therapeutists Meaning in Odia (Oriya). ( therapeutists ଶବ୍ଦର ଓଡିଆ ଅର୍ଥ)
ଚିକିତ୍ସକ,
Noun:
ଆଣ୍ଟିଡୋଟ୍ |, ପାଥୋଲୋଜି |,
People Also Search:
therapiestherapist
therapists
therapsid
therapsids
therapy
theravada
theravada buddhism
there
there is
there'd
thereabout
thereabouts
thereafter
thereat
therapeutists తెలుగు అర్థానికి ఉదాహరణ:
ସ୍କ୍ରିବୋନିୟସ୍ ଲାର୍ଗୋସ୍ ନାମକ ଜଣେ ରୋମାନ୍ (ଯବନ) ଚିକିତ୍ସକ ମୁଣ୍ଡବିନ୍ଧା ଓ ବାତରକ୍ତର ଚିକିତ୍ସାରେ ବିଜୁଳି ଶାଙ୍କୁଚଙ୍କ ବ୍ୟବହାର ୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ପୁସ୍ତକ କମ୍ପୋସିଟିଓନେସ୍ ମେଡିକେ (Compositiones Medicae)ରେ ଉଲ୍ଲେଖ କରିଯାଇଛନ୍ତି ।
ଆଟ୍ରୋପିନ ଦେଇ ମଧ୍ୟ ଅନେକ ଚିକିତ୍ସକ ଚିକିତ୍ସା କରନ୍ତି ।
| ପରବର୍ତ୍ତୀ ମାନସିକ ଯତ୍ନ |ଏହି ପାଣ୍ଡେମିକ ସମାପ୍ତ ହେଲେ ବା ସ୍ଥିର ହୋଇଗଲେ ସମୟ ବାହାର କରି ଏହି ଘଟଣାରୁ ଯେଉଁ ଶିକ୍ଷା ମିଳିଲା ତାହା ଜନସାଧାରଣଙ୍କ ଅନୁଭୂତି, ଚିକିତ୍ସକମାନଙ୍କର ଅନୁଭୂତି ଇତ୍ୟାଦି ବିଚାରକୁ ନେଇ ପରବର୍ତ୍ତୀ ସମୟରେ ଏଭଳି କିଛି ହେଲେ ତୁରନ୍ତ କାର୍ଯ୍ୟକ୍ରମ ଚାଲୁ କରିବାକୁ ଏକ ଖସଡ଼ା ପ୍ରସ୍ତୁତ କରିବାକୁ ପଡ଼ିବ ।
ଅନେକ ଲୋକ ଚିକିତ୍ସକଙ୍କ ପାଖକୁ ନ ଯାଇ ହେଳା କରନ୍ତି ।
ଅଧିକାଂଶ ଚିକିତ୍ସକ ଏହି ରୋଗକୁ ଏକ ବାସ୍ତବିକ ବେମାରୀ ଭାବରେ ବିବେଚନା କରନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାର ରୋଗ ନିର୍ଣ୍ଣୟ ଓ ଚିକିତ୍ସା ପଦ୍ଧତି ଉପରେ ବିବାଦ ସୃଷ୍ଟି କରନ୍ତି ।
|ଚରକ ଏବଂ ଆୟୁର୍ବେଦ|ଯାଯାବର ପଣ୍ଡିତ ବା ଯାଯାବର ଚିକିତ୍ସକମାନଙ୍କୁ “ଚରକ” ବୋଲି କୁହାଯାଇଥାଏ ।
|ରାଏ ବାହାଦୂର ସାର ଉପେନ୍ଦ୍ରନାଥ ବ୍ରହ୍ମଚାରୀ (ବଙ୍ଗଳା ଭାଷାରେ: উপেন্দ্রনাথ ব্রহ্মচারী) (୧୯ ଡିସେମ୍ବର ୧୮୭୩ – ୬ ଫେବ୍ରୁଆରୀ ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ତାଙ୍କ ସମୟର ଏକ ପ୍ରମୁଖ ଚିକିତ୍ସକ ଥିଲେ ।
ସନ ୧୯୯୯ରେ ଏହି ରୋଗର ଜେନେଟିକ ସମ୍ଭନ୍ଧ ଥିବା ଲେବାନିଜ-ଆମେରିକାନ ଚିକିତ୍ସକ ହୁଡା ଜୋଘବି (Huda Zoghbi) ଆବିଷ୍କାର କରିଥିଲେ ।
ମଣିଷ ଦେହରେ ୧୯୫୦ରେ ଫରାସୀ ଚିକିତ୍ସକ ଜିନ ସ୍ଟର୍ନ (Jean Sterne) ପ୍ରୟୋଗ କରିଥିଲେ ।
ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପଶୁଚିକିତ୍ସକ ଓ ବେଲଜିୟମର "ଇଣ୍ଟରନେସନାଲ ମାନେଜମେଣ୍ଟ ଇନଷ୍ଟିଚୁଟ"ରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।
ସନ ୧୯୭୯ରେ ବ୍ରିଟିସ ମନୋଚିକିତ୍ସକ ଜେରାଲ୍ଡ ରସ ଏହାର ନାମ କରଣ କରିଥିଲେ ଓ ସର୍ବପ୍ରଥମେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିଲେ ।
| ଆଧାର |୧୯୧୯ ଜନ୍ମ|୧୯୯୮ ମୃତ୍ୟୁ|ଓଡ଼ିଆ ଲୋକ|ପୁରୀ ଜିଲ୍ଲାର ଲୋକ|୫ମ ଓଡ଼ିଶା ବିଧାନ ସଭାର ସଭ୍ୟ ଦିଗମ୍ବର ବେହେରା ( ଜନ୍ମ - ୧୯୫୩), ଜଣେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଚିକିତ୍ସକ ।