<< thitherto thivel >>

thitherward Meaning in Odia (Oriya). ( thitherward ଶବ୍ଦର ଓଡିଆ ଅର୍ଥ)



ସେଠାକୁ, ଅବସ୍ଥାନ ଭିତ୍ତିକ, ସେହି ଉପାୟରେ,

People Also Search:

thivel
tho
thoft
thole
tholed
tholepin
tholes
tholi
tholing
tholos
thomas
thomas babington macaulay
thomas chippendale
thomas edison
thomas gray

thitherward తెలుగు అర్థానికి ఉదాహరణ:

କାହ୍ନୋପାତ୍ରାଙ୍କୁ ଶମା ଏକ ପ୍ରସ୍ତାବ ଦେଇ ବାଦଶାହ ପାଖକୁ ଯିବାକୁ ଉପଦେଶ ଦେଲେ ଓ ସେଠାକୁ ଗଲେ ବାଦଶାହ ତାଙ୍କୁ ଅର୍ଥ ତ‌ଥା ଆଭୂଷଣରେ ଭରି ଦେଇ ସୌନ୍ଦର୍ଯ୍ୟକୁ ଆହୁରି ଶାଣିତ କରିଦେବେ ବୋଲି କ‌ହିଲେ କିନ୍ତୁ କାହ୍ନୋପାତ୍ରା ଏହି ପ୍ରସ୍ଥାବକୁ ମନା କରିଦେଲେ ।

ତାଙ୍କୁ ଶୁଣିବା ପାଇଁ ସେଠାକୁ ଅନେକ ଲୋକ ଆସନ୍ତି ।

ସ୍କୁଲର ବନ୍ଧୁମିଳନ ସମାରୋହରେ ସେ ବର୍ଷାକୁ ଭେଟିବାର ଆଶା ନେଇ ଆସିଥିଲା ହେଲେ ସେଠାକୁ ସେ ନ ଆସିବାରୁ, ଆକାଶ ତାକୁ ଖୋଜି ଖୋଜି ଯାଇ ତା'ର ଘରେ ପ‌ହଞ୍ଚିଲା ଏବଂ ସେଠାରେ ଜାଣିଲା କି ବର୍ଷା ଗୋଟିଏ ଦୁର୍ଘଟଣାରେ ତା'ର ଗୋଟିଏ ଗୋଡ଼ ସ‌ହ ନିଜ ମାଆକୁ ହରାଇଥିଲା ।

ପିତା ଦକ୍ଷ ଏକ ଯଜ୍ଞ କରିଥିଲେ ଓ ସେଠାକୁ ଅନେକ ଦେବ ଦେବୀଙ୍କୁ ଡାକିଥିଲେ ମଧ୍ୟ ତାଙ୍କ ସ୍ୱାମୀ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କରିନଥିବାରୁ ସତୀ ଅତ୍ୟନ୍ତ ଅପମାନିତା ହୋଇ ଯଜ୍ଞ ଅଗ୍ନିରେ ନିଜକୁ ଝାସ ଦେଇଥିଲେ ।

ଥର୍ ମରୁଭୂମି ପରି ଥୁଣ୍ଟା ଅଞ୍ଚଳରେ ଖେଜାର୍ଲି ଗ୍ରାମରେ ଏତେ ସଂଖ୍ୟକ ବୃକ୍ଷ ଥିବାରୁ ରାଜାଙ୍କ ଲୋକ ସେଠାକୁ ଆସିଥିଲେ ।

ପଥର ଗୁମ୍ଫା ସବୁଥିବାରୁ ଓ ଜଳଧାର କୂଳରେ ବନ୍ୟ ହିଂସ୍ର ଜନ୍ତୁ ସବୁ ରହୁଥିବାରୁ ସେଠାକୁ ଅନ୍ୟଦିନରେ ଯିବା ନିରାପଦ ନୁହେଁ ।

କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି ।

ଭାରତୀୟ ରେଲ‌ୱେରେ କାମ କରୁଥିବା ତାଙ୍କର ଇଞ୍ଜିନିଅର ପିତା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖୁତିଲେ ଓ କୌଣସି ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ହେଉଥିଲେ ଝିଅକୁ ନେଇ ସେଠାକୁ ଯାଉଥିଲେ ।

ସେହି ଦିନଠାରୁ ଦେବୀଙ୍କ ଅଷ୍ଟମଙ୍ଗୁଳା ଶେଷ ନହେବା ପର୍ଯ୍ୟନ୍ତ କେହି ସେଠାକୁ ଯାଆନ୍ତି ନାହିଁ ।

ହେଲେ ସେଠାକୁ ସୂର୍ଯ୍ୟକିରଣ ପ୍ରବେଶ କରିପାରୁ ନଥିଲା ।

ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ ।

ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ ।

କୌଣସି ପରିଦର୍ଶକ ସେଠାକୁ ଭ୍ରମଣରେ ଯିବା ଆଗରୁ ସେହି ସେନା ଶିବିରରୁ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ସ‌ହ ଅନୁମତି ନେବାର ଆବଶ୍ୟକ ରହିଛି ।

thitherward's Usage Examples:

my babe"s mother dwell in peace! With light And quickened footsteps thitherward I tend, Remembering thee, O green and silent dell! And grateful, that.


should "look back toward Ohio, the place from whence you came; and return thitherward.


John Cassian: And that we should speed with strong desire thitherward where our Father dwells.


She brought Martanda thitherward to spring to life and die again.



thitherward's Meaning in Other Sites