tennises Meaning in Odia (Oriya). ( tennises ଶବ୍ଦର ଓଡିଆ ଅର୍ଥ)
ଟେନିସ୍,
Noun:
ଟେନିସ ଖେଳ,
People Also Search:
tennotennos
tenny
tennyson
tenon
tenoned
tenoner
tenons
tenor
tenor drum
tenor voice
tenorist
tenorists
tenoroon
tenoroons
tennises తెలుగు అర్థానికి ఉదాహరణ:
ସେ ତାଙ୍କର ସ୍କୁଲବେଳେ ଟେନିସ୍ ଦଳର ଅଧିନାୟିକା ଥିଲେ ଏବଂ ତାଙ୍କର ସାଙ୍ଗ କାରା ରୋସ୍ ଜଣେ ଅଳଙ୍କାର ଡିଜାଇନର୍ ।
ଅଳ୍ପ ବୟସରେ ସେ ଜାତୀୟ ସ୍ତରରେ ବ୍ୟାଡ଼ମିଣ୍ଟନ ଏବଂ ଟେନିସ୍ରେ ଖେଳିବାର ସୁଯୋଗ ପାଇଥିଲେ ।
|୧୯୬୬ ମସିହାରେ କିରଣ ତାଙ୍କ ତରୁଣ ବୟସରେ ଜାତୀୟ ଟେନିସ୍ ଖେଳରେ ବିଜୟୀ ହୋଇଥିଲେ।
|ଗୀତ|ଆଧାର|ବାହାର ଆଧାର|୨୦୦୩ର ଓଡ଼ିଆ କଥାଚିତ୍ର ସ୍ୱେତାନା କିରିଲୋଭା ପିରୋନ୍କୋଭା (Цветана Кирилова Пиронкова ) (ଜନ୍ମ ୧୩ ସେପ୍ଟେମ୍ବର ୧୯୮୭) ଜଣେ ବୁଲ୍ଗେରିଆ ପେଶାଗତ ଟେନିସ୍ ଖେଳାଳି ।
ଏହି କ୍ଲବ୍ର ଆଉ କିଛି ଖେଳରେ ମଧ୍ୟ ଶାଖାମାନ ରହିଛି; ଯଥା – ଚେସ, ହ୍ୟାଣ୍ଡବଲ, ବାସ୍କେଟ୍ବଲ, ଜିମ୍ନାଷ୍ଟିକ୍ସ, ବୋଲିଂ, ଟେବୁଲ୍ ଟେନିସ୍; ଯେଉଁଥିରେ ୧୧୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି ।
|ଅନ୍ୟାନ୍ୟ ଲୋକପ୍ରିୟ ଖେଳ ହେଉଛି : ବରଫକ୍ରୀଡା, ବକ୍ସିଂ (ମୁଷ୍ଟିଯୁଦ୍ଧ), ହ୍ୟାଣ୍ଡବଲ, ଭଲିବଲ, ବାସ୍କେଟବଲ, ବରଫ ହକି, ଟେନିସ୍, ଘୋଡ଼ା ଚଢା ଓ ଗଲ୍ଫ ।
|ଗୀତ|ଆଧାର|ବାହାର ଆଧାର|୨୦୧୨ର ଓଡ଼ିଆ କଥାଚିତ୍ର କିରଣ ବେଦୀ (ଜନ୍ମ:୯ ଜୁନ୍ ୧୯୪୯) ଜଣେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ଅଫିସର, ସମାଜସେବୀ, ପୂର୍ବବର୍ତ୍ତୀ ଟେନିସ୍ ଖେଳାଳୀ ଓ ରାଜନେତ୍ରୀ ଏବଂ ବର୍ତ୍ତମାନ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ନର୍ ଅଟନ୍ତି।
ଏମାନଙ୍କ ମଧ୍ୟରେ ସର୍ବକନିଷ୍ଠ ଆଣ୍ଡ୍ର୍ୟୁ କ୍ୟାଷ୍ଟେଲ୍ (Andrew Castle) ଜଣେ ପୁର୍ବତନ ଟେନିସ୍ ଖେଳାଳୀ ତଥା ଏବେକା ଦିନରେ ଟେଲିଭିଜନର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଅଟନ୍ତି।
|ଅନ୍ୟ କ୍ରୀଡା|ସେ ଜଣେ ପ୍ରତିଭାଶାଳୀ ଖେଳାଳି ଓ ତାହା ସହ ମଧ୍ଯ ଗଲ୍ଫ,ବ୍ୟାଡମିଣ୍ଟନ୍,ପହଁରା ଓ ଟେନିସ୍ ଖେଳରେ ମାହିର।
ପ୍ଲୋଭ୍ଦିଭ୍ରେ ଜନ୍ମ ହୋଇଥିବା ପିରୋନ୍କୋଭା, ୪ ବର୍ଷ ବୟସରେ ତାଙ୍କ ବାପାଙ୍କଠାରୁ ଟେନିସ୍ ଶିଖିବା ଆରମ୍ଭ କରିଥିଲେ ।
Synonyms:
lawn tennis, service break, court tennis, set point, footfault, court game, advantage, royal tennis, real tennis, singles, return, professional tennis, doubles,
Antonyms:
defeat, disadvantage, liability, inexpedience, unfavorableness,