throngful Meaning in Odia (Oriya). ( throngful ଶବ୍ଦର ଓଡିଆ ଅର୍ଥ)
ଜବରଦସ୍ତ,
Adjective:
ଅନ୍ୟାୟ |, ଅନୁପଯୁକ୍ତ |, ବଷ୍ଟାର୍ଡ |, ଦୁଷ୍କର୍ମ,
People Also Search:
throngingthrongs
throning
thropple
throppling
throroughly
throstle
throstles
throttle
throttled
throttler
throttlers
throttles
throttling
throttlings
throngful తెలుగు అర్థానికి ఉదాహరణ:
ଗୋଟେ ଦିନ ହିରଙ୍କ ଦାଦା , ସମ୍ପର୍କୀୟ ଦେଖିଦେଲେ ଏବଂ ତାଙ୍କ ପିତା (ଚୂଚକ) ଓ ମାତା (ମଲକୀ) ଜବରଦସ୍ତୀ ହିରଙ୍କ ବିବାହ ଜଣେ "ସୌଦା ଖେଦା" ନାମକ ବ୍ୟକ୍ତିଙ୍କ ସହ କରିଦେଲେ ।
ସେମାନେ କେତେକ ସ୍ଥାନରେ ବଳାତ୍କାର, ଏସିଡ ଫିଙ୍ଗା, ଯୌତୁକ ଜନିତ ହତ୍ୟା, ଜୋର ଜବରଦସ୍ତି କରି ଦେହ ବ୍ୟାପାରରେ ଜଡ଼ିତ କରିବା ପରି ଅତ୍ୟାଚାରର ଶିକାର ହଉଛନ୍ତି ।
ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ ।
ଏହି ଉପନ୍ୟାସଟିର କାହାଣୀ ଏକ ଅଳ୍ପ ବୟସ୍କା ଯୁବତୀ ଉପରେ ଆଧାରିତ, ଯିଏକି ତା'ର ପିତା ବୟସର ଜଣେ ମୃତଦାର (ପତ୍ନୀ ମରିଯାଇଥିବା ପୁରୁଷ) ସହ ଜବରଦସ୍ତି ବିବାହ କରିଥିଲା ।
ଫଳରେ ମରହଟ୍ଟାମାନେ ଗଜପତିଙ୍କ ଶାସନାଧୀନ ଥିବା ବିଭିନ୍ନ ପ୍ରଗଣା ସହ ପୁରୁଷୋତ୍ତମ କ୍ଷେତ୍ର ଓ ୧୪ ଗଡ଼ଜାତ ରiଜ୍ୟ ଜୋରଜବରଦସ୍ତି ଦଖଲ କରି ନେଇଥଲେ ।
ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥାଏ ।
ସେହି ୧୧୯୬୮ ମସିହା ଜୁନ ମାସରେ ଛୋଟ ଜାତିର ଲୋକମାନେ ଜବରଦସ୍ତ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।
ତେଣୁ ସେ ବାଦଲର ବାପାକୁ ଜୋର ଜବରଦସ୍ତି ଉଠେଇକି ନେଇଗଲା ।
| ଆଧାର |ଔଷଧ ଜବରଦସ୍ତ ପ୍ରେମିକ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।
ଅନେକ ସ୍ଥଳରେ ସ୍ତ୍ରୀକୁ ଜୋର ଜବରଦସ୍ତ ମୃତ ସ୍ୱାମୀର ଚିତାଗ୍ନୀରେ ଜୀବନ୍ତ ଜାଳିଦିଆଯାଉଥିଲା ।