<< trafficker trafficking >>

traffickers Meaning in Odia (Oriya). ( traffickers ଶବ୍ଦର ଓଡିଆ ଅର୍ଥ)



ବେପାରୀ, କାରବାର,

Noun:

କାରବାର,

traffickers తెలుగు అర్థానికి ఉదాహరణ:

ଫଳରେ ସେଠାକାର ଏକ ମଦ ବେପାରୀ ଶଶି (ସମ୍ପଥ ରାଜ) ଏବଂ ମନ୍ତ୍ରୀ ଥିବା ତା' ଭାଇ ଭେଙ୍କଟ ରତ୍ନମ୍ (ମୁକେଶ ରିଶି) ତା' ବିରୋଧରେ ଷଡ଼ଯନ୍ତ୍ର କରନ୍ତି ।

କିଛି ଖଳ ପ୍ରକୃତିର ଅବୈଧ ମୁନାଫାଖୋର ମଦ୍ୟ ବେପାରୀ ବିଷାକ୍ତ ମଦ୍ୟ ବିକ୍ରୟ କରିଥିଲେ ।

|ବୈବାହିକ ଜୀବନ|୧୯୯୩ ମସିହାରେ ଟୋରୀ ଉଇଲିୟମ୍ ମାକ୍‌ଲୋୱେଙ୍କୁ ବିବାହ କରିଥିଲେ, ଯିଏକି ଜଣେ ଜମି ବେପାରୀ ହ୍ୟାରୀ ବି. ମାକ୍‌ଲୋୱେଙ୍କର ପୁଅ ।

|ଶୋଡ଼ଷ ଶତାବ୍ଦୀରେ ୟୁରୋପର ବେପାରୀମାନେ ଏହାକୁ ପଶ୍ଚିମ ଦେଶମାନଙ୍କୁ ପ୍ରଥମେ ଆଣିବା ବେଳଠାରୁ ଏହ ପକେଟ ପେଟ (pocket pet) ନାମରେ ଜନପ୍ରିୟ ହୋଇଆସୁଛି ।

|କିମ୍ବଦନ୍ତୀ|ଏକ କିମ୍ବଦନ୍ତୀ ଅନୁସାରେ, ଥରେ ଜନେ ଶଙ୍ଖ-ଚୁଡ଼ି ବେପାରୀ ଭବାନୀପୁର ମନ୍ଦିର ପାଖରେ ଥିବା ଏକ ଘଞ୍ଚ ଜଙ୍ଗଲ ଦେଇ ଯାଉଥିଲା ।

ତାଙ୍କ ପିତା ଜଣେ ଫଳ ବେପାରୀ ଥିଲେ ।

ପରେ ବେପାରୀ ମୁକେଶ ଅଗ୍ରବାଲଙ୍କ ସହିତ ସେ ବିବାହ କରିଥିଲେ କିନ୍ତୁ ଖୁବଶିଘ୍ର ଛାଡପତ୍ର ମଧ୍ୟ ହେଇଗଲା ।

|ପ୍ରଥମ ଓ ଦ୍ୱିତୀୟ ଅଫିମ ଯୁଦ୍ଧରେ ପରାସ୍ତ ହେବା ପରେ ଚୀନରେ ବିଦେଶୀ ବେପାରୀ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦ୍ୱାର ଖୋଲିଥିଲା ।

କାର୍ତ୍ତିକ ପୂର୍ଣ୍ଣମୀ ଦିନ ବେପାରୀ ଓ ବୋଇତମାନଙ୍କୁ ବିଦାୟ ଦିଆଯାଉଥିଲା ।

ଏଠାରେ ସ୍ଥାନୀୟ ଆମେରୀକିୟ ଅଧିବାସୀମାନେ ଏହି ସ୍ଥାନ‌କୁ ଋତୁ ଭିତ୍ତିରେ ଆସି ବାସ କରୁଥିଲେ ଓ ଏହି ପ୍ରଥା ଅନୁସାରେ ୟୁରୋପୀୟ ଅନ୍ୱେଷଣକାରୀ ଓ ତୁଳା ବେପାରୀମାନେ ଆସି ରହୁଥିଲେ ।

ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ ।

|ବାଣିଜ୍ୟ|କଟକର ୫୨ ବଜାର , ୫୩ ଗଳିରେ ଖାଦ୍ୟ ଶସ୍ୟ, ଲୁଗାପଟା,ଔଷଧ, ସୁନା ରୂପ ଅଳଙ୍କାର,ଯାନ୍ତ୍ରିକ କଳ , ଈଲେକ୍ଟ୍ରୋନିକ ଆଦିର ବହୁ ଅଧିକୃତ ବିକ୍ରେତା ଓ ଥୋକ ବେପାରୀ ଆଛନ୍ତି।

| ଜୀବନୀ |ରଣ୍ଟଜେନଙ୍କ ପିତା ଜଣେ ଲୁଗା ପ୍ରସ୍ତୁତକାରୀ ଓ ବେପାରୀ ଥିଲେ ଓ ମାଆଙ୍କ ନାମ ଚାର୍ଲୋଟ (Charlotte Constanze Frowein) ଥିଲା ।

traffickers's Usage Examples:

"Mexico"s most wanted traffickers, at "2 million".


(born October 3, 1952) is a Mexican drug lord who co-founded the now-disintegrated Guadalajara Cartel with Miguel Ángel Félix Gallardo and other drug traffickers.


In addition to focusing on arresting traffickers, investigators.


have recruited other models, whom she is quoted referring to as her "unsuspicious, beautiful angels" as drug traffickers, paying them up to around "5,000.


Narcoterrorism, in its original context, is understood to refer to the attempts of narcotics traffickers to influence the policies of a government or a society through.


[unreliable source?] Second-generation Sinaloan traffickers such as Rafael Caro Quintero and Ernesto Fonseca Carrillo would claim.


As a result, a gold ingot cycle has developed—with its batch of insolvents, prostitutes, godfathers, traffickers, whether in French Guiana, Brazil.


(such as looting and kidnappings on major highways), drug traffickers and racketeers, which have spread across Western Africa.


Acapulco is often entrenched in violence is because the port city is treasured by drug traffickers due to its corruption, its long and jagged coastline.


play is known only by the number 18 to reflect how traffickers often dehumanize their victims by giving them a new name or simply a number, which in some.


partnership with Colombia in 2005, Venezuela became more attractive to drug traffickers.


 While not the primary reason traffickers choose Africa, it has multitudes of unoccupied land that can be used by traffickers, as is asserted by Thachuk.


to stop the flow of drugs from Mexico to the United States, many drug traffickers from the state of Sinaloa regrouped in Guadalajara, Jalisco to continue.



Synonyms:

seller, fruiterer, dealer, huckster, pedlar, merchant, cheap-jack, vender, ticket agent, selling agent, packman, merchandiser, peddler, hawker, booking clerk, vendor, marketer, pitchman, cosmetician, underseller, flower girl,

Antonyms:

boy, male child,

traffickers's Meaning in Other Sites