thursday Meaning in Odia (Oriya). ( thursday ଶବ୍ଦର ଓଡିଆ ଅର୍ଥ)
ଗୁରୁବାର,
Noun:
ଗୁରୁବାର,
People Also Search:
thursdaysthurst
thurston
thus
thus far
thusness
thuya
thwack
thwacked
thwacking
thwacks
thwart
thwarted
thwarter
thwarters
thursday తెలుగు అర్థానికి ఉదాహరణ:
| ପର୍ବପର୍ବାଣି |ପ୍ରତ୍ୟେକ ଗୁରୁବାର: ମାଣବସା ଗୁରୁବାର ଓଷା|କୃଷ୍ଣ ଅଷ୍ଟମୀ: ପ୍ରଥମାଷ୍ଟମୀ|କୃଷ୍ଣ ନବମୀ: କାଞ୍ଜିଅଅଁଳା ଓଷା|ଶୁକ୍ଳ ଦ୍ୱାଦଶୀ: ବ୍ୟଞ୍ଜନ ଦ୍ୱାଦଶୀ|ପୂର୍ଣ୍ଣିମା: ପଣ୍ଡୁ ଓଷା| ଆଧାର |ମାସ ପୁଷ୍ୟା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ ପୌଷ ବା ପୁଷ ମାସ କୁହାଯାଏ ।
ମୋନାକୋ ସହରରେ ଏହି ଅଭ୍ୟାସ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ଦିନ ହୋଇଥାଏ, ଯାହା ଏକ ବ୍ୟତିକ୍ରମ ।
ଗୁରୁବାରୀ ମେହେରଙ୍କ ନେତୃତ୍ୱରେ, ୨୦୦୦୦ ସ୍ୱାଧୀନତା ସଂଗ୍ରାମୀ ରାଜାଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ କରିଥିଲେ ।
| ବିଷୟବସୁ |ମାର୍ଗଶୀର ମାସର ଏକ ଗୁରୁବାର ଦିନ ଶ୍ରୀୟା ଚଣ୍ଡାଳୁଣୀ ନାମକ ଏକ ଅଚ୍ଛବର ଭକ୍ତିରେ ପ୍ରୀତ ହୋଇ ଦେବୀ ଲକ୍ଷ୍ମୀ ତା ଘରେ ପହଞ୍ଚିଲେ ।
| କିମ୍ବଦନ୍ତୀ |ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି ।
ମାତା ଗୁରୁବାରୀ ଓ ପିତା ଭଜନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ସେ ସର୍ବ କନିଷ୍ଠ ।
|ପର୍ବପର୍ବାଣି |ସଇନ୍ତଳାର ଅଧିବାସୀମାନେ ଓଡ଼ିଶାର ସମସ୍ତ ମୁଖ୍ୟ ପର୍ବପର୍ବାଣି ଯଥା ନୂଆଖାଇ, ରଥଯାତ୍ରା, ଦୀପାବଳୀ, ଗଜଲକ୍ଷ୍ମୀ ପୂଜା, ମାଣବସା ଗୁରୁବାର, ସାବିତ୍ରୀ ବ୍ରତ, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା, ହୋଲି, ରକ୍ଷାବନ୍ଧନ, କାର୍ତ୍ତିକ ପୂର୍ଣ୍ଣିମା, ପୁଅ ଜିଉନ୍ତିଆ, ଭାଇ ଜିଉନ୍ତିଆ, ଜନ୍ମାଷ୍ଟମୀ, ରାମ ନବମୀ, ସରସ୍ୱତୀ ପୂଜା, ଗଣେଶ ପୂଜା ଆଦି ପାଳିଥାନ୍ତି ।
|ଗୁରୁପଦ ପାବାର ଆଶେ, ବସେ, ଆଛି ନଦୀର ଘାଟେ|ଗୁରୁବାରେ ପାରକର ଏଇବାରେ|ତୁମିରାଖୋ ଯାରେ ତୋରେ କେବା ମାରେ,|ଭନେ ମୂଢ ରାମେଶ୍ୱରେରେ ।
ଗୁରୁବାର ଦିନ ଏଠାରେ ମୁଖ୍ୟତଃ ଏଠାରେ ମୁଢ଼ି ଭୋଗ ଲଗାଯାଏ ଓ ଅନେକ ଲୋକ ମାନସିକ କରି ମୁଢ଼ି ଲଗାନ୍ତି ।
ଏଥି ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କଠାରୁ ମାଣବସା ଗୁରୁବାର ଅନୁମତି ନେଇ ଦେଶ ଭ୍ରମଣରେ ବ୍ରାହ୍ମଣୀରୁ ପରେ ବଡ଼ ଦେଉଳରୁ ବିଜେ କଲେ ।
ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ ।
thursday's Usage Examples:
thursday interview: James caan – the reformed character actor he was the fieriest star in seventies hollywood.
Vandithavalam had a cattle shandy on fridays , just after thursday Pollachi shandy.
com/mn/thursdaynighthikes/stppks.
Synonyms:
Th, weekday,
Antonyms:
rest day,