tokio Meaning in Odia (Oriya). ( tokio ଶବ୍ଦର ଓଡିଆ ଅର୍ଥ)
ଟୋକିଓ,
Noun:
ଟୋକିଓ |,
People Also Search:
tokologytokyo
tol
tola
tolas
tolbooth
tolbooths
tolbutamide
told
tole
toledo
toledos
tolerable
tolerably
tolerance
tokio తెలుగు అర్థానికి ఉదాహరణ:
ସେ ୨୦୨୧ରେ ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହୋଇଥିବା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରି ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଥିଲେ ।
ଏହି ସମୟରେ ଏହାକୁ "ଟୋକେଇ" କୁହାଯାଉଥିଲା ଯାହାର ଚୀନ ଭାଷାରେ ଟୋକିଓ ଉଚ୍ଚାରଣ କରାଯାଉଥିଲା।
| ଇତିହାସ ||୧୬୦୦ ଶତାବ୍ଦୀରେ ଇଡୋ(ବର୍ତ୍ତମାନର ଟୋକିଓ) ଜାପାନର ରାଜଧାନୀ ହେବା ପରେ ପରେ ଲୋକେ ଟୋକାଇଡୋ ମାର୍ଗରେ ଯାତ୍ରା କଲାବେଳେ ଫୁଜି ପର୍ବତକୁ ନିତି ଦେଖୁଥିଲେ ।
୨୦୧୯ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସେ ବ୍ରୋଞ୍ଜପଦକ ହାସଲ କରିଥିଲେ ଓ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।
|ହୋଁଶୁ - ବୃହତ୍ତମ ଏବଂ ଜନସଂଖ୍ୟା ବହୁଳ ଦ୍ୱୀପ, ରାଜଧାନୀ ଟୋକିଓ ଏହି ଦ୍ୱୀପରେ ଅବସ୍ଥିତ ।
ଟୋକିଓର ଦୁଇଟି ବଡ଼ବଡ଼ ସାହି, ସେତାଗାୟା-କୁ ଏବଂ ନେରିମା-କୁ, ଉଭୟ ସହର ପଦବାଚ୍ଯ ହେବାପାଇଁ ଆବଶ୍ୟକ ଜନସଂଖ୍ୟା ବିଶିଷ୍ଟ ଅଟନ୍ତି କିନ୍ତୁ ସେଗୁଡ଼ିକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମ ଅନୁସାରେ ସହର କୁହାଯାଇପାରିବ ନାହିଁ ।
|ଅଗଷ୍ଟ ମାସ ୨୦୨୦ ମସିହାରେ ଟୋକିଓଠାରେ ଅନୁଷ୍ଟିତ ହେବାକୁ ଯାଉଥିବା ପାରା-ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପ୍ରମୋଦଙ୍କର ସ୍ୱପ୍ନ ଥିଲା ଓ ୨୦୨୧ ସେପ୍ଟେମ୍ବର ୪ ତାରିଖରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪ ଓ ୨୧-୧୭ ସ୍କୋର ସହିତ ପରାସ୍ତ କରି ସେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ହାସଲ କରି ନିଜ ସ୍ୱପ୍ନପୁରଣ କରି ପାରିଥିଲେ ।
୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ଶ୍ରେଣୀ ୪ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିଲେ ।
| ରାଜ୍ଯସ୍ତରୀୟ ବିଭାଜନ |ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ ।
|ଟୋକିଓର ୨୩ଟି ବିଶେଷ ସାହିଗୁଡ଼ିକ ଏହି ତନ୍ତ୍ରର ଅଧୀନ ନୁହଁନ୍ତି, ଯେହେତୁ ଟୋକିଓ ଏକ ରାଜ୍ଯ ଓ ଏହାର ସାହିଗୁଡ଼ିକ ବାସ୍ତବରେ ସହର ତୁଲ୍ଯ ।
ସେଗୁଡୀକ ହେଲା:|Globis University Graduate School of Management|ଅନ୍ତର୍ଜାତୀୟ ଖ୍ରୀଷିଆନ୍ ବିଶ୍ୱବିଦ୍ୟାଳୟ|ସିଫିଆ ବିଶ୍ୱବିଦ୍ୟାଳୟ|ୱାସେଡା ବିଶ୍ୱବିଦ୍ୟାଳୟ|ଟୋକିଓ United Nations Universityର ହେର୍ଡକ୍ୱାଟର ମଧ୍ୟ ଅଟେ।
tokio's Usage Examples:
Some songs, especially from the album Kitokios Dainos (2003), are not related to these subjects.
This is sometimes followed by another doxastikon or theotokion.
On Sundays it is almost always the Theotokion: You are Supremely Blessed.
followed by a Theotokion.