torifying Meaning in Odia (Oriya). ( torifying ଶବ୍ଦର ଓଡିଆ ଅର୍ଥ)
ଯନ୍ତ୍ରଣାଦାୟକ,
Adjective:
ନାବାଳକ, ଛୋଟ, ସବିଶେଷ ବିବରଣୀ |, ଅମୂଳକ, ତୁଚ୍ଛ, ଅଳ୍ପ ମାତ୍ରାରେ,
People Also Search:
torinotorment
tormented
tormentedly
tormenter
tormenters
tormentil
tormenting
tormentor
tormentors
torments
torminal
torminous
torn
torn apart
torifying తెలుగు అర్థానికి ఉదాహరణ:
ସୀମିତ ଖାଦ୍ୟ ଖାଉଥିବା ଲୋକଙ୍କର ଏହି ସମ୍ଭାବନା ଅଧିକ ରହେ ଓ ଯନ୍ତ୍ରଣାଦାୟକ ତଥା ସାଂଘାତିକ ରୋଗ ହୁଏ ।
ଏହା ଯନ୍ତ୍ରଣାଦାୟକ ହୋଇପାରେ ବା ନ ହୋଇପାରେ ।
ସେଲ୍ୟୁଲାଇଟିସ ରୋଗ ମଧ୍ୟ ଯନ୍ତ୍ରଣାଦାୟକ ।
ରୋଗୀମାନେ ତାଙ୍କର ଭଗକୁ ପ୍ରାୟତଃ ଏକ ତୁଳା ବଲ୍ ଭଳି ନରମ ପଦାର୍ଥ ସ୍ପର୍ଶ କଲେ ଛୁରୀର ସ୍କ୍ରାପିଂ ପରି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରନ୍ତି ।
ଯନ୍ତ୍ରଣାଦାୟକ ହେଲେ ପାରାସେଟାମଲ ବା ଆଇବୁପ୍ରୋଫେନ ଦିଆଯାଏ ।
ପିଇବା ନିମନ୍ତେ ଭାବିଲେ, ଚେଷ୍ଟା କଲେ ବା ସେ କଥା କହିଲା ମାତ୍ରେ ରୋଗୀର ଯନ୍ତ୍ରଣାଦାୟକ ମାଂସପେଶୀ ସଙ୍କୋଚନ ଗଳାରେ ଓ ଲାରିଙ୍କ୍ସରେ ହୁଏ ।
ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣ୍ଣ କାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ ।
ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଯନ୍ତ୍ରଣାଦାୟକ ପେରିଟୋନାଇଟିସ (inflammation of the inner lining of the abdominal wall) ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ ।
| ଚିହ୍ନ ଓ ଲକ୍ଷଣ |ସାଧାରଣତଃ ଜଣେ ବ୍ୟକ୍ତି ନୁଜ ଇଚ୍ଛାରେ ଆଖି ଖୋଲି ନ ପାରିଲେ ସୁପ୍ତ-ଜାଗ୍ରତ ଚକ୍ର ନ ଥିଲେ, ତୀବ୍ର ବା ଯନ୍ତ୍ରଣାଦାୟକ ସ୍ପର୍ଷ ବା କଥା କହିବାଦ୍ୱାରା କୌଣସି ପ୍ରତିକ୍ରିୟା ନ ଦେଖେଇଲେ ଓ ଗ୍ଲାସ୍ଗୋ ସ୍କେଲରେ ୩ରୁ ୮ ସ୍କୋର ଥିଲେ କୋମାଟୋଜ ଅଛି ବୋଲି ଧରାଯାଏ ।
ମାସାଧିକ ବା ବର୍ଷାଧିକ କାଳ ପରେ ଏହି ଆବୁ ଯନ୍ତ୍ରଣାଦାୟକ ହୁଏ, ଫୁଲିଯାଏ ଓ ତାପରେ ଏହା କମିଯାଏ ।
|ଆଧାର|ଜଗନ୍ନାଥଙ୍କ ନୀତି|୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ ହର୍ପିସ୍ ଜୋସ୍ଟର, (ଅନ୍ୟ ନାମ ସିଙ୍ଗଲସ ବା ଜୋସ୍ଟର ବା ଜୋନା ଯଥାକ୍ରମେ ଇଂରାଜୀ ଭାଷାରେ shingles, also known as zoster, herpes zoster, or zona), ଏକ ଭୁତାଣୁ ରୋଗ ବିଶେଷତା ହେଲା ଏକ ସୀମିତ ଏରିଆରେ ଯନ୍ତ୍ରଣାଦାୟକ ଚର୍ମ ରାସ ବା ଲାଲ ଚକଡ଼ା ଓ ଫୋଟକା ଦେଖାଯାଏ ।