<< swede swedenborg >>

sweden Meaning in Odia (Oriya). ( sweden ଶବ୍ଦର ଓଡିଆ ଅର୍ଥ)



ସ୍ୱିଡେନ,

ସ୍ୱିଡେନ,

sweden తెలుగు అర్థానికి ఉదాహరణ:

| ସମାଜସେବା |ପ୍ରଦ୍ୟୁମ୍ନଙ୍କ ସଫଳତାରେ ଉତ୍ସାହିତ ହୋଇ ଜୁନିଲିସ୍ତାନ ନାମକ ଏକ ରାଜନୈତିକ ଦଳ ତାଙ୍କୁ ସ୍ୱିଡେନ ସଂସଦର ନିର୍ବାଚନ ପାଇଁ ମନୋନୀତ କରିଥିଲା ।

| ଇତିହାସ |ସ୍କାଇପ ଆପ୍ଲିକେସନକୁ ପ୍ରଥମେ ୨୦୦୩ ମସିହାରେ ସ୍ୱିଡେନର ନିକଲାସ ଜେନସ୍ଟ୍ରମ ଏବଂ ଡେନମାର୍କର ଜାନସ ଫ୍ରିସ ତିଆରି କରିଥିଲେ ।

ସ୍ୱିଡେନର ଗୋଟିଏ ୭ ବର୍ଷ ବୟସର ବୁଡ଼ିଯାଉଥିବା ଝିଅର ସର୍ବନିମ୍ନ ରେକର୍ଡ଼ ହୋଇଥିବା ଉତ୍ତାପ ୧୩୦ ସେ. ଥିଲା ଓ ସେ ବଞ୍ଚିଯାଇଥିଲା ।

|ସ୍ୱିଡେନ୍‍ର ଜୀବବିଜ୍ଞାନୀ କାର୍ଲ୍ ଲିନାୟସ୍ ପ୍ରଥମେ Systema Naturaeର ଦଶମ ସଂସ୍କରଣରେ କଲରାପତରିଆ ବାଘ ବିଷୟ ଉଲ୍ଲେଖ କରିଥିଲେ ।

ପୂର୍ବରୁ ସ୍ୱିଡେନ ଅଧୀନରେ ଥିବା ଏହି ଦୁର୍ଗକୁ ଭିଆ ବର୍ଗ କୁହାଯାଉଥିଲା ବେଳେ ସ୍ୱାଧୀନ ଫିନଲାଣ୍ଡ ଅଧୀନକୁ ଆସିଲା ପରେ ଏହାକୁ "ସୁଅମେନଲିନ୍ନା'' କୁହାଗଲା ।

୨୦୦୯ରେ ସ୍ୱିଡେନର ଗୋଥେନବର୍ଗ ଅପେରାରେ ଜଣେ ପର୍ଯ୍ୟବେକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବିବାହର ଦେଢ ବର୍ଷ ଓ ବହୁ ଚିଠିର ଆଦାନ ପ୍ରଦାନ ପରେ ୧୯୭୭ ମସିହାରେ ପ୍ରଦ୍ୟୁମ୍ନ ସ୍ୱିଡେନ ଯିବାକୁ ନିଷ୍ପତ୍ତି ନେଲେ ।

ଏହାଛଡା ନେଦରଲ୍ୟାଣ୍ଡ, ରସିଆ, ସ୍ୱିଡେନ, ପିଏଡମଣ୍ଟ, ତୁସ୍କାନି ଓ ତୁର୍କୀ ଆଦି ଦେଶମାନେ ସେମାନଙ୍କ ଦେଶରେ ବ୍ୟବହୃତ ମୋର୍ସ ଉପକରଣର ସଂଖ୍ୟା ମୁତାବକ ପୁରସ୍କାର ପ୍ରଦାନ କରିଥିଲେ।

୨୦୨୦ ମସିହାରେ ସ୍ୱିଡେନ ସରକାର ତାଙ୍କୁ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ।

ସେ ସ୍ୱିଡେନ୍‌ରେ ଜଣେ ନିର୍ମାଣକା ରୀ ଇଞ୍ଜି ନି ୟ ର୍‌ ଭାବେ ଅନେକ ବଡ଼ପୋଲ ଓ କୋଠାବାଡ଼ି ନିର୍ମାଣ କରିଥିଲେ ଏବଂ ଜଣେ ନିର୍ମାଣ ଇଞ୍ଜିନିୟର୍‌ ଭାବେ ସେ ପଥର ଫଟାଇବା ବା ଟନେଲ୍‌ ଓ ଖଣି ଖୋଳିବା ପାଇଁ ଏକ ନିରାପଦ ନୂତନ ବିସ୍ଫୋର କ ସମ୍ବନ୍ଧରେ ଗବେଷଣା ପ୍ରତି ଆକୃଷ୍ଟ ହୋଇଥିଲେ ।

|ଅବସ୍ଥିତି|ହେଲସିଙ୍କି ଦକ୍ଷିଣରେ ଏସ୍ତୋନିଆର ତାଲିନ୍ନଠାରୁ 80 କିଲୋମିଟର , ସ୍ୱିଡେନର ଷ୍ଟକହୋମ ଠାରୁ 400 କିଲୋମିଟର ପୂର୍ବରେ , ପଶ୍ଚିମରେ ରୁସିୟାର ସେଣ୍ଟ ପିତରସବର୍ଗ ଠାରୁ 3888 କିଲୋମିଟର ଦୂରରେ ଅବସ୍ଥିତ ।

ସ୍ୱିଡେନ୍‍ର ଯନ୍ତ୍ରୀ ଗୁସ୍ତାଫ୍ ଡାଲେନ୍ ମଧ୍ୟ ଗ୍ୟାସ୍‍ଚାଳିତ “ଡାଲେନ୍ ଆଲୋକବତୀ”ର ଆବିଷ୍କାର କଲେ ।

|ଏହି କ୍ରମରେ ୧୯୭୫ ମସିହା ୧୭ ତାରିଖ ସନ୍ଧ୍ୟାରେ ଲୋଟ୍ଟା ନାମ୍ନୀ ଜଣେ ସ୍ୱିଡେନର ଝିଅ ପ୍ରଦ୍ୟୁମ୍ନଙ୍କଦ୍ୱାରା ନିଜର ଚିତ୍ର ଅଙ୍କେଇଥିଲେ ।

sweden's Usage Examples:

com/worklife/article/20210129-lillrdag-swedens-workers-destress-with-little-saturdayBulgarian cultureFinnish cultureNorwegian cultureSwedish culture Norman Anthony Smiley (born February 28, 1965) is an English/American retired professional wrestler.


GalleryImage:Nail gun sweden 20030918.



Synonyms:

Uppsala, Upsala, Sverige, Lake Vanern, Swede, Gothenburg, Stockholm, Europe, Goteborg, Gota Canal, EEC, Vanern, Kingdom of Sweden, European Union, European Economic Community, Goeteborg, EC, capital of Sweden, Malmo, Common Market, EU, European Community, Lund, Scandinavia,

sweden's Meaning in Other Sites