touzling Meaning in Odia (Oriya). ( touzling ଶବ୍ଦର ଓଡିଆ ଅର୍ଥ)
ଛୁଇଁବା,
Adjective:
ସଂଲଗ୍ନ,
People Also Search:
tovtovarich
tovariches
tovarisch
tovarisches
tow
tow car
tow truck
towable
towage
towages
towall
toward
towardliness
towardly
touzling తెలుగు అర్థానికి ఉదాహరణ:
କେହି ତାକୁ ଛୁଇଁ ମଧ୍ୟ ପାରୁନଥିଲେ, କାରଣ ଛୁଇଁବା ଲୋକ ସାଙ୍ଗେ ସାଙ୍ଗେ ସେଠାରେ ମରି ଯାଉଥିଲା ।
ଏହାପରେ ୧୪୨୧ରେ ନିଶଙ୍କଭାନୁଙ୍କ|ସମୟରେ ସୁଲତାନ ହୋସେନ ଘୋରି ମୁଗଲ ଜଗନ୍ନାଥଙ୍କୁ|ଛୁଇଁବାକୁ ଚେଷ୍ଟାକରି ପାରି ନଥିଲା।
ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଦକ୍ଷିଣ ଓଡ଼ିଶାରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କି.ମି. ରହିବ ଏବଂ ଉପକୂଳ ଓଡ଼ିଶାରେ ପବନର ଗତି ଘଣ୍ଟା ପ୍ରତି ୪୦ରୁ ୬୦ କି.ମି. ରହିପାରେ ବୋଲି ପାଣିପାଗ ବିଭାଗ ତରଫରୁ ଆକଳନ କରାଯାଇଛି ।
| ପ୍ରକାର | ବାଳ ଯୌନ ଶୋଷଣ |ବୟସ୍କ ବ୍ୟକ୍ତି ଛୋଟ ପିଲାଙ୍କୁ ଦୁର୍ବ୍ୟବାର କରିବା, ସେମ୍ବଦନଶୀଳ ଅଙ୍ଗରେ ଛୁଇଁବା ତଥା ତାଙ୍କ ଅଜାଣତରେ ତଥା ଜାଣତେର ଯୌନ ସମ୍ପକର୍ ରଖିବାକ ଅାଦିକୁ ବାଳ ଯୌନ ଶୋଷଣ କୁହାଯାଏ ।
ଧବଳ ଛଉ ହେବାଦ୍ୱାରା ମାନସିକ ଚାପ (psychological stress) ବଢ଼ିଯାଏ ଓ ସେ ସ୍ଥାନ କେହି ଛୁଇଁବାକୁ (ସାମାଜିକ କଳଙ୍କ ବା stigmatized) ଇଚ୍ଛା କରନ୍ତି ନାହିଁଁ ।
ଅଜ୍ଞାନ ବଳୀ ଏହାର ପରିଣାମ ବୁଝିବା ପୂର୍ବରୁ ଦେବୀଙ୍କୁ ଛୁଇଁବାରୁ ମୃତ୍ୟୁବରଣ କରିଥିଲା ।
ସେ ମୁକୁଟ ନେଇ ପରିହାସ କରି କହିଲା, ହେ ମୂର୍ଖ ରାବଣ, ତୁମେ ମୋର ଗୋଡକୁ କାହିଁକି ଛୁଇଁଛ, ଯଦି ତୁମେ କାହାର ଗୋଡକୁ ଛୁଇଁବାକୁ ଚାହୁଁଛ ତେବେ ଯାଇ ପ୍ରଭୁ ଶ୍ରୀ ରାମଙ୍କ ଗୋଡକୁ ସ୍ପର୍ଶ କର, ଯେଉଁଠାରେ ତୁମର ପାପ କ୍ଷମା ହେବ ।
ଖେଳାଳି ସବୁ ଚୋରଠୁଁ ଲୁଚିଲୁଚି ଆସି ବୁଢ଼ୀ ମାଉସିକୁ ଛୁଇଁ ଦେଇଯାଆନ୍ତି; ଯିଏ ବୁଢିଆଣୀକୁ ଛୁଇଁବା ପୂର୍ବରୁ ଚୋର ହାବୁଡରେ ପଡେ ତେବେ ସେ ପରବର୍ତ୍ତୀ ଚୋର ହୁଏ ।
ଏହି ମହିଳା ସୁରୁଖୁରୁରେ ପ୍ରସବ କରେଇବା ସମାପ୍ତ କରି ମାଟିରେ ନ ଛୁଇଁବାକୁ ନବଜାତକୁ ଟେକି ଧରିଲେ ।
ଫୁସ୍ଫୁସୀୟ ସିନ୍ସିଟିଆଲ୍ ଭୁତାଣୁ ପ୍ରଦୂଷିତ ଜିନିଷକୁ ଛୁଇଁବା ପରେ ଆଖି ଓ ନାକକୁ ସ୍ପର୍ଷ କଲେ ରୋଗ ସଂକ୍ରମଣ ହୁଏ ।
|ଅଭିନୟ|ବାଳକୃଷ୍ଣ ନାୟକ- ଦୀପୁ ଡିଂ ଡଂ|ତମନ୍ନା ବ୍ୟାସ|ଉତ୍ତମ ମହାନ୍ତି- ଉତ୍ତମ ମହାନ୍ତି|କୁନା ତ୍ରିପାଠୀ|ଚନ୍ଦନ କର|ଜୀନା ସାମଲ|ଲକି|ପ୍ରେମାଞ୍ଜନ ପରିଡ଼ା|ବିଜୁ ବଡ଼ଜେନା|ବିରେନ ମିଶ୍ର|ପ୍ରଦ୍ୟୁମ୍ନ ଲେଙ୍କା|ପପି ସନ୍ତୁକା|ଦେବଶ୍ୱତା|କାହାଣୀ|କଳାକାରଟିଏ ଅଭିନୟ ଦୁନିଆର ଶୀର୍ଷକୁ ଛୁଇଁବା ପାଇଁ କେଉଁଭଳି ସଂଘର୍ଷ କରେ ଏବଂ ଶୀର୍ଷରେ ପହଞ୍ଚିବା ପାଇଁ ପରେ କିପରି ବିବାଦରେ ଛନ୍ଦି ହେଇଯାଉଛି ।
ହସ୍ତ ପ୍ରକ୍ଷାଳନ, ଆଖି, ନାକ ଓ ପାଟିକୁ ହାତ ଧୋଇ ଛୁଇଁବା ଓ ରୋଗୀଠାରୁ ଦୂରରେ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ ।
| ବ୍ୟୁତ୍ପତ୍ତି |ଇଂଲଣ୍ଡର ରାଜା, ରାଣୀ (queens regnant) ଓ ଫ୍ରାନ୍ସର ଖୀରସ୍ଥାନ ଶାସକ ରାଜାମାନେ କେବଳ ଏହି ସ୍ୱର୍ଗୀୟ ଉପହାର ଶକ୍ତିର ଅଧିକାରୀ ଥିବା ଦାବୀ କରୁଥିଲେ, ଯାହା ସାହାଯ୍ୟରେ ସେମାନଙ୍କର କେବଳ ଛୁଇଁବା ବା ଆଉଁସିବାଦ୍ୱାରା ରୋଗ ଆରୋଗ୍ୟ କରିବା ଶକ୍ତି ଥିଲା ।