swisses Meaning in Odia (Oriya). ( swisses ଶବ୍ଦର ଓଡିଆ ଅର୍ଥ)
ସ୍ୱିସ୍,
ସ୍ୱିଜରଲ୍ୟାଣ୍ଡର ଦେଶବାସୀ ବା ବାସିନ୍ଦା |,
People Also Search:
switchswitch hit
switch hitter
switch off
switch on
switchable
switchback
switchbacks
switchblade
switchblades
switchboard
switchboards
switched
switched on
switcher
swisses తెలుగు అర్థానికి ఉదాహరణ:
ସ୍ୱିସ୍ ଉଚ୍ଚସମଭୂମିରେ ରୋମାନ୍ ଯୁଗରେ ବସବାସ କରୁଥିବା ହେଲଭେଟି ନାମକ ଏକ ଜାତିରୁ ହେଲଭେଟିକା (Helvetica) ଶବ୍ଦର ଉତ୍ପତ୍ତି ।
ସେ ପ୍ରଥମ ଥର ପାଇଁ ତାମିଲ ଚଳଚ୍ଚିତ୍ର କଢ଼ିଲୁକୁ କନାଲାଇରେ ଜୟ ଆକାଶଙ୍କ ବିପକ୍ଷରେ ଅଭିନୟ କରିଥିଲେ ଓ ପରେ ସ୍ୱିସ୍ ରାଜା ଭଳି ଚଳଚ୍ଚିତ୍ରରେ କାମ କରିଥିଲେ ।
ଭାଷାଗତ ବିଭିନ୍ନତା ଯୋଗୁଁ ସ୍ୱିଜରଲ୍ୟାଣ୍ଡର ଅନେକ ନାମ ରହିଛି – ଯଥା : ଜର୍ମାନରେ ଶ୍ୱାଇଜ୍ (Schweiz), ଫରାସୀରେ ସ୍ୱିସ୍ (Suisse), ଇଟାଲୀୟରେ ସ୍ୱିଜ୍ଜେରା (Svizzera) ଓ ରୋମାଂଶରେ ସ୍ୱିଜ୍ରା (Svizra) ।
| ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ | ଭାଷା |ଆଧାର|Spanish to English|ଦେଶ|ଇଉରୋପ ସୁଇଜରଲ୍ୟାଣ୍ଡ / ସ୍ୱିଜରଲ୍ୟାଣ୍ଡ ବା ସ୍ୱିସ୍ ସଂଘରାଜ୍ୟ ଇଉରୋପର ଏକ ସଂଘୀୟ ଗଣତାନ୍ତ୍ରିକ ଦେଶ ।
ଆଲ୍ପସ୍ ପର୍ବତଶ୍ରେଣୀ ଏହି ଦେଶର ଅଧିକାଂଶ ଭାଗ ଅଧିକାର କରିଥିବା ବେଳେ ଏହାର ଉଚ୍ଚ ସମତଳ ଭୂମିରେ ପ୍ରାୟ ୮୦ ଲକ୍ଷ ସ୍ୱିସ୍ (ଈଂରାଜୀରେ Swiss) ନାଗରିକ ବସବାସ କରିଥାନ୍ତି ।
ସ୍ୱିସ୍ ଜନସଂଖ୍ୟାର ସର୍ବାଧିକ ପ୍ରତିଶତ ଜର୍ମାନ୍ ଭାଷାଭାଷୀ ହୋଇଥିଲେ ହେଁ ସ୍ୱିଜରଲ୍ୟାଣ୍ଡର ଐତିହାସିକ ପୃଷ୍ଠଭୂମି, ସଂଘୀୟ ବ୍ୟବସ୍ଥାରେ ସହଯୋଗ, ପ୍ରତ୍ୟକ୍ଷ ଲୋକତନ୍ତ୍ର ଓ ଆଲ୍ପୀୟ ସଙ୍କେତର ବ୍ୟବହାର ଦେଶବାସୀଙ୍କୁ ସ୍ୱିସ୍ ଜାତୀୟତା ଭାବରେ ବାନ୍ଧି ରଖିଛି ।
|୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍ର ପ୍ରତିଷ୍ଠା କରିଥିଲେ ।
ସ୍ୱିସ୍-ଜର୍ମାନ୍ ଭାଷାରେ ସ୍ୱିଜରଲ୍ୟାଣ୍ଡକୁ “ଶ୍ୱିଜ୍ (Schwiiz) ବୋଲି କୁହାଯାଏ ।
ଏହି ଦେଶର ମୁଦ୍ରାକୁ ସ୍ୱିସ୍ ଫ୍ରାଂକ୍ ବୋଲି କୁହାଯାଏ ।
୧୪୯୯ ମସିହାର ସ୍ୱାବିୟାନ୍ ଯୁଦ୍ଧ ପରେ ଏଠାକାର ଜନସମୂହ ନିଜକୁ “ସ୍ୱିସ୍” ଭାବେ ପରିଚୟ ଦେଲେ ଓ “କନଫେଡ଼େରେସନ୍” ଶବ୍ଦ ସହିତ ଯୋଡ଼ି ଏହି ଶବ୍ଦର ବ୍ୟବହାର ହେବା ଆରମ୍ଭ ହେଲା ।
| ବାହାର ତଥ୍ୟ |ସ୍ୱିସ୍ ଫ୍ରାଙ୍କ୍ (ବ୍ୟାଙ୍କ୍ ନୋଟ) |ମୁଦ୍ରା ମେକ୍ସିକୀୟ ପେସୋ (ଚିହ୍ନ: $, ISO 4217 କୋଡ଼: MXN) ହେଉଛି ମେକ୍ସିକୋର ମୁଦ୍ରା ।
Synonyms:
land, country, Swiss people, nation, Genevan,
Antonyms:
embark, leave, urban area, libertarian,