<< traces tracheae >>

trachea Meaning in Odia (Oriya). ( trachea ଶବ୍ଦର ଓଡିଆ ଅର୍ଥ)



ଟ୍ରାକିଆ, ଟ୍ରାଚିଆ,

Noun:

ଟ୍ରାଚିଆ,

trachea తెలుగు అర్థానికి ఉదాహరణ:

ଶ୍ୱାସନଳୀ ଖୋଲା ରଖିବା ନିମନ୍ତେ ଏଣ୍ଡୋଟ୍ରାକିଆଲ ଟ୍ୟୁବ ଦିଆଯାଏ ।

ସେଠାରେ ଆଲ୍‌ଭିଓଲାଇ ଭାଙ୍ଗି ଟ୍ରାକିଆକୁ ଚାଲିଯାଆନ୍ତି, ଯେଉଁଠାରେ କାଶ ହୋଇ ଗିଳି ହୋଇଯାଆନ୍ତି ।

ଖାଦ୍ୟ ଗିଳିବା ସମୟରେ ଏପିଗ୍ଲଟିସ ପଛକୁ ଘୁଞ୍ଚିଯାଇ ଟ୍ରାକିଆର ଉପର ଭାଗକୁ ବନ୍ଦ କରିଦେବା ଫଳରେ ଖାଦ୍ୟ ଟ୍ରାକିଆ ଭିତରେ ପଶିପାରେ ନାହିଁ ।

|ଜୀବାଣୁ|ସ୍ୱରପେଟିକା ଡିଫଥେରିଆ ରୋଗ କୋରାଇନୋବ୍ୟାକ୍ଟେରିଅମ୍ ଡିଫଥେରି ଜୀବଣୁ ଯୋଗୁ; ବ୍ୟକ୍ଟେରିଆଲ୍ ଟ୍ରାକିଆଇଟିସ, ଲାରିଙ୍ଗୋଟ୍ରାକିଓବ୍ରୋଙ୍କାଇଟିସ ଓ ଲାରିଙ୍ଗୋଟ୍ରାକିଓବ୍ରୋଙ୍କୋନିମୋନାଇଟିସ ରୋଗତ୍ରୟ ପ୍ରାଥମିକ ସ୍ତରରେ ଭୁତାଣୁ ଯୋଗୁ ହେବା ପରେ ସେକଣ୍ଡାରି ବ୍ୟାକ୍ଟେରିଆ ସଂକ୍ରମଣ ହୁଏ ।

ବୟସ୍କ ଲୋକ ଦେହରେ ଏହା ଏକ ଫାଇବ୍ରୋମସ୍କୁଲାର ନଳୀ, ପ୍ରାୟ ୨୫ ସେ:ମି: ଲମ୍ବ, ଯାହା ଟ୍ରାକିଆ ଓ ହୃତ୍‌ପିଣ୍ଡ ପୃଷ୍ଠ ଭାଗରେ ଯାଇ ଡାଏଫ୍ରମ ଭେଦ କରିବା ପରେ ପାକସ୍ଥଳୀ ସ‌ହିତ ସଂଯୁକ୍ତ ହୁଏ ଓ ଖାଦ୍ୟ ପ‌ହୁଞ୍ଚାଏ ।

|ସାମଗ୍ରୀ|ଛାତିରେ ହୃତ୍‌ପିଣ୍ଡ, ଫୁସଫୁସ, ଥାଇମସ (thymus) ଗ୍ରନ୍ଥି, ଅଭ୍ୟନ୍ତରରେ ଗ୍ରାସନଳୀ , ଟ୍ରାକିଆ (trachea) ବା ଶ୍ୱାସନଳୀ, ଛାତି ମଧ୍ୟଚ୍ଛଦା ପେଶୀ; ଛାତି କାନ୍ଥରେ ପେକ୍ଟୋରାଲିସ ମେଜର (major), ପେକ୍ଟୋରାଲିସ ମାଇନର (minor) ମାଂସପେଶୀ, ଟ୍ରାପିଜିଅସ ଓ ଅନ୍ୟାନ୍ୟ ବେକ ମାଂସପେଶୀଗଣ ଥାଏ ।

ଏହା ଏଣ୍ଡୋଟ୍ରାକିଆଲ ନଳୀ ମାଧ୍ୟମରେ ଦିଆଯାଏ ।

ଶ୍ୱାନଳୀ ଉନ୍ମୁକ୍ତ ରଖିବା ଏହି ଚିକିତ୍ସାର ପ୍ରଧାନ କାମ ଯାହା ଦରକାର ପଡ଼ିଲେ ଏଣ୍ଡୋଟ୍ରାକିଆଲ ଟ୍ୟୁବ ସାହାଯ୍ୟରେ କରାଯାଏ ।

୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୨୯୭ତମ ସାଧାରଣତ ପ୍ରେସକ୍ରିପସନ୍ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | | ଆଧାର |ଚିକିତ୍ସା ବିଜ୍ଞାନ|Translated from MDWiki ରୋକୁରୋନିୟମ ହେଉଛି ଏକ ଔଷଧ ଯାହା ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନ ଓ ରାପିଡ ସିକ୍ୟୁଏନସ ଇଣ୍ଡକସନ (RSI) ସମୟରେ ମାଂସପେଶୀକୁ ପକ୍ଷାଘାତ କରାଏ ।

ଏହି ନିର୍ଣ୍ଣୟର ପ୍ରଥମ ପାହାଚରେ ଉର୍ଦ୍ଧ୍ୱ ଶ୍ୱାସନଳୀର ଅନ୍ୟ ଅବରୋଧକାରୀ ରୋଗ ଉପସ୍ଥିତି ନ ଥିବା ନିମନ୍ତେ ନିର୍ଣ୍ଣୟ କରାଯାଏ ଯେପରିକି ଏପିଗ୍ଲୋଟ୍ଟାଇଟିସ, ବାହାର ବସ୍ତୁ, ସବ୍‌ଗଲୋଟ୍ଟିକ ସ୍ଟେନିସିସ, ଆଞ୍ଜିଓଇଡିମା, ରେଟ୍ରୋଫାରିଞ୍ଜିଆଲ ଆବସେସ ଓ ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ ।

ଏହା ଲିମ୍ଫାଟିକ୍ସ ଓ ଛୋଟ ଶୀରାର ରକ୍ତରେ ଯାଇ ଫୁସ୍‌ଫୁସ୍‌ରେ ପ୍ରବେଶ କରନ୍ତି ଓ ସେଠାରୁ ଟ୍ରାକିଆ ବାଟ ଦେଇ ଖାଦ୍ୟ ନଳୀରେ ଯାଇ ଅନ୍ତନଳୀରେ ପହଞ୍ଚି ବୟଷ୍କ ପୋକରେ (L4) ସ୍ଟେଜରେ ପରିଣତ ହୁଅନ୍ତି ।

ଏହାର ଅନ୍ୟ ନାମକରଣ ମଧ୍ୟ କରାଯାଇଛି ଯଥା ଲାରିଙ୍ଗୋଟ୍ରାକିଆଇଟିସ, ଷ୍ପାଜମୋଡିକ କୃପ, ଲାରିଞ୍ଜିଆଲ ଡିଫଥେରିଆ, ବ୍ୟାକ୍ଟେରିଆଲ ଟ୍ରାକିଆଇଟିସ ଓ ଲାରିଙ୍ଗୋଟ୍ରାକିଓବ୍ରଙ୍କୋନିମୋନିଆ ।

|ଭୂତାଣୁ|ଭୂତାଣୁ କୃପ ବା ଲାରିଙ୍ଗୋଟ୍ରାକିଆଇଟିସ ରୋଗ ୭୫ % କ୍ଷେତ୍ରରେ ଟାଇପ ୧ ଓ ୨ ପାରାଇନଫ୍ଳୁଏଞ୍ଜା ଭୂତାଣୁ ଯୋଗୁ ।

trachea's Usage Examples:

During a total laryngectomy, the entire voice box (larynx) is removed and the windpipe (trachea).


The most common health issues are luxating patella and tracheal collapse.


Details Identifiers Latin Lamina praetrachealis fasciae cervicalis TA98 A04.


The trachea only connects to the blowhole, and the animal cannot breathe through its mouth.


Hemoptysis is the coughing up of blood or blood-stained mucus from the bronchi, larynx, trachea, or lungs.


Difficult endotracheal intubations and vein access complicate operative decisions in many DA2A patients.


A condition called tracheo-bronchitis can be caused, when the mucous membrane of the trachea and bronchi swell.


An important section of it is the epiglottis, separating the esophagus from the trachea (windpipe), preventing food and drinks.


The first instar is sac-like and lacks both trophi and tracheae but at the caudal.


(plural: pharynges) is the part of the throat behind the mouth and nasal cavity, and above the oesophagus and trachea – the tubes going down to the stomach.


Pressure) manoeuvre, which is used to improve the view of the glottis during laryngoscopy and tracheal intubation, rather than to prevent regurgitation.


Inferior to it are the rings of cartilage around the trachea (which are not continuous"nbsp;– rather they are C-shaped with a gap posteriorly).


utero embryonic development • trachea cartilage morphogenesis • chorio-allantoic fusion • multicellular organism development • developmental growth involved.



Synonyms:

upper respiratory tract, neck, cervix, epiglottis, cartilaginous tube, windpipe,

trachea's Meaning in Other Sites