<< transferable transferase >>

transferal Meaning in Odia (Oriya). ( transferal ଶବ୍ଦର ଓଡିଆ ଅର୍ଥ)



ସ୍ଥାନାନ୍ତରଣ, ସ୍ଥାନାନ୍ତର,

transferal తెలుగు అర్థానికి ఉదాహరణ:

ଈରାବତୀ ଡଲ୍‍ଫିନ୍‍ମାନଙ୍କ ମୃତ୍ୟୁରେ ବୃଦ୍ଧି ଓ ଲାଓର ଦକ୍ଷିଣ ପଟକୁ ଏମାନଙ୍କ ସ୍ଥାନାନ୍ତରଣ ଯୋଗୁଁ ପରେ ଏହି ପ୍ରକଳ୍ପ କାମ୍ବୋଡିଆକୁ ମଧ୍ୟ ସଂପ୍ରସାରିତ ହୋଇଥିଲା ।

ବିଭାଜନ ସମୟରେ ଲୋକମାନେ ସ୍ଥାନାନ୍ତରଣ ଏବଂ ହିଂସାତ୍ମକ କାର୍ଯ୍ୟଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

|ଜମାଟ ରକ୍ତ ଭାଙ୍ଗିଯାଇ ଏମ୍ବୋଲସରେ ପରିଣତ ହୋଇପାରେ ଏବଂ ସ୍ଥାନାନ୍ତରଣ ହୋଇ (embolise) ଫୁସ୍‌ଫୁସ୍‌କୁ ଯାଇ ପଲ୍ମୋନାରି ଏମ୍ବୋଲିଜ୍ମ ସୃଷ୍ଟି କରେ ।

ଏହା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଏକ ପଦକ୍ଷେପ ।

ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।

|୧୯୭୩ରୁ ୧୯୭୫ ମଧ୍ୟରେ ଲୋକଙ୍କ ସ୍ଥାନାନ୍ତରଣ ପରେ ଜାତୀୟ ଉଦ୍ୟାନର ସବୁଜିମା ସ୍ୱତଃ ବଢ଼ିବାକୁ ଲାଗିଲା ।

ପରିସ୍ଥିତି ଅଣାୟତ ହେବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ବଙ୍କର ମଧ୍ୟରେ ସ୍ଥାନାନ୍ତରଣ ହେବାକୁ ପଡ଼ିଥିଲା ।

ବହୁ ସମୟ ଧରି ପ୍ରଶାସନିକ ଅଧିକାରୀମାନେ ଏମାନଙ୍କ ସ୍ଥାନାନ୍ତରଣ ଓ ଥଇଥାନ କାର୍ଯ୍ୟ ଚଳାଇଥିଲେ ହେଁ ଏହା ଅତି ମନ୍ଥର ଗତିରେ ଚାଲିଛି ।

ଦୁଇ ବର୍ଷପରେ ତାଙ୍କୁ ପେନସିଲ୍ଭାନିଆ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା ।

ସମ୍ଭବତଃ ରାଜ୍ୟର ସୀମା ଦେଇ ସ୍ଥାନାନ୍ତରଣ ଏହାର ଏକ କାରଣ ।

ଏହି ବିଭାଜନ ଯୋଗୁଁ ପ୍ରାୟ ଦଶ ନିୟୁତ ଲୋକଙ୍କର ଗଣସ୍ଥାନାନ୍ତରଣ ଏବଂ ଏକ ନିୟୁତ ଲୋକଙ୍କର ମୃତ୍ଯୁ ହୋଇଥିଲା ।

ତେଣୁ ଯେଉଁ ସବୁ ଜଙ୍ଗଲରେ ଆଦିମ ଜନଜାତି ବାସ କରନ୍ତି ସେଠାରେ କୋର୍ ଅଞ୍ଚଳକୁ ମାନବୀୟ କାର୍ଯ୍ୟକଳାପରୁ ମୁକ୍ତ ରଖିବା ପାଇଁ, ସରକାର ସେହି ଜନଜାତିଙ୍କ ଥଇଥାନ ଓ ସ୍ଥାନାନ୍ତରଣ ପ୍ରସଙ୍ଗରେ ମନୋନିବେଶ କରିବା ନିହାତି ଜରୁରୀ ।

transferal's Usage Examples:

"Based on his late 1960s stage flop of the same name, neither time nor the transferal of media has improved the story of three eccentric losers who band together.


The company suspected the outcome was due to the transferal of viral vector DNA from the treated eye to the untreated eye of each.


It became animated initially by the mind transferal of a stranded alien from the Kigor race, and rampaged through Moscow.


state that President does have some power regarding the appointment, transferal or removal of the Vice President.


species may be seen as pests because of their destruction of crops and for transferal of disease to humans in such rural areas of South America; both the most.


Transaction involving no transferal of physical goods.


1021 in his archdiocese and was buried at his convent church after their transferal on 30 August 1147.


Germany Flight 888T - another airliner accident that took place during a transferal of an aircraft between airlines It is not known what London airport was.


Initial data transferal on ‘L.


rose while aggressively pursuing leveraged buyouts which include debt transferal of acquired companies; for example RBS acquired ABN Amro for €71 billion.


He can also use himself as a transferal conduit to channel another item"s energized mass through.


The initial plans included the transferal of Airbus A320s from Avianca Brasil, followed by the launch of international.


received additional aircraft both by direct delivery from Boeing and transferal from parent Norwegian Air Shuttle and its other integrated subsidiaries.



transferal's Meaning in Other Sites