swamp Meaning in Odia (Oriya). ( swamp ଶବ୍ଦର ଓଡିଆ ଅର୍ଥ)
ଆର୍ଦ୍ରଭୂମି, ଜଳାଶୟ,
Noun:
ବିଲ୍ |, ଅନୁପ, ଆର୍ଦ୍ରଭୂମି, ଜଳାଶୟ |,
Verb:
ବନ୍ୟା ପରିସ୍ଥିତି, ଅଭିଭୂତ,
People Also Search:
swamp blackberryswamp chestnut oak
swamp deer
swamp fly honeysuckle
swamp hickory
swamp honeysuckle
swamp maple
swamp oak
swamp pine
swamp red oak
swamp white oak
swamp willow
swamped
swamper
swampier
swamp తెలుగు అర్థానికి ఉదాహరణ:
ପୁଣି ଏଠାକାର ଜଳାଶୟ, ଆର୍ଦ୍ରଭୂମି ଓ ସନ୍ତସନ୍ତିଆ ସ୍ଥାନ ତୃତୀୟ ପ୍ରକାରର ଅଧିବାସ ।
“ସି ଫାନ୍ ଡନ୍ ଆର୍ଦ୍ରଭୂମି ପ୍ରକଳ୍ପ” ଆରମ୍ଭ କରାଯାଇ ନଦୀକୂଳିଆ ଲୋକଙ୍କୁ ସଂରକ୍ଷିତ ଅଞ୍ଚଳ ସମ୍ପର୍କରେ ସଚେତନ କରାଇବା ସହ ମାଛ ମାରିବା ପାଇଁ କେବଳ ବୈଧ ପ୍ରଣାଳୀମାନଙ୍କୁ ମାନ୍ୟତା ଦିଆଯାଉଛି ।
| ପ୍ରକୃତି |ଏଠାରେ ଥିବା ବିଶାଳ ଆର୍ଦ୍ରଭୂମି ଅଞ୍ଚଳରେ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଇଥାଏ ।
| ଆଧାର | ଅଧିକ ତଥ୍ୟ |ଉଇକିପାଠାଗାର]ରେ ସୁଦଶା ବ୍ର|ଓଡ଼ିଶାର ପର୍ବ ପର୍ବାଣି ପ୍ରତିବର୍ଷ ଫେବୃଆରୀ ମାସ ୨ତାରିଖ ଦିନ ବିଶ୍ୱ ଆର୍ଦ୍ରଭୂମି ଦିବସ ପାଳନ କରାଯାଏ ।
ଉପକୂଳ କିମ୍ବା ଭୂଭାଗର ଆର୍ଦ୍ରଭୂମି ଓ ଜଳାଶୟ ପ୍ରଭୃତି ଅଞ୍ଚଳରେ ଏମାନେ ଦେଖାଯାନ୍ତି ।
|ଜୈବ ବିଭିନ୍ନତାର ସଂରକ୍ଷଣ ଓ ପରିଚାଳନା ନିମିତ୍ତ ଏହି ଲଗୁନ ଭାରତ ସରକାରଙ୍କ ଜାତୀୟ ଆର୍ଦ୍ରଭୂମି, ହେନ୍ତାଳ ବଣ ଓ ପ୍ରବାଳଶ୍ରେଣୀ ସମିତି (National Wetlands, Mangroves and Coral Reefs Committee of Ministry of Envrionment and Forests, Government of India)ଦ୍ୱାରା ଏକ ପ୍ରମୁଖ ସ୍ଥାନ ଭାବରେ ଚିହ୍ନିତ, ନିର୍ଦ୍ଧାରିତ ଓ ବିବେଚିତ।
|ଆର୍ଦ୍ରଭୂମି, ଅଶ୍ୱଖୁରାକୃତି ହ୍ରଦମାନଙ୍କ ନିକଟସ୍ଥ ସନ୍ତସନ୍ତିଆ ଜମି, ପଙ୍କମୟ ସ୍ଥାନ, ଜୁଆରିଆ ନଦୀନାଳ ଓ ଲୁଣା ହେନ୍ତାଳ ଜଙ୍ଗଲରେ ଏମାନଙ୍କ ବାସସ୍ଥାନ ।
|ବିପୁଳ ଜୈବବିଭିନ୍ନତା ଓ ସାମାଜିକ ଅର୍ଥନୈତିକ ପ୍ରାଧାନ୍ୟ ହେତୁ ଭାରତ ସରକାର ୧୯୮୧ ମସିହାରେ ଆର୍ଦ୍ରଭୂମି ଆନ୍ତର୍ଜାତିକ ପ୍ରାଧାନ୍ୟ (Convention of Wetlands of International Importance) ପ୍ରଦାନ କରିଛନ୍ତି।
ଅନେକ ଆର୍ଦ୍ରଭୂମି କୃଷିକ୍ଷେତ୍ର ଓ ମନୁଷ୍ୟଙ୍କ ବସବାସ କ୍ଷେତ୍ରରେ ପରିଣତ ହେବାରୁ ବାରଶିଂଘାଙ୍କ ପରିବାସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
କିଛି ଦଶନ୍ଧି ଧରି ଆର୍ଦ୍ରଭୂମି ଓ ପ୍ରାକୃତିକ ଜଳାଶୟ ହ୍ରାସ ପାଉଥିବାରୁ ଏହି ବିଲେଇ ପ୍ରଜାତିଙ୍କ ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି ।
ଏହା ଭାରତର ବୃହତ୍ତମ ଆର୍ଦ୍ରଭୂମି ।
| ମାଛରଙ୍କା ବିରାଡ଼ି ପ୍ରତି ରହିଥିବା ବିପଦ |ପ୍ରଦୂଷଣ ଏବଂ ଚାଷବାସ ପାଇଁ ମନୁଷ୍ୟମାନେ ଆର୍ଦ୍ରଭୂମି ପରିବାସକୁ ପଶି ଆସିବା ଯୋଗୁଁ ମାଛରଙ୍କା ବିରାଡ଼ିଙ୍କ ପ୍ରାକୃତିକ ପରିବାସ କ୍ଷୟ ହେବାରେ ଲାଗିଛି ।
swamp's Usage Examples:
found in the Zapata swamp region and the isle of youth, whereas the spectacled caiman is a non-native to the island that has been introduced by pet-traders.
include open areas, rough grassland, thickets, woodland verges, swamps and gulleys, usually in or near water.
swampland and a peaceful rural area, dotted with ponds and the occasional dak bungalow (the erstwhile Dalgis bungalow) in between, Naktala is located by the.
This formation was assigned to the Volkhov Front near Leningrad, toiling through the so-called "Rat"s War" in the wooded swamps of that region and.
During the night, the townspeople rode ox with the building strapped to wooden rollers into the swamp and left it there unattended.
The Commission also works to foster a general sense that Canada risks being swamped by an invasion of foreign culture.
hurricane struck the fleet, while entering the Straits of Florida, and sank or swamped most of the fleet.
In 1935, the department of fisheries had set up Phayao inland fisheries station on Ing River and made the dam, which cause a large swamp with a depth of 1.
A number of sporting venues and clubs include a dried-up swamp that serves as a golf course, bowling green, oval, tennis, netball, and squash courts, dirt circuit and in summer yacht racing each Sunday.
in summer the swamp is alive with the calls of the willow warbler and reed bunting, the air shimmering with dragonflies and damselflies.
family Tenthredinidae (common sawflies) and the larvae forms galls on swamp willow (Salix myrtilloides).
Norman drives his car to the swamp with Duane and Patsy's bodies inside.
was a wet, swampy field – a likely place to find a snipe, or a flock of peewits.
Synonyms:
wetland, slough, swampland,
Antonyms:
abstain, break, unseal, unclutter,