବାଘ ଇତ୍ୟାଦିଙ୍କ ଶରୀର ଗଠନର ସମ୍ପୂର୍ଣ୍ଣ୍ଣ ବିପରୀତ ।

ପରେ ୨୦୧୦ ଡିସେମ୍ବରରେ ନିଶାନ୍ ଲିଫ୍ ଓ ଚେଭ୍ରୋଲେଟ୍ ବୋଲ୍ଟ୍‌ର ପ୍ରବେଶ, ମୁଖ୍ୟ ଉତ୍ପାଦନ‌କାରୀଙ୍କ ସାମୁହିକ ଉତ୍ପାଦନ ଫଳରେ, ହାଲୁକା ଯାନ ବିକ୍ରି ୨୦୧୧ରେ ୫୦,୦୦୦, ୨୦୧୨ରେ ୧୨୫,୦୦୦ ଓ ୨୦୧୩ରେ ୨୧୩,୦୦୦ ଛୁଇଁଥିଲା ।

ଏହା ଅନ୍ୟ ଧାତୁ ଗୁଡ଼ିକ ମଧ୍ୟରେ ସବୁଠାରୁ ହାଲୁକା କିନ୍ତୁ ଏହା ସାନ୍ଧ୍ରତା (density) ଜଳର ଅର୍ଦ୍ଧେକ ।

ଅନ୍ତରୀକ୍ଷରେ (outer space) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ ।

|ଏହି ଫିତାଟି ଆକାରରେ ଛୋଟ, ଜଳରୋଧକ, ହାଲୁକା ଏବଂ ପରିଧାନ ଯୋଗ୍ୟ ହୋଇଥିବାରୁ ଏହାକୁ ବ୍ୟବ‌ହାର କରିବାରେ କୌଣସି ବାଧା ଉପୁଜେ ନାହିଁ କିମ୍ବା ଏହାକୁ ଧାରଣ କରି ଯିବାରେ କୌଣସି ଅସୁବିଧା ନ ଥାଏ ।

ପରିବା ଭାଜି ହୋଇଗଲେ ସେଥିରେ ଚାଉଳକୁ ୨ରୁ ୩ ମିନିଟ୍ ହାଲୁକାରେ ଭାଜି ଦେଇ ପାଣି ଢାଳି ଦିଆଯାଏ ।

ରୋଗ ଯୋଗୁ କାର୍ଡ଼ିଓଜେନିକ ସକ ହେବା ଫଳରେ ଅଣନିଶ୍ୱାସୀ (shortness of breath), ଦୁର୍ବଳତା, ମଥା ହାଲୁକା ଲାଗିବା (lightheadedness) ଓ କାଶ ଇତ୍ୟାଦି ଲକ୍ଷଣ ପ୍ରକାଶ ପାଏ ।

ଯନ୍ତ୍ରଣା ସ‌ହିତ ବାନ୍ତି, ଝାଳ ବୋହିବା (sweating) ଓ ମୁଣ୍ଡ ହାଲୁକା (lightheadedness) ଲାଗିବା ଭଳି ଲକ୍ଷଣ ଦେଖାଯାଏ ।

transpicuous's Usage Examples:

spice, spite, subspeciality, subspecies, suspect, suspicion, suspicious, transpicuous, trispecific, unispecific speir-, spor- sow Greek σπείρω (speírō), σπαρτός.


This causes the lake"s water to be more transpicuous than normal, and subsequently water-plants thrive in the ecosystem.



transpicuous's Meaning in Other Sites