<< thanklessly thanks >>

thanklessness Meaning in Odia (Oriya). ( thanklessness ଶବ୍ଦର ଓଡିଆ ଅର୍ଥ)



ଧନ୍ୟବାଦ, କୃତଜ୍ଞତା,

thanklessness తెలుగు అర్థానికి ఉదాహరణ:

ଭାରତ ସରକାର ଓ ଆପ୍ ଡେଭଲପରମାନେ ଏହି ଦାବିର ଉତ୍ତରରେ ବାପ୍ଟିଷ୍ଟ ଏଥି ପ୍ରତି ଧ୍ୟାନ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ମଧ୍ୟ ତାଙ୍କ ଆଶଙ୍କାକୁ ଗ୍ରହଣ କରିନଥିଲେ ।

ଯେ କେହି ବି ଏହା ଶୁଣୁଥିବେ, କ୍ଷଣେ ଅଟକିବେ, ପିଛିଲା କିଛି ସମୟର ଘଟଣା ସବୁ ମନେ ପକାଇବେ ଏବଂ ନିଜ ଶୈଳୀରେ ଇଶ୍ୱରଙ୍କୁ ଧନ୍ୟବାଦ ଦେବେ "।

ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି ।

ନିଜର ବିଜୟ ପାଇଁ ସେ ଦେଶର ଜନତାଙ୍କ ମଧ୍ୟରେ ଥିବା ନିଷ୍ଠା ଓ ନୀତିନିୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

୧୯୩୬ ବର୍ଲିନ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିବାପରେ ଆଡଲଫ ହିଟଲର ଜର୍ମାନୀ ସେନାବହିନୀରେ ଧ୍ୟାନଚାନ୍ଦଙ୍କୁ ଫିଲ୍ଡ ମାର୍ଶାଲ କରିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଧ୍ୟାନଚାନ୍ଦ ଧନ୍ୟବାଦ ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।

|୨୦୧୮ ମସିହାରେ ସ୍ୱାଧୀନତାର ୬୦ ବର୍ଷପୂର୍ତି ଉପଲକ୍ଷେ ଧନ୍ୟବାଦ ଭାଷଣ ଦେଲାବେଳେ କୋୟାର ପ୍ରିଫେକ୍ଟ ବଂଗୌରଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ଅଧିବେଶନରେ ଗୃହୀତ ୧୧ଟି ପ୍ରସ୍ତାବ ମଧ୍ୟରୁ ପ୍ରମୁଖ ୭ଟି ପ୍ରସ୍ତାବ ହେଲା –|୧. ଉତ୍କଳଭାଷୀ ଅଞ୍ଚଳମାନଙ୍କୁ ଏକ ଶାସନାଧୀନରେ ରଖିବାଯୋଗୁଁ ବଡ଼ଲାଟଙ୍କୁ ଧନ୍ୟବାଦ

ଆଉ ଅନ୍ୟ କିଛି ଥାଇ କ୍ରଥୋଂଗ ଭସାଇ ଜଳର ଦେବୀ ଫ୍ରା ମାଏ ଖୋଂଗ୍‍ଖାଙ୍କୁ ପୂଜା କରନ୍ତି ଓ ଧନ୍ୟବାଦ ଦିଅନ୍ତି ।

ଏମିର ହାରଭେଷ୍ଟ ପର୍ବ ଲୋକ ମାନଙ୍କ ପାଇଁ ଧନ୍ୟବାଦ ଏବଂ ଦେବତା ମାନଙ୍କ ପାଇଁ ପ୍ରଶଂସା ଏବଂ ଆସୁଥିବା ବର୍ଷରେ ଫସଲ ପାଇଁ ପ୍ରାର୍ଥନା ହୋଇଥାଏ ।

|୨. ସମ୍ବଲପୁରରେ ଓଡ଼ିଆ ପୁନଃ ପ୍ରଚଳନ କରାଇବାଯୋଗୁଁ ଛୋଟଲାଟଙ୍କୁ ଧନ୍ୟବାଦ

ବହୁ ଥାଇ ଅଧିବାସୀ ଏହି ଉତ୍ସବରେ ହିନ୍ଦୁ ଦେବୀ ଫ୍ରା ମାଏ ଖୋଂଗ୍‍ଖା (ଥାଇ ଭାଷାରେ พระแม่คงคา)ଙ୍କୁ ଧନ୍ୟବାଦ ଅର୍ପଣ ସ୍ୱରୂପ ପୂଜା କରିଥାନ୍ତି ।

thanklessness's Usage Examples:

that he is on indefinite vacation, having grown disillusioned with the thanklessness of his task.



thanklessness's Meaning in Other Sites