<< transient global amnesia transients >>

transiently Meaning in Odia (Oriya). ( transiently ଶବ୍ଦର ଓଡିଆ ଅର୍ଥ)



କ୍ଷଣସ୍ଥାୟୀ, ଏକ ମୁହୂର୍ତ୍ତରେ,

Adverb:

ଏକ ମୁହୂର୍ତ୍ତରେ,

transiently తెలుగు అర్థానికి ఉదాహరణ:

| ପାକିସ୍ତାନ ରାଷ୍ଟ୍ରପତିଙ୍କ ମୁର୍ଖାମି |୨୬ ଜୁନ ୨୦୧୨ରେ ଏମିତି ଏକ ଘଟଣା ଘଟିଥିଲା କି ତାହା ପ୍ରଥମେ ସରବଜିତଙ୍କ ପରିବାରକୁ ଓ ସମ୍ପୂର୍ଣ୍ଣ ଭାରତବାସୀଙ୍କୁ ଖୁସି କରେଇଦେଇଥିଲା ଓ ପରେ ଜଣା ପଡ଼ିଥିଲା ଯେ ସେମାନଙ୍କ ଖୁସି କ୍ଷଣସ୍ଥାୟୀ ଥିଲା କାରଣ ସେହିଦିନ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ନିଜେ ସରବଜିତଙ୍କ ମୁକ୍ତି ଘୋଷଣା କରିଥିଲେ ।

ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ ।

ଏହାର ପ୍ରାଥମିକ ଲକ୍ଷଣ ମଧ୍ୟରେ ସଦ୍ୟ ଘଟଣାବଳୀ ପାଶୋରିବା (କ୍ଷଣସ୍ଥାୟୀ ସ୍ମୃତିଶକ୍ତି) ହ୍ରାସ ହେବା ଲକ୍ଷ କରାଯାଏ ।

ଆମେରିକା ସମାଜରେ ବହୁ ଛାତ୍ର ଓ ଦର୍ଶକ, ଉଭୟ ସ୍ଥାନୀୟ ଓ ବିଦେଶୀ ମତ ଦିଅନ୍ତି ଯେ ଆମେରିକାରେ ବନ୍ଧୁତା କାଳ୍ପନିକ, କ୍ଷଣସ୍ଥାୟୀ ଓ ନିବିଡତା ମଧ୍ୟରେ ସୀମାବଦ୍ଧ ।

| ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki କ୍ଷଣସ୍ଥାୟୀ ହିପ ସାଇନୋଭାଇଟିସ, ଅନ୍ୟ ନାମ ବିଷାକ୍ତ ସିନୋଭାଇଟିସ୍, ରୋଗରେ ହିପ ଗଣ୍ଠିର ସାଇମୋଭିଆଲ ମେମ୍ବ୍ରେନର ପ୍ରଦାହ ହୁଏ ।

ଅନ୍ୟ ବ୍ୟକ୍ତିତ୍ୱ ପରିବର୍ତ୍ତନଗୁଡ଼ିକ ଯଥା କ୍ଷଣସ୍ଥାୟୀ କିନ୍ତୁ ହଠାତ ଭାବ ପରିବର୍ତ୍ତନ, କିଛି ସମୟ ପାଇଁ ଆଶା ଭରସା ହରାଇବା, ପୂର୍ବରୁ କରୁଥିବା ପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ଉପରୁ ହଠାତ ଇଚ୍ଛା ଛାଡ଼ିଯିବା, ନିଦ୍ରା ହୀନତା, ପୂର୍ବ ସାମାଜିକ ଜୀବନରୁ ଦୂରେଇଯିବା, ଭୋକ ନଲାଗିବା ବା ଅଧିକ ଭୋକ ଲାଗିବା ଏବଂ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଅସୁବିଧା ହବା ଆଦି ଅସୁବିଧା ହୋଇପାରେ ।

ଏକ ବା ଦୁଇ ଘଣ୍ଟାରୁ କମ ସମୟ ଲକ୍ଷଣ ରହିଲେ ତାହାକୁ ଟ୍ରାଞ୍ଜିଏଣ୍ଟ ଇସକେମିକ ଆଟାକ (ଟିଟିଏ) ବା କ୍ଷଣସ୍ଥାୟୀ ରକ୍ତାଭାବ ଆକ୍ରମଣ କୁହାଯାଏ ।

ସ୍ତ୍ରୀର ଯୌବନର ସୌନ୍ଦର୍ଯ୍ୟ ଇନ୍ଦ୍ରଧନୁ ପରି ଶୋଭାପାଏ, ମାତ୍ର ତାହା କ୍ଷଣସ୍ଥାୟୀ

|କ୍ଷଣସ୍ଥାୟୀ ସାଇନୋଭାଇଟିସ୍ ଯେ କୌଣସି ସମୟରେ ୩% ପିଲାଙ୍କୁ ପ୍ରଭାବିତ କରିଥାଏ ।

ତିରିଶ ବର୍ଷ ବୟସରେ ସେ ପଦ୍ମାବତୀଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ, ପଦ୍ମାବତୀଙ୍କ ନିଧନ ଯୋଗୁଁ ତାହା କ୍ଷଣସ୍ଥାୟୀ ଥିଲା ।

କିନ୍ତୁ ଏହାର ବିଷ ପ୍ରଭାବରେ ଶରୀରର ଅଙ୍ଗ ଫୁଲିଯିବା, ଶୁଳେଇ ହେବା, ଅଙ୍ଗଟି ନିଷ୍ଚେତ ହୋଇଯିବା ଇତ୍ୟାଦି ପ୍ରକାରର କ୍ଷଣସ୍ଥାୟୀ ପ୍ରଭାବ ବା ପ୍ରତିକ୍ରିୟା ଦେଖାଦେଇପାରେ ।

transiently's Usage Examples:

The enolate intermediate then attacks CO2 transiently released from the enzyme linked biotin molecule.


Although far rarer in the laboratory than the related acetyl bromide and acetyl chloride, acetyl iodide is produced, transiently at least, on a far larger scale.


Pharyngeal clefts resembling gill slits are transiently present during the embryonic stages of tetrapod development.


A rare isomer of S2Cl2 is SSCl2; this isomer forms transiently when S2Cl2 is exposed to UV-radiation (see thiosulfoxides).


This secretion is possible because the vesicle transiently fuses with the plasma membrane.


structures in the cell membranes of eukaryotic cells where secretory vesicles transiently dock in the process of vesicle fusion and secretion.


transiently divided segment of the developing neural tube, within the hindbrain region (a neuromere) in the area that will eventually become the rhombencephalon.


related acetyl bromide and acetyl chloride, acetyl iodide is produced, transiently at least, on a far larger scale than any other acid halide.


into the hydrophobic environment found between two base pairs that may transiently "open" to form an intercalation site, allowing the ethidium to move away.


The content of the law is imputed to all persons who are within the jurisdiction, no matter how transiently.


Oral administration of E-6837 reduced food intake, but only transiently.


Excess iodide transiently inhibits thyroid iodide organification.


Radioiodine therapy can also induce xerophthalmia, often transiently, although in some patients late onset or persistent xerophthalmia has.



transiently's Meaning in Other Sites