taliban Meaning in Odia (Oriya). ( taliban ଶବ୍ଦର ଓଡିଆ ଅର୍ଥ)
ତାଲିବାନ୍,
Noun:
ତାଲିବାନ,
People Also Search:
taliontalipats
taliped
talipeds
talipes
talipot
talipots
talisman
talismanic
talismans
talk
talk about
talk into
talk of
talk of the town
taliban తెలుగు అర్థానికి ఉదాహరణ:
|ତାଲିବାନ୍ ସରକାରଙ୍କଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତିରେ ଇସ୍ଲାମୀୟ ନିୟମର ବିରୋଧୀ ବୋଲି ମୂର୍ତ୍ତି ଧ୍ୱଂସ କରାଯିବାର ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ ପାଇଥିଲା ।
|୨୦୦୧ ମସିହା ମାର୍ଚ୍ଚ ମାସରେ ତାଲିବାନ୍ର ମୁଖ୍ୟ ମୁଲ୍ଲା ମହମ୍ମଦ ଓମାରଙ୍କ ନିର୍ଦ୍ଦେଶ କ୍ରମେ ଡାଇନାମାଇଟ୍ ଲଗାଇ ଏହି ମୂର୍ତ୍ତିଗୁଡ଼ିକ ଧ୍ୱଂସ କରିଦିଆ ଯାଇଥିଲା ।
ତାଲିବାନ୍ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ।
|୧୯୯୭-୨୦୦୧ ମସିହାରେ ତାଲିବାନ୍ ଗୋଷ୍ଠୀଦ୍ୱାରା କରାଯାଇଥିବା ଆକ୍ରମଣ|ଅବଦୁଲ୍ ୱହିଦ୍ ନାମକ ଜଣେ ତାଲିବାନ୍ ସେନାଧ୍ୟକ୍ଷ ବାମିୟାନ୍ ଉପତ୍ୟକା ଅଞ୍ଚଳର ନିୟନ୍ତ୍ରଣ କରୁଥିଲେ ।
ଭାରତ ସରକାର ଆଫଗାନିସ୍ତାନର ତାଲିବାନ୍ ସରକାରକୁ ମାନୁନଥିଲେ କିନ୍ତୁ ସମସ୍ତ କଳାକୃତିକୁ ସଂରକ୍ଷିତ ଓ ନିରାପଦରେ ରଖିବା ପାଇଁ ଆଫଗାନିସ୍ତାନରେ ରହିଥିବା ସମସ୍ତ ଅଣ-ଇସ୍ଲାମୀୟ କଳାକୃତିକୁ ଭାରତ ପଠାଇଦେବାକୁ ପ୍ରସ୍ତାବ ଦେଇଥିଲେ ।
|ତାଲିବାନ୍ ମହାରାଜଦୂତ ସୈଦ ରହମତୁଲ୍ଲା ହାଶେମି ମତ ରଖିଥିଲେ ଯେ ସ୍ୱିଡେନ୍ ଦେଶର ଏକ କଳାକୃତି ସଂରକ୍ଷଣ ଗୋଷ୍ଠୀ ବାମିୟାନ୍ ବୁଦ୍ଧଙ୍କ ମୁଣ୍ଡର ସଂରକ୍ଷଣ ଓ ମରାମତି କାର୍ଯ୍ୟର ଦାୟିତ୍ୱ ନେବାକୁ ଚାହିଁଥିଲେ ଓ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଆଫଗାନି ସଂସ୍ଥାଙ୍କଦ୍ୱାରା ମୂର୍ତ୍ତିକୁ ନଷ୍ଟ କରିବାର ନିଷ୍ପତ୍ତି ନିଆଯାଇଥିଲା ।
ବୁଦ୍ଧ ମୂର୍ତ୍ତିର ପାର୍ଶ୍ୱରେ ରହିଥିବା ଜଳ ନିଷ୍କାସନ ବ୍ୟବସ୍ଥାର ମରାମତି ପାଇଁ ୨୦୦୦ ମସିହାର ପ୍ରଥମାର୍ଦ୍ଧରେ ତାଲିବାନ୍ ମିଳିତ ଜାତିସଂଘକୁ ଆର୍ଥିକ ସହାୟତା ମାଗିଥିଲା ।
ଇସ୍ଲାମରେ ମୂର୍ତ୍ତିପୂଜା ନିଷେଧ ଓ ଏହି କଳାକୃତି ବୁଦ୍ଧଙ୍କ ପ୍ରତିମୂର୍ତ୍ତି ହୋଇଥିବାରୁ ତାଲିବାନ୍ ସରକାର ଏମାନଙ୍କୁ ଧ୍ୱଂସ କରିବାର ଆଦେଶ ଦେଇଥିଲେ ।
ତାଲିବାନ୍ ଶାସନର ଦମନ ପରେ ଜାପାନ ସରକାର, ସ୍ୱିଜରଲ୍ୟାଣ୍ଡର ବୁବେନ୍ଡର୍ଫ୍ ଆଫଗାନି ଅନୁଷ୍ଠାନ ଏବଂ ଜୁରିକ୍ ନଗରର ବିଶ୍ୱବିଦ୍ୟାଳୟ ଏଟେହା (ETH - Eidgenössische Technische Hochschule Zürich) ଇତ୍ୟାଦିଙ୍କ ମିଳିତ ଉଦ୍ୟମରେ ମୂର୍ତ୍ତିମାନଙ୍କ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା ।
ତାଲିବାନ୍ ସରକାରକୁ ସମର୍ଥନ କରୁଥିବା ତିନି ରାଷ୍ଟ୍ର ଆରବ ଏମିରେଟ୍ସ, ପାକିସ୍ତାନ ଓ ସାଉଦି ଆରବଙ୍କ ସମେତ ଅନ୍ୟ ସମସ୍ତ ଇସ୍ଲାମୀୟ ରାଷ୍ଟ୍ର ମଧ୍ୟ କଳାକୃତିକୁ ନଷ୍ଟ କରିବାର ବିରୋଧ ତଥା ନିନ୍ଦା କରିଥିଲେ ।
|୨୦୦୧ ମସିହା ମାର୍ଚ୍ଚ ମାସରେ ତାଲିବାନ୍ ମୁଖିଆ ମୁଲ୍ଲା ଓମାରଙ୍କ ନିର୍ଦ୍ଦେଶକ୍ରମେ ବାମିୟାନ୍ ବୁଦ୍ଧ ମୂର୍ତ୍ତିମାନଙ୍କୁ ଧ୍ୱଂସ କରିଦିଆଗଲା ।
ପରବର୍ତ୍ତୀ କାଳରେ ଏହି ଘଟଣାକୁ ଚରମପନ୍ଥୀ ତାଲିବାନ୍ ଗୋଷ୍ଠୀର ଧାର୍ମିକ ଅସହିଷ୍ଣୁତାର ପ୍ରମାଣ ଭାବେ ବିଶ୍ୱସାରା ନିନ୍ଦା କରାଗଲା ।
ମୂର୍ତ୍ତି ନଷ୍ଟ କରିବାକୁ ବିରୋଧ କରି UNESCO ତାଲିବାନ୍ ସରକାରଙ୍କୁ ୩୬ ଥର ଲେଖିଥିବା ବିଷୟ ତାଲିବାନ୍ ମନ୍ତ୍ରୀ ଅବଦୁଲ୍ ସଲାମ୍ ଜୈଫ୍ କହିଥିଲେ ।
taliban's Usage Examples:
2002–2008 Afghanistan, War in Afghanistan, counter talibans operations.