syphilise Meaning in Odia (Oriya). ( syphilise ଶବ୍ଦର ଓଡିଆ ଅର୍ଥ)
ସିଫିଲିସ୍,
Noun:
ସିଫିଲିସ୍ |,
People Also Search:
syphilisedsyphilises
syphilitic
syphilitics
syphilize
syphilizes
syphiloid
syphilologist
syphilology
syphon
syphoned
syphoning
syphons
syping
syr
syphilise తెలుగు అర్థానికి ఉదాహరణ:
ସିଫିଲିସ୍ ରୋଗ ଆଣ୍ଟିବାୟୋଟିକ ଚିକିତ୍ସାରେ ଭଲ ହୋଇଯାଏ ।
| ରୋଗନୁଶୀଳନ ଓ ଇତିହାସ |ସନ ୨୦୦୮ର ହିସାବ ଅନୁଯାୟୀ ୫୦୦ ନିୟୁତ ଲୋକ ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗରେ ପୀଡ଼ିତ ହୋଇଥିଲେ ।
ସିଫିଲିସ୍, ଆନ୍ଥ୍ରାକ୍ସ, ପାଟି ସଂକ୍ରମଣ (mouth infections), ନିମୋନିଆ, କଣ୍ଠଅଳତି, ସେଲ୍ୟୁଲାଇଟିସ୍ ଓ ପଶୁ କାମୁଡ଼ା ଭଳି କେତେକ ନିର୍ଦ୍ଦିଷ୍ଟ ରୋଗରେ ଏହା ବ୍ୟବହାର କରାଯାଏ ।
ସ୍ଟ୍ରେପ ଥ୍ରୋଟ (strep throat), କଣ୍ଠଅଳତି, ସିଫିଲିସ୍ ଓ ୟଜ ରୋଗ ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହାର କରାଯାଏ ।
|ସିଫିଲିସ୍ ରୋଗ ଯୌନ କ୍ରିୟା ସମୟରେ ସଞ୍ଚାରିତ ହୁଏ ।
|ସ୍ୱଳ୍ପ ସାଧାରଣ ଜୀବାଣୁ ନାମ: ସ୍ଟାଫିଲୋକୋକସ ଅରିଅସ (ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ), ସ୍ଟ୍ରେପ୍ଟୋକୋକସ ନିମୋନି, ମାଇକୋପ୍ଲାଜ୍ମା ନିମୋନି, କ୍ଲାମିଡିଆ ନିମୋନି, ପର୍ଟୁସିସ୍, ଫୁସୋବ୍ୟାକ୍ଟେରିଅମ, ଡିପଥେରିଆ, ସିଫିଲିସ୍ ଓ ଗନେରିଆ ।
ଯୁକ୍ତରାଷ୍ଟ୍ରରେ ପ୍ରାୟ ୨% ଲୋକଙ୍କର ପ୍ରାରମ୍ଭିକ ସିଫିଲିସ୍ ଅବସ୍ଥାରେ ନ୍ୟୁରୋସିଫିଲିସ୍ ହୋଇଥାଏ ।
କିଛି ପରିମାଣରେ ସୁରକ୍ଷା ମିଳୁଥିବା ଅନ୍ୟ କେତେକ ରୋଗମାନଙ୍କ ନାମ ଜେନିଟାଲ ହର୍ପିସ (genital herpes), ହ୍ୟୁମାନ ପାପିଲୋମା ଭୁତାଣୁ (human papillomavirus ବା HPV) ଓ ସିଫିଲିସ୍ ।
ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗ ଆରୋଗ୍ୟସାଧ୍ୟ ଓ ହର୍ପିସ୍, ହେପାଟାଇଟିସ୍ ବି, ଏଚ ଆଇ ଭି/ଏଡ୍ସ ଓ ଏଚପିଭି ରୋଗ ଚିକିତ୍ସାସାଧ୍ୟ କିନ୍ତୁ ଆରୋଗ୍ୟସାଧ୍ୟ ନୁହେଁ ।
ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | ଆଣ୍ଟିବାୟୋଟିକ୍ ଉପଲବ୍ଧ ହେବା ପୂର୍ବରୁ ସିଫିଲିସ୍ ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୦% ନ୍ୟୁରୋସିଫିଲିସ୍ ରୋଗୀ ଥିଲେ।
ଗର୍ଭାବସ୍ଥାରେ ବା ପ୍ରସବ ସମୟରେ ମାତାଠାରୁ ଶିଶୁକୁ ରୋଗ ସଞ୍ଚାରିତ ହୋଇ ଜନ୍ମଜ ସିଫିଲିସ୍ ରୋଗ ହୁଏ ।
ମୁଖବ୍ରଣ, କଲେରା, ପ୍ଲେଗ (plague), ବ୍ରୁସେଲୋସିସ (brucellosis), ମ୍ୟାଲେରିଆ ଓ ସିଫିଲିସ୍ ଆଦି ରୋଗମାନଙ୍କରେ ଏହା ଦିଆଯାଏ ।