<< symmetral symmetric >>

symmetrian Meaning in Odia (Oriya). ( symmetrian ଶବ୍ଦର ଓଡିଆ ଅର୍ଥ)



ସମୃଦ୍ଧ,

Adjective:

ସନ୍ତୁଳନ,

symmetrian తెలుగు అర్థానికి ఉదాహరణ:

କିନ୍ତୁ ମେଘନାଦ ଶାହାଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁ ତାଙ୍କ ସପକ୍ଷରେ ଜନମତ ଯିବାରୁ ସେ ସ୍ୱାଧୀନ ଏମ.ପି ହୋଇପାରିଥିଲେ ଏବଂ ରିସର୍ଚ୍ଚ ଲାବ୍ରୋଟୋରି ଓ ଲାଇବ୍ରେରିଗୁଡ଼ିକ ସମୃଦ୍ଧଶାଳୀ କରାଇବା ପାଇଁ ଲୋକ ସଭାରେ ବରାବର ଦାବି ଉପସ୍ଥାପନ କରିଆସୁଥିଲେ ।

ପ୍ରକାଶର ଲମ୍ବା ତରଙ୍ଗ ଲାଲ ଏବଂ ଛୋଟ ତରଙ୍ଗ ନୀଳକୁ ତରଙ୍ଗ ଦୈର୍ଘ୍ୟ ତୁଳନାରେ ଅଧିକ କୁଶଳତାରେ ଅବଶୋଷିତ କରିଥାଏ ଯାହା ମାନବ ଆଖିକୁ ସବୁଜ ଦେଖା ଯାଇଥାଏ , ଏଥିପାଇଁ ଗଛଦ୍ୱାରା ପରିଲିଖିତ ପ୍ରକାଶ ସବୁଜ ରଙ୍ଗର ସମୃଦ୍ଧ ହୋଇଥାଏ।

ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ ।

ହିନ୍ଦୁ ପୌରାଣିକ କଥାରେ , "କୁବେର", ଧନର ଦେବତା ଅଟନ୍ତି ଏବଂ ଅନୁମାନ କରାଯାଏ କି, ଯଦି କୁବେର କୋଲାମର ପୂଜା କରାଯାଏ ; ଯେପରି ଶାସ୍ତ୍ରରେ ହୋଇଥାଏ, ତେବେ ତାହାକୁ ଧନ ଓ ସମୃଦ୍ଧି ସହିତ ପୁରସ୍କୃତ କରାଯିବ ।

ଏହି ଗଳ୍ପ ସଂକଳନଟି ସାଆଦତ ହସନ ମଣ୍ଟୋଙ୍କର ୫୦ଟି ଅନୁବାଦିତ ଉର୍ଦ୍ଦୁ ଗଳ୍ପକୁ ନେଇ ସମୃଦ୍ଧ

ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

୪୧ଖଣ୍ଡ ପୁସ୍ତକ ରଚନା କରି, ସେ ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ସମୃଦ୍ଧ କରିଛନ୍ତି ।

ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା ।

ସେ ବହୁ ପ୍ରବନ୍ଧ, ଗଳ୍ପ, ନାଟକ, କବିତା ଓ କାହାଣୀ ରଚନା କରି ଆଧୁନିକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାକୁ ସେ ଉଦ୍ୟମ କରିଥିଲେ ।

ମହାଲକ୍ଷ୍ମୀ ଜୀବନ ଧାରଣ ଓ ସମୃଦ୍ଧି, ମହାସରସ୍ୱତୀ ଜ୍ଞାନ, ମହାକାଳୀ ସ୍ୱାସ୍ଥ୍ୟ ଓ ମହାଦୁର୍ଗା ଦେଶଭକ୍ତିର ପ୍ରତୀକାତ୍ମକ ରୂପ ବୋଲି ସେ କହନ୍ତି ।

ତାଙ୍କ ବାପା ଜଣେ ସମୃଦ୍ଧ ବ୍ୟାପାରୀ ଥିଲେ ।

||ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ ।

୨୦୧୩ରେ, ନେମାଡେଙ୍କ ହିନ୍ଦୁ: ଏକ ସମୃଦ୍ଧ ଅଡଗଲ (ମରାଠୀ:हिंदू एक समृद्ध अडगळ) ପ୍ରକାଶ ପାଇଥିଲା ଯାହାକି ତାଙ୍କ ଶ୍ରେଷ୍ଠ ଉପନ୍ୟାସ ଭାବରେ ପରିଗଣିତ ହୋଇଥିଲା | ନେମାଡେ "ସାହିତ୍ୟ ଏକାଡେମୀ ପୁରସ୍କାର" ପାଇବା ସହିତ ଭାରତର ସର୍ବୋଚ୍ଚ ସାହିତ୍ୟିକ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି ସେ ।

symmetrian's Meaning in Other Sites