<< telegraphy telekineses >>

telegu Meaning in Odia (Oriya). ( telegu ଶବ୍ଦର ଓଡିଆ ଅର୍ଥ)



ତେଲୁଗୁ,

Noun:

ତେଲୁଗୁ,

telegu తెలుగు అర్థానికి ఉదాహరణ:

ଏହା ପରେ ଚୈତନ୍ୟ ମାଲାୟଲମ୍ ଚଳଚ୍ଚିତ୍ର ‌ପ୍ରେମମ୍‌ର ତେଲୁଗୁ ପୁନଃନିର୍ମାଣରେ ନାୟକ ସାଜିଥିଲେ ।

ପ୍ରଖ୍ୟାତ ଗଜଲ ଗାୟକ ଡାକ୍ତର ଗଜଲ ଶ୍ରୀନିବାସଙ୍କ ତେଲୁଗୁ ଗଜଲ ବେଶ ଲୋକପ୍ରିୟ ।

|ଗୀତ|ଆଧାର|ବାହାର ଆଧାର|୧୯୯୮ର ଓଡ଼ିଆ କଥାଚିତ୍ର ଦୁକୁଡ଼ୁ, ୨୦୧୧ରେ ମୁକ୍ତିଲାଭ କରିଥିବା ତେଲୁଗୁ କଥାଚିତ୍ର ।

ରକ୍ତଚନ୍ଦନ (Pterocarpus santalinus), ଲାଖ ଗଛ (Shorea talura), (Shorea thumburggaia), ଚନ୍ଦନ, ପେରିଟା (ତେଲୁଗୁ ଭାଷାର ନାମ, ବୈଜ୍ଞାନିକ ନାମ Cycas beddomei), ସାଇଲୋଟମ୍ ନ୍ୟୁଡମ୍, ଟର୍ମିନାଲିଆ ପାଲ୍ଲାଡିଆ ଇତ୍ୟାଦି ଗଛ ଏହି ଅଞ୍ଚଳରେ ଦେଖିପାରିବା ।

| ଭିନ୍ନ ବର୍ଣ୍ଣନା ଅନୁସାରେ ମନ୍ଥରା ||ତେଲୁଗୁ ରାମାୟଣରେ ମନ୍ଥରା ବିଷୟରେ ଭିନ୍ନ ବର୍ଣ୍ଣନା ଦେଖିବାକୁ ମିଳେ ।

ସେ ମୁଖ୍ୟତଃ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ତାଙ୍କର ଜେଜେ ଅକ୍କିନେନି ନାଗେଶ୍ୱର ରାଓ, ମାମୁଁ ଭେଙ୍କଟେଶ ଦଗୁପତି, ସୁରେଶ ଦଗୁପତି, ମାମୁଁ ପୁଅ ଭାଇ ରାଣା ଦଗୁପତି ଏବଂ ପୀଉସୀର ପିଲା, ସୁମନ୍ତ, ସୁଶାନ୍ତ ଏବଂ ସାମନ୍ତା ସଭିଏଁ ତେଲୁଗୁ କଥାଚିତ୍ର ଜଗତର ଅଭିନେତା ।

|ଅଭିନୀତ କଥାଚିତ୍ର|ଆଧାର|ଅଧିକ ତ‌ଥ୍ୟ|୧୯୯୦ ଜନ୍ମ|ଜୀବିତ ବ୍ୟକ୍ତି|ହିନ୍ଦୀ କଥାଚିତ୍ର ଅଭିନେତ୍ରୀ|ତେଲୁଗୁ କଥାଚିତ୍ର ଅଭିନେତ୍ରୀ|କନ୍ନଡ଼ କଥାଚିତ୍ର ଅଭିନେତ୍ରୀ|ତାମିଲ କଥାଚିତ୍ର ଅଭିନେତ୍ରୀ କାଲାମିନ, ଅନ୍ୟ ନାମ କାଲାମିନ ଲୋସନ (ଇଂରାଜୀ ଭାଷାରେ Calamine also known as calamine lotion) ଏକ ଔଷଧ ଯାହା ସାମାନ୍ୟ ଗଲୁ (itchiness) ହେଉଥିଲେ ବ୍ୟବ‌ହାର କରାଯାଏ ।

ଏବଂ ପୁଣିଥରେ ସେହି ବର୍ଷ ସେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ନାୟିକା ସାଜିଥିଲେ ।

ସେ ଯାହାହେଉ, ଚତୁର ରାଜନୈତିକ ଗୋଟିଚାଳନାଦ୍ୱାରା ବ୍ୟବସାୟୀ ଇଂରେଜ ପ୍ରଶାସକ ଶକ୍ତିଶାଳୀ ଓଡ଼ିଆଜାତିକୁ ତିନି ଭାଗରେ ବିଭକ୍ତ କରି ପଡ଼ୋଶୀ ତେଲୁଗୁ, ବଙ୍ଗାଳୀ ଓ ହିନ୍ଦୀଭାଷୀଙ୍କଦ୍ୱାରା ଧନ, ଧର୍ମ ଓ ଭାଷା ଧ୍ୱଂସ କରିବାର ଛଦ୍ମ ପ୍ରଚେଷ୍ଟା ମଧ୍ୟରେ ନିଜକୁ ଓଡ଼ିଆ ଜାତିର ହିତାକାଂକ୍ଷୀ ଭାବେ ବିଶ୍ୱସନୀୟ ପରିଚୟଟିଏ ସ୍ଥାପନ କରିବାରେ ବହୁ ବିଳମ୍ବରେ ସଫଳ ହେଲେ ।

ସୋନାଲୀ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ, ମରାଠୀ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ତେଲୁଗୁ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିକୁ ସେମାନେ ଅମଳର ପର୍ବ ଭାବରେ ଏହି ଦିନଟି ପାଳନ କରାଯାଏ, କିନ୍ତୁ କେବେକେବେ ମକର ସଂକ୍ରାନ୍ତି ଗ୍ରହ ଚଳ‌ନ‌କୁ ନେକ ୧୩ କିମ୍ବା ୧୫ ଜାନୁଆରୀରେ ମଧ୍ୟ ପଡ଼େ ।

telegu's Usage Examples:

we can only be bemused by the unfounded claims that our stories are being teleguided externally.



telegu's Meaning in Other Sites