<< terracing terracottas >>

terracotta Meaning in Odia (Oriya). ( terracotta ଶବ୍ଦର ଓଡିଆ ଅର୍ଥ)



ଟେରାକୋଟା, କୁମ୍ଭାରର ବାଲି ମାଟିରେ ନିର୍ମିତ,

Noun:

କୁମ୍ଭାରର ବାଲୁକା ମାଟି |, ଟେରାକୋଟା |,

terracotta తెలుగు అర్థానికి ఉదాహరణ:

ଚିନ୍ ସମ୍ରାଟ ବିଜୟ କରି ଅଧିକାର କରିଥିବା ରାଜ୍ୟ ସବୁ ପୂର୍ବ ଦିଗକୁ ରହିଥିବାରୁ ସମାଧୀର ପୂର୍ବ ଦିଗରେ ଟେରାକୋଟା ସେନାକୁ ମୁତୟନ କରାଯାଇଥିଲା ଓ ଏମାନେ ପୂର୍ବ ପଟରୁ ସମ୍ରାଟଙ୍କ ସମାଧୀର ସୁରକ୍ଷା କରୁଥିଲେ ।

୧୯୭୨ ମସିହାରେ ହୋଇଥିବା ରାଜା ତୁତାନ୍‍ଖାମୁନ୍‍ଙ୍କ ପ୍ରଦର୍ଶନୀ ପରେ ଏହି ଟେରାକୋଟା ସେନା ପ୍ରଦର୍ଶନୀ ବ୍ରିଟିଶ୍ ମ୍ୟୁଜିୟମ୍‍କୁ ସର୍ବାଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା ।

ପ୍ରାଚୀନ ଚୀନ ଦେଶର ଚିନ୍ (Qin) ରାଜବଂଶର ପ୍ରଥମ ସମ୍ରାଟ ଚିନ୍ ଶି ହୁଆଂଗ୍‍ଙ୍କ କବରରୁ ମାଟି ବା ଟେରାକୋଟା ନିର୍ମିତ ଶହ ଶହ ସୈନିକ ମୂର୍ତ୍ତି ଉଦ୍ଧାର କରାଯାଇଥିଲା ।

|ଟେରାକୋଟା|ପାରମ୍ପରିକ ଚିତ୍ରକଳା|ପଥର ଏବଂ କାଠ ଖୋଦେଇ କଳା|ଧାତୁନିର୍ମିତ ହସ୍ତଶିଳ୍ପ ସାମଗ୍ରୀ|ପ୍ରାକୃତିକ ହସ୍ତଶିଳ୍ପ|ଆଦିବାସୀ ହସ୍ତଶିଳ୍ପ|ପ୍ରାକ-ବୟନ ବିଧି|ହାତବୁଣା ବସ୍ତ୍ର| ଦେଖିବା ସମୟ |ସୋମବାର ବ୍ୟତୀତ ସପ୍ତାହର ଅନ୍ୟ ସମସ୍ତ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ଖୋଲା ରହେ ।

|୨୦୧୭ ମସିହା ଅପ୍ରେଲ୍ ୩ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ନ୍ୟୁୟର୍କ ନଗରୀର ମେଟ୍ରୋପୋଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟ୍‍ଠାରେ "Age of Empires: Chinese Art of the Qin and Han Dynasties" ନାମକ ଏକ ପ୍ରଦର୍ଶନୀରେ ମଧ୍ୟ ଅନେକ ଟେରାକୋଟା ସେନା ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା ।

ସେ ଯୋଗୀମଠ ଡଙ୍ଗର ପ୍ରାଗୈତିହାସିକ ପଥର କଳା, ଘାଟ ଘୁମର ପଥର କଳା ତମ୍ବା ପ୍ଲେଟ, ଶରାବପୁରିଆ ରାଜବଂଶର ସୁନା ମୁଦ୍ରା, ମାଟି ମୋହର, ପାଣ୍ଡୁବଂଶୀ ରାଜବଂଶର ପଥର ମୁଦ୍ରା, କଳାଚୁଡ଼ି ମୁଦ୍ରା, ଟେରାକୋଟା, ମାଳି ଏବଂ ମୂର୍ତ୍ତି ଆଦି ଆବିଷ୍କାର କରିଛନ୍ତି ।

ଉଦାହରଣ ସ୍ୱରୂପ, ଟେରାକୋଟା ସେନାର ପ୍ରତ୍ନତାତ୍ତ୍ୱିକ ଖନନ ପରେ କିଛି ପ୍ରତିମୂର୍ତ୍ତିର ପୃଷ୍ଠରେ କରା ହୋଇଥିବା ଚିତ୍ରକାମ ଝଡ଼ିବାକୁ ଲାଗିଲା ବା ଝାପ୍‍ସା ହେବାକୁ ଲାଗିଲା ।

| ଆବିଷ୍କାର |୧୯୭୪ ମସିହା ମାର୍ଚ୍ଚ ୨୯ ତାରିଖରେ ଲି ପାହାଡ଼ ବା ଢିପ (ଲିଶାନ୍)ରେ ରହିଥିବା ସମ୍ରାଟଙ୍କ ସମାଧୀରୁ ପ୍ରାୟ ୧.୫ କିଲୋମିଟର୍ ପୂର୍ବ ପଟକୁ କିଛି କୃଷକ ପାଣି ପାଇଁ ଏକ କୂପ ଖୋଳୁଥିବା ସମୟରେ ଟେରାକୋଟା ସେନା ଆବିଷ୍କାର କରିଥିଲେ ।

|୨୦୧୩ ମସିହା ୧୫ ମାର୍ଚ୍ଚ୍‍ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡର ବର୍ଣ୍ଣ୍ ନଗରର ହିଷ୍ଟୋରିକାଲ୍ ମ୍ୟୁଜିୟମ୍ ଅଫ୍ ବର୍ଣ୍ଣ୍‍ଠାରେ ଟେରାକୋଟା ସୈନିକ ଓ ସେମାନଙ୍କ ସମ୍ପର୍କିତ କିଛି ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା ।

ପୁଣି ଲି ପାହାଡ଼ ପାଖରେ କରାଯାଇଥିବା ଖନନରୁ ଜଣା ପଡ଼ିଲା ଯେ, ୧୮ଶ ଓ ୧୯ଶ ଶତାବ୍ଦୀରେ ଏଠାକାର ଅନେକ କବର ଖୋଳାଯାଇଥିଲା ଓ ସେଥିରୁ ଟେରାକୋଟା ଖଣ୍ଡ ସବୁ ମିଳିଥିଲା ମଧ୍ୟ ।

ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।

| ଅସ୍ତ୍ରଶସ୍ତ୍ର | ବୈଜ୍ଞାନିକ ଗବେଷଣା | ପ୍ରଦର୍ଶନୀ |୨୦୦୭ ମସିହା ସେପ୍ଟେମ୍ବର ୧୩ ତାରିଖରୁ ୨୦୦୮ ମସିହା ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଲଣ୍ଡନର ବ୍ରିଟିଶ୍ ମ୍ୟୁଜିୟମ୍‍ରେ ୧୨ଟି ଟେରାକୋଟା ଯୋଦ୍ଧା ଓ ୧୨୦ଟି ପ୍ରାଚୀନ ବସ୍ତୁଙ୍କର "The First Emperor: China's Terracotta Army" ନାମକ ଏକ ବିଶେଷ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

୨୦୧୧ ମସିହା ଫେବୃଆରୀ ୧୧ରୁ ଜୁନ୍ ୨୬ ପର୍ଯ୍ୟନ୍ତ ମଣ୍ଟ୍ରିଆଲ୍‍ର ଲଳିତ କଳା ସଂଗ୍ରହାଳୟରେ "L'Empereur guerrier de Chine et son armée de terre cuite" (ଚୀନର ବୀର/ଯୋଦ୍ଧା ସମ୍ରାଟ ଓ ତାଙ୍କର ଟେରାକୋଟା ସେନା) ନାମରେ ଆୟୋଜିତ ପ୍ରଦର୍ଶନୀରେ ଏହି ପ୍ରଖ୍ୟାତ କିର୍ତ୍ତୀ ଓ ସମାଧୀ ସ୍ଥଳର କିଛି ମୂର୍ତ୍ତି ପ୍ରଦର୍ଶିତ ହୋଇଛି ।

terracotta's Usage Examples:

Terra cotta is a color that resembles terracotta pottery.


Fish, polychromic terracotta, 5th century BCE, found in Amathus.


tradition were figurative sculpture in terracotta (especially life-size on sarcophagi or temples), wall-painting and metalworking especially in bronze.


Looting and repatriation Since the 1970s, Nok terracotta figures have been heavily looted.


Mankalir Dhap: terracotta plaques, bronze Ganesha, bronze Garuda etc.


Other finds include oil lamps, ivory comb, fragrance bottle, terracotta lamps, bone spoons, leaf-shaped marble sconces and coins.


synthetic resin mixed with powdered stones, supported by a steel armature and fibreglass matting, creating an appearance similar to terracotta or cemented iron.


He uncovered part of a necropolis, a large terracotta drain and two houses.


Basic earthenware, often called terracotta, absorbs liquids such as water.


Glazed faience beads were produced and terracotta figurines became more detailed.


Excavation of terracotta vessels, headrests, and anthropomorphic figurines from the Calabar region, dated to roughly.


A terracotta plaque bearing the image of Mallinath, a female tirthankar (saint) of the Jain religion, was found at the Mound of Dam Dam Peer in Manirampur Upazila.


Each of the main traders could employ approximately 1,000 diggers to unearth terracottas every day.



terracotta's Meaning in Other Sites