theologue Meaning in Odia (Oriya). ( theologue ଶବ୍ଦର ଓଡିଆ ଅର୍ଥ)
ଧର୍ମଶାସ୍ତ୍ର,
Noun:
ମନୋବିଜ୍ଞାନ |, ଧର୍ମଶାସ୍ତ୍ର, ଧର୍ମଚିଣ୍ଟା, ଧର୍ମ,
People Also Search:
theologytheomancy
theomantic
theonomy
theophany
theophrastus
theophylline
theorbist
theorbo
theorem
theorematic
theorematical
theorems
theoretic
theoretical
theologue తెలుగు అర్థానికి ఉదాహరణ:
ସେ ସମୟରେ ସେ ଦିଅଁ ଦେବତା,ପୂଜାପାଠ, ଧର୍ମଶାସ୍ତ୍ର ଓ ଉପବାସ ଆଦିରେ ବିଶ୍ୱାସ କରୁଥିଲେ ।
ଅଧୁନା ତନ୍ତ୍ର, ଦର୍ଶନ, ଜ୍ୟୋତିଷ, ଆୟୁର୍ବେଦ, ଧର୍ମଶାସ୍ତ୍ର, ପୁରାଣ, ବୈଦିକ ସାହିତ୍ୟ, ପୁରାଣ ଆଦି ଖୋଦିତ ହୋଇଥିବା ପୋଥିସବୁ ମଠ, ଦେଉଳ, ଗାଦି, ରାଜଉଆସ, ବ୍ରାହ୍ମଣ ଶାସନ ଆଦିରେ ରହିଛି ।
ହିନ୍ଦୁ ଧର୍ମଶାସ୍ତ୍ର ଯଥା ଗୃହ୍ୟ ସୂତ୍ର ଅନୁସାରେ ଭାଇଭଉଣୀ ହିସାବ ହେତୁ ସମ ଗୋତ୍ର/ସମ ବଂଶରେ ବିବାହ ନିଷିଦ୍ଧ ।
|ଏହି କାଳର କେତେକ ଧର୍ମଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ ରହିଛି ।
| ମହାପ୍ରସାଦର ମହତ୍ତ୍ୱ | ଶାସ୍ତ୍ରୀୟ ଭିତ୍ତିଭୂମି |ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି ।
ଏଠାରେ ସାହିତ୍ୟ, ନବ୍ୟ ବ୍ୟାକରଣ, ଧର୍ମଶାସ୍ତ୍ର, ପୁରାଣ ଇତିହାସ, ସିଦ୍ଧାନ୍ତ ଜ୍ୟୋତିଷ, ଫଳିତ ଜ୍ୟୋତିଷ, ଅଦ୍ୱୈତ୍ୟ ବେଦାନ୍ତ, ସାଂଖ୍ୟ ଯୋଗ, ନବ୍ୟ ନ୍ୟାୟ, ସର୍ବଦର୍ଶନ ଓ ଶିକ୍ଷା ଶାସ୍ତ୍ର ପ୍ରଭୃତି ଶିକ୍ଷା ଦିଆଯାଏ ।
|ମୁଖ୍ୟ ସ୍ଥପତି (ଈଂରାଜୀରେ The Chief Architect) : ଶିଳ୍ପଶାସ୍ତ୍ର, ବାସ୍ତୁଶାସ୍ତ୍ର, ଧର୍ମଶାସ୍ତ୍ର, ଅଗ୍ନି ପୁରାଣ, ଗାଣିତିକ ସଂଖ୍ୟାନ ଇତ୍ୟାଦି ବିଷୟରେ ନିପୁଣ ଓ ଅନୁଭବୀ ବ୍ୟକ୍ତିଙ୍କୁ ମୁଖ୍ୟ ସ୍ଥପତି ଭାବେ ନିଯୁକ୍ତ କରାଯାଉଥିଲା ।
| ଧାର୍ମିକ ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା |ପିତୃସ୍ଥାନୀୟ ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ ।
ତାଙ୍କର କୃତିଗୁଡିକ ମଧ୍ୟରେ ୬୫୦୦ ପୃଷ୍ଠାର ଧର୍ମଶାସ୍ତ୍ରର ଇତିହାସ ଅନ୍ୟତମ ।
| ଶିକ୍ଷା ବ୍ୟବସ୍ଥା |ବିଶ୍ୱବିଦ୍ୟାଳୟରେ ନିମ୍ନ ବିଭାଗ ଗୁଡିକରେ ଶିକ୍ଷାଦାନ କରାଯାଏ :|ଧର୍ମଶାସ୍ତ୍ର|ନ୍ୟାୟ|ସାହିତ୍ୟ|ସର୍ବଦର୍ଶନ|ବେଦ|ବ୍ୟାକରଣ|ଅଦ୍ୱେତ ବେଦାନ୍ତ|ଜ୍ୟୋତିର୍ବିଜ୍ଞାନ|ଶାରିରିକ ଶିକ୍ଷା|କମ୍ପ୍ୟୁଟର ଶିକ୍ଷା|ଶିକ୍ଷା ଶାସ୍ତ୍ରୀ|ସଂସ୍କୃତରେ ଅଧିକ ଶୋଧ କରିବା ପାଇଁ, ବିଶ୍ୱବିଦ୍ୟାଳୟରେ କାର୍ସ ନାମକ ଏକ ଶୋଧ ସଂସ୍ଥାନ ରହିଛି ।
ତାଙ୍କ ଜେଜେବାପା ଇସଲାମ ଧର୍ମଶାସ୍ତ୍ର ପଣ୍ଡିତ ଓ ମୋଗଲ ଶାସନ କାଳର ପ୍ରସିଦ୍ଧ ଉର୍ଦ୍ଦୁ କବି ମିର୍ଜା ଗାଲିବଙ୍କ ପ୍ରଥମ ଦିୱାନ ଫଜଲ-ଇ-ହକ୍ ଖୈରାବ୍ଦୀ ଥିଲେ ।
ସଂସ୍କୃତ ଭାଷା,ସାହିତ୍ୟ ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଓ ଅଗାଧ ପାଣ୍ଡିତ୍ୟ ଥିଲା ।
ଗର୍ଭସ୍ଥ ସନ୍ତାନର ସଂହାର ଧର୍ମଶାସ୍ତ୍ରାନୁଯାୟୀ ପାପକର୍ମ, ଏଣୁ ରାଜଦରବାରରେ ନିଷ୍ପତ୍ତି ନିଆଗଲା ଯେ ପିଲା ଜନ୍ମ ହେବାପରେ ଶେଷ କରିଦିଆଯିବ ମାଆପୁଅଙ୍କୁ ।
theologue's Usage Examples:
19th century theologue Johann Andreas Christian Löhr wrote an abridged and moralizing tale (German:.
having read Campbell"s Dissertation, Hume remarked that "the Scotch theologue had beaten him.
sons"); or Der Goldvogel, das Goldpferd und die Prinzeßin, by German theologue Johann Andreas Christian Löhr.
He is the brother of the theologue and translator Jean de Lavardin, abbey of l"Estoile.
Brunnenstark was also given a somewhat abridged format by 19th century theologue Johann Andreas Christian Löhr, with the name Die Söhne der Quelle.
19th century theologue Johann Andreas Christian Löhr wrote a version of the tale, titled Reinhald.
19th century theologue Johann Andreas Christian Löhr wrote a German translation of the Arabian.
420), historian and theologue from the Braga diocese, friend of St.