<< transmitter transmitting >>

transmitters Meaning in Odia (Oriya). ( transmitters ଶବ୍ଦର ଓଡିଆ ଅର୍ଥ)



ଟ୍ରାନ୍ସମିଟର, ପ୍ରେରକ,

Noun:

ପ୍ରେରକ,

transmitters తెలుగు అర్థానికి ఉదాహరణ:

ଏହାର କାର୍ଯ୍ୟବିଧି ସ୍ପଷ୍ଟ ନହେଲେ ମଧ୍ୟ ମସ୍ତିଷ୍କର ନିଉରୋଟ୍ରାନ୍ସମିଟରରେ (neurotransmitter) ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।

|୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟରଦ୍ୱାରା କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା ।

ସେରୋଟୋନିନ୍, ଡୋପାମିନ୍ ଓ ନର୍-ଏପିନେଫ୍ରିନ ଆଦି ନିଉରୋଟ୍ରାନ୍ସମିଟରମାନଙ୍କର ଦୃତ ବିମୋଚନ ଓ ଧିର ରିଅପଟେକ୍ ଏମଡିଏମଏ ଯୋଗୁ ହୁଏ ଫଳରେ ମସ୍ତିଷ୍କର କିଛି ଅଂଶ ଉପରେ ଉତ୍ତେଜକ ଓ ମନୋବିକୃତକାରୀ ପ୍ରଭାବ ପଡ଼େ ।

ଏହା ମସ୍ତିଷ୍କରେ ଥିବା ମୋନୋଆମିନ (monoamine) ଓ ଏକସାଇଟୋରି ନିଉରୋଟ୍ରାନ୍ସମିଟରମାନଙ୍କୁ (excitatory neurotransmitter) ଅଧିକ ସକ୍ରିୟ କରିଦିଏ ଯାହା ନରଏପିନେଫ୍ରିନ (norepinephrine) ଓ ଡୋପାମିନ (dopamine) ଭଳି କାଟେକୋଲାମିନମାନଙ୍କର (catecholamine) ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ ।

ରୋଗାକ୍ରାନ୍ତ ଲୋକଙ୍କର ହାଇପୋକ୍ରେଟିନ (hypocretin), ଏକ ପ୍ରକାର ନିଉରୋଟ୍ରାନ୍ସମିଟରର (neurotransmitter), ସ୍ତର କମ ଥାଏ ଯାହା ଅଟୋଇମ୍ମ୍ୟୁନ (autoimmune disorder) ବେମାରୀ ଯୋଗୁ ହୋଇପାରେ ।

ହଠାତ୍ ବନ୍ଦ ହେବାଦ୍ୱାରା ପ୍ରତ୍ୟାହାର ଲକ୍ଷଣ ଦେଖାଯାଇପାରେ | ଏହା ନିଉରୋଟ୍ରାନ୍ସମିଟର ସେରୋଟୋନିନର ରିଅପଟେକ ସୀମିତ କରି ଏହାର ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ | |ସନ ୧୯୮୭ରେ ଯୁକ୍ତରାଷ୍ଟ୍ରରେ ମେଡିକାଲ ଚିକିତ୍ସା ପାଇଁ ଏସଏସଆର‌ଆଇ ଶ୍ରେଣୀରୁ ବିଶେଷ ଭାବରେ ଫ୍ଲୁକ୍ସେଟାଇନ୍ ଅନୁମୋଦିତ ହୋଇଥିଲା ।

| ଆଧାର |ଔଷଧ ନର୍‌ଏପିନେଫ୍ରିନ ବା ଏନଇ (Norepinephrine (NE), ଅନ୍ୟ ନାମ ନରଆଡ୍ରେନାଲିନ/ noradrenaline (NA),|କାଟେକୋଲାମିନ (catecholamine) ପରିବାରର ଏକ ଜୈବିକ ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଓ ଶରୀରରେ ଏକ ହରମୋନ (hormone) ଓ ନିଉରୋଟ୍ରାନ୍ସମିଟର (neurotransmitter) କାମ କରେ ।

ଏହା ନିଉରୋଟ୍ରାନ୍ସମିଟର (neurotransmitter) କାମ କରୁଥିବା ଓ ହରମୋନ ନର୍‌ଏପିନେଫ୍ରିନ ସ‌ହିତ ସମାନ ।

ପ୍ରାରମ୍ଭିକ ନିଉରୋଟ୍ରାନ୍ସମିଟର ବୃଦ୍ଧି ପରେ ସ୍ୱଳ୍ପ ସ୍ଥାୟୀ ହ୍ରାସ ହୁଏ ।

ଜଣାଯାଏ, ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳର (central nervous system) ଗାମା-ଆମିନୋବ୍ୟୁଟିରିକ ଏସିଡ (gamma-aminobutyric acid) ବା ଗାବାର ନିଉରୋଟ୍ରାନ୍ସମିଟର (neurotransmitter) ପ୍ରକ୍ରିୟାକୁ ବୃଦ୍ଧି କରେ ଓ ଭୋଲଟେଜ-ସେନ୍ସିଟିଭ ସୋଡ଼ିଅମ ଚାନେଲକୁ (voltage-sensitive sodium channels) କମାଏ ।

ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି ।

ଗାବା ନିଉରୋଟ୍ରାନ୍ସମିଟର (GABA neurotransmitter) ମାଧ୍ୟମରେ ଏହା କାର୍ଯ୍ୟକାରୀ ହୁଏ ।

|୧୯୭୪ ମସିହା ନଭେମ୍ବର ୧୯ତାରିଖରେ ୧୦୦ କିଲୋୱାଟ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସମିଟର ସ୍ଥାପନା କରାଗଲା ଓ ଆକାଶବାଣୀର କାର୍ଯ୍ୟକ୍ରମ ବାଲେଶ୍ୱରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଲା ।

transmitters's Usage Examples:

often hormones or neurotransmitters, such as epinephrine, growth hormone, and serotonin.


l-DOPA is the precursor to the neurotransmitters dopamine, norepinephrine (noradrenaline), and epinephrine (adrenaline), which are.


Other special structuresFor two VLF transmitters wire antennas spun across deep valleys are used.


It employed two transmitters, and data were telemetered via a PCM/FM/AM encoder.


developed purpose-built instruments such as transmitters, receivers and oscillographs for pulse measurement, seismic sounders and satellite signal recorders.


Selegiline acts as a monoamine oxidase inhibitor, and increases levels of monoamine neurotransmitters in the brain.


In place of the rebroadcast transmitters, the station was carried on cable in Red Lake, Sioux Lookout and Ear Falls, and later on, was added to the cable systems in most towns in Northwestern Ontario, including Dryden, Fort Frances, and Ignace.


The Wertachtal site was authorized in 1972 and began service with four 500 kW transmitters.


Some prominent examples of biogenic monoamines include: Monoamine neurotransmitters Imidazoleamines Histamine – a substance.


He enlisted support from founding board member(S):John Tait, Norway House, ManitobaBernadette Beardy, Cross Lake, ManitobaMargaret Head, The Pas, ManitobaOthers (to be posted later)NCI-FM broadcasts 24 hours a day, 7 days a week, on more than 50 FM radio transmitters located throughout Manitoba, reaching over 70 communities.


Access to more viewers can be achieved by buying more transmitters and satellites.


with four 500 kW transmitters.


induce the release of these neurotransmitters and of dopamine with similar potencies to other amphetamines like d-amphetamine and p-chloroamphetamine.



Synonyms:

sender, spammer, communicator,

Antonyms:

summerize, winterize, blur, desynchronise,

transmitters's Meaning in Other Sites