<< tortoiseshells tortor >>

tortonis Meaning in Odia (Oriya). ( tortonis ଶବ୍ଦର ଓଡିଆ ଅର୍ଥ)



କଇଁଛ,

Noun:

କୁର୍ମ, କଇଁଛ,

tortonis తెలుగు అర్థానికి ఉదాహరణ:

କଇଁଛ ପିଠି ଉପରେ ଅସ୍ଥି କିମ୍ବା ତରୁଣାସ୍ଥିର ଏକ ଖୋଳପା ଥାଏ ।

|ଖାଦ୍ୟ ଆହରଣ ଓ ଶିକାର କୌଶଳ|ଗୋମୁହାଁ କୁମ୍ଭୀର ମାଛ, ସାପ, କଇଁଛ, ପକ୍ଷୀ ଓ ଏପରିକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମଧ୍ୟ ଖାଦ୍ୟ ରୂପେ ଆହରଣ କରିଥାଏ ।

ଅଜଗର ସାପ, ଗୋଧି, କଇଁଛ, ନାଗ ସାପ, ବୋଡ଼ା ସାପ ପରି ସରୀସୃପ ଜାତୀୟ ପ୍ରାଣୀ ମଧ୍ୟ ତାଡୋବା ଅନ୍ଧାରୀ ଜଙ୍ଗଲରେ ଦେଖାଯାନ୍ତି ।

ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ପାଇଁ ଏହି ସ୍ଥାନର ମହତ୍ତ୍ୱ ବୃଦ୍ଧି ପାଇଛି ।

ଏହି ଦିନ ବଧୂର ବାପଘରୁ ତା'ର ଶାଶୁଘରକୁ ଚାଉଳ, ଦୁବ ଘାସ, ଗୁଆ, ପାନ, ନଡ଼ିଆ, କଦଳୀ, କାଜୁ, ପେସ୍ତା ବାଦାମ, ପଇତା ସୂତା, ଲବଙ୍ଗ, ଗୁଜୁରାତି, ରୌପ୍ୟ ମୁଦ୍ରା କିମ୍ବା ରୂପାରେ ତିଆରି ମାଛ କିମ୍ବା ରୂପାରେ ତିଆରି କଇଁଛ, ଦ‌ହି, ବିଭିନ୍ନ ପ୍ରକାରର ମିଷ୍ଟାନ୍ନ, ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ଓ ମିଥିଳାର ପଟ୍ଟଚିତ୍ର ଇତ୍ୟାଦି ଭାର ହିସାବରେ ପଠାଯାଇଥାଏ ।

ଏହା ବିଶ୍ୱର ତିନୋଟି ପ୍ରମୁଖ କଇଁଛ ଅଣ୍ଡାଦାନସ୍ଥଳୀ ମଧ୍ୟରୁ ଅନ୍ୟତମ ।

|ଅନ୍ୟ ବନ୍ୟଜୀବ|ସରୀସୃପ ଜାତୀୟ ପ୍ରାଣୀଙ୍କ ମଧ୍ୟରୁ ନାଗ ସାପ,ଅଜଗର ସାପ, ବୋଡ଼ା ସାପ, ବ୍ରାହ୍ମଣୀ ସାପ, ଗୋମୁହାଁ କୁମ୍ଭୀର, ଗୋଧି, ବହୁରୂପୀ ଏଣ୍ଡୁଅ, ଗାଡ଼ିଆ କଇଁଛ, ଚମ୍ପେଇ ନେଉଳ, ଉଡନ୍ତା ଗୁଣ୍ଡୁତି ଆଦି ଜୀବ ବାନ୍ଦୀପୁରରେ ଦେଖାଯାଇଥାନ୍ତି ।

କଇଁଛ ଓ ଅନ୍ୟ କିଛି ଉଭୟଚର ପ୍ରାଣୀ ଜଳାଶୟମାନଙ୍କ ନିକଟରେ ଦେଖାଯାନ୍ତି ।

|୨୦୦୨ ମସିହାରେ ଥାଇଲ୍ୟାଣ୍ଡର “ମେରାଇନ୍ ଓ କୋଷ୍ଟାଲ୍ ରିଶୋର୍ଷେସ୍” ବିଭାଗ ଡଲ୍‍ଫିନ୍, କଇଁଛ, ତିମି ପରି କେତେକ ବିରଳ ଜଳଜୀବଙ୍କ ସୁରକ୍ଷାର ଦାୟିତ୍ୱ ନିଜ ହାତକୁ ନେଇଥିଲା ।

ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ (Lepidochelys olivacea) ଗହୀର ମଥା ମୁହାଣରେ ଅଣ୍ଡା ଦେଇଥାନ୍ତି ।

ସେ ସବୁ ହେଲା କଇଁଛ, କଉଡି, କଂପାସ, କଂପୁ୍ୟଟର, କଲମି, କଲମ୍ବସ, କାନସର, କାଲସିୟମ, କେ୍ଲାରିନ, ଖପୁରି, ଖଣିଜ ଖାଦ୍ୟସାର, ଗାଜର, ଗାଲିଲିଓ, ଗ୍ରାଫାଇଟ୍, ଘଡ଼ି, ଜଂକ, ଜୀବକୋଷ , ଜୀବ ଜଗତ , ଜୀବ ସାର , ଜୀବାଣୁ , ଟାଇପ ରାଇଟର, ଟାଇଫଏଡ, ଟିଟାନିୟମ,ଟେଲିଗ୍ରାଫ,ଟେଲିଫୋନ,ଟେଲିଭିଜନ, ଟ୍ରାକଟର, ଡଲଫିନ, କାଲୋରୀ, କୁଆପଥର, ଗରିଲା, ଡାରଉଇନ ଓ ବିବର୍ତ୍ତନବାଦ, ପେନସିଲ, ପ୍ରଦୂଷଣ ... ଏମିତି ଅନେକ କିଛି।

tortonis's Meaning in Other Sites