<< terrors terrritory >>

terrorstricken Meaning in Odia (Oriya). ( terrorstricken ଶବ୍ଦର ଓଡିଆ ଅର୍ଥ)



ଆତଙ୍କବାଦୀ,

ଆତଙ୍କବାଦୀ,

People Also Search:

terrritory
terry
terse
tersely
terseness
terser
tersest
tersion
tertials
tertian
tertiaries
tertiary
tertiary period
tertiary syphilis
terts

terrorstricken తెలుగు అర్థానికి ఉదాహరణ:

କାରଣ ଭାବେ କୁହାଯାଏ ଯେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀମାନେ ହିଂସା ଘଟାଇବାକୁ ଯୋଜନା କରୁଛନ୍ତି ଏବଂ ନିକଟରେ ଏହି ଯାତ୍ରାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଛନ୍ତି ।

୨୦୧୪ ମସିହାରେ ଶାହିଦ ଜଣେ ଆତଙ୍କବାଦୀ ଭୂମିଅରେ ହାଇଦର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ‌ଫେୟାରେ ଶ୍ରେଷ୍ଠ ନାୟକ ପୁରସ୍କାର ସ‌ହ ଅନେକ ପୁରସ୍କାର ପାଇଥିଲେ ।

ଉରୀଠାରେ ସେପ୍ଟେମ୍ବର ୨୦୧୬ ମସିହାରେ ୧୯ ଜଣ ସୁରକ୍ଷାକର୍ମୀ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ।

Pan Am Flight 73ଟି ଆତଙ୍କବାଦୀଙ୍କଦ୍ୱାରା ଅପହରଣ କରାଯାଇଥିଲା ।

ସାରା ପୃଥିବୀରେ ଆତଙ୍କର ପ୍ରଭାବ ଦେଖି ସତିଶ କୁମାରଙ୍କର (Satish Kumar) ବୁଦ୍ଧ ଓ ଆତଙ୍କବାଦୀ ବ‌ହି ଲେଖି ଏହାକୁ ପୃଥିବୀର ଆତଙ୍କ ଉପରେ ଯୁଦ୍ଧ (Global War on Terror) ନାମରେ ଲେଖାଯାଇଥିଲା ।

ତେବେ ୨୦୦୯ ମସିହାରେ ଆତଙ୍କବାଦୀମାନଙ୍କଦ୍ୱାରା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ବସରେ ଆକ୍ରମଣ ହେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ମେଚ ଆୟୋଜନ ସୁଯୋଗରୁ ବାଦ ଦିଆ ଯିବାର ନିଷ୍ପତ୍ତି ନିଆଯାଇଥିଲା ।

| ବିଧାନ ସଭା ସଭ୍ୟ ବିବରଣୀ | ଆଧାର |୧୯୭୦ ଜନ୍ମ|ଜୀବିତ ବ୍ୟକ୍ତି|ଓଡ଼ିଆ ଲୋକ|ସୁନ୍ଦରଗଡ଼ ଜିଲ୍ଲାର ଲୋକ|୧୪ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୫ଶ ଓଡ଼ିଶା ବିଧାନ ସଭାର ସଭ୍ୟ|୧୬ଶ ଓଡ଼ିଶା ବିଧାନ ସଭାର ସଭ୍ୟ ଓସାମା ବିନ୍ ମହମ୍ମଦ ବିନ୍ ଆୱାଦ ବିନ୍ ଲାଡେନ ବା ଓସାମା ବିନ ଲାଦେନ (୧୦ ମାର୍ଚ୍ଚ ୧୯୫୮- ୨ ମଇ ୨୦୧୧) ଅଲ କାଏଦା ନାମକ ଏକ ଆତଙ୍କବାଦୀ ସଂଗଠନର ମୁଖ୍ୟ ଥିଲା ।

ଅବଶ୍ୟ 2013 ପରଠାରୁ ଏମାନଙ୍କୁ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ମଧ୍ୟ ବ୍ୟବହାର କରାଯାଉଛି ।

୩୧ ଡିସେମ୍ବର ୨୦୧୭ ମସିହାରେ ଆତଙ୍କବାଦୀ ଆକ୍ରମଣରେ ପୁଣି ପାଞ୍ଚ ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନକୁ ତା ମାଟିରୁ ଆତଙ୍କବାଦୀମାନଙ୍କୁ ବାହାର କରିବାକୁ କହିଥିଲା ।

ଏହାର ମୂଳ ଲକ୍ଷ୍ୟ ଆତଙ୍କବାଦୀ ଆକ୍ରମଣର ପ୍ରତିରୋଧ, କମ୍ବାଟ୍‌ ଅପରେସନ ବା ସ୍ପେଶାଲ୍‌ ଅପରେସନକୁ ସଫଳତାର ସହ ଶେଷ କରିବା ।

ପରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା ଏବଂ ନିଜ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପାକିସ୍ଥାନ ପ୍ରତିଶ୍ରୁତି ଦେବା ପରେ ୨୦୦୩ ଜୁଲାଇ ୧୬ ତାରିଖରେ ଏହି ବସ୍ ସେବା ପୁଣି ଆରମ୍ଭ ହୋଇଥିଲା ।

| ଆତଙ୍କବାଦୀ ଆକ୍ରମଣ ପରେ ପୁନର୍ବିଚାର |୨୦୧୬ ମସିହାର ଉରି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଜଳ ଚୁକ୍ତିକୁ ସମାପ୍ତ କରିବାର ଧମକ ଦେଇଥିଲା ।

terrorstricken's Meaning in Other Sites