<< survival of the fittest survivalist >>

survivalism Meaning in Odia (Oriya). ( survivalism ଶବ୍ଦର ଓଡିଆ ଅର୍ଥ)



ବଞ୍ଚିବା,

Noun:

ବଞ୍ଚାଅ,

survivalism తెలుగు అర్థానికి ఉదాహరణ:

ସାଲବେଗ ତାଙ୍କ ମା'ଙ୍କୁ କହିଥିଲେ କି ଯଦି କିଛି ବଞ୍ଚିବାର ମାର୍ଗ ଅଛି ସେ କୁହନ୍ତୁ ନଚେତ୍ ସେ ଆତ୍ମହତ୍ୟା କରିଦେବେ।

 ଅସାମର୍ଥ୍ୟ ସହ ସି.ଓ.ପି.ଡି. ରୋଗରେ ବଞ୍ଚିବା ବୃଦ୍ଧି ପାଇଛି ।

ଆର୍ବୋରିଆଲ ଜିଆ ଆଣ୍ଟ-ପ୍ଳାଣ୍ଟ ଭିତରେ ବଞ୍ଚିବା ଦେଖିଲୁ ।

ଏକ ବର୍ଷ ବୟସ ପରେ ବଞ୍ଚିବା ହାର ମାତ୍ର ୭.୫% ।

ଜଣେ ଶହେ ବର୍ଷ ବୟସ୍କ ବ୍ୟକ୍ତି ସଫଳ ଚିକିତ୍ସା ପାଇଲେ ମଧ୍ୟ ପାଞ୍ଚ ବର୍ଷ ବଞ୍ଚିବା ଆଶା ଦୁରୁହ ।

ଦୀର୍ଘକାଳୀନ ବଞ୍ଚିବା ହାର ପ୍ରାୟ ୮୦% ଓ ଏହା ଅନ୍ୟାନ୍ୟ ସଂପୃକ୍ତ ରୋଗ ଉପରେ ନିର୍ଭର କରେ ।

ସେମାନେ ବଞ୍ଚିବା ନିମିତ୍ତ ବର୍ଷକୁ ୧୦୦ ମି.ମି. ବର୍ଷା ଆବଶ୍ୟକ ହୁଏ ।

ବଞ୍ଚିବା ନିମନ୍ତେ ସ୍ୱାଭାବିକ ଭାବରେ ଇନସୁଲିନ ଚିକିତ୍ସା ଆବଶ୍ୟକ ହୁଏ ।

କିନ୍ତୁ ଗଛଗୁଡିକର ସୁରକ୍ଷାଲାଗି ସେ ଯେ ଦୃଢପ୍ରତିଜ୍ଞ ତାହା ମଧ୍ୟ ଜଣାଇଦେଇ କହିଥିଲେ|"सर सान्टे रूख रहे तो भी सस्तो जाण" (ଯଦି ଗୋଟିଏ ମଧ୍ୟ ବୃକ୍ଷ ବଞ୍ଚିବା ଲାଗି ଜଣକର ଜୀବନ ଦେବାକୁ ପଡେ, ତେବେ ତାହାର ବି ମୂଲ୍ୟ ଅଛି )|ଏପରି କହି ସେ ଗଛକୁ କାଟିବାରୁ ରୋକିବା ଲାଗି ଗୋଟିଏ ଗଛକୁ କୁଣ୍ଢାଇ ଧରିଲେ ।

|ମାନବ ସେବାକୁ ସେ ନିଜର ବଞ୍ଚିବାର ମାଧ୍ୟମ ବୋଲି ଗ୍ରହଣ କରି ନେଇଥିଲେ ।

|ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି ଭିନ୍ନକ୍ଷମ ଲୋକଙ୍କ ପାଇଁ ଅଧିକ ସ୍ୱାଧୀନ ଭାବେ ବଞ୍ଚିବାର ଏକ ବାଟ ତିଆରି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ।

ଏହାଦ୍ୱାରା ଆକାର କମିଯାଏ, ଲକ୍ଷଣ କମିଯାଏ, ବଞ୍ଚିବା ସମୟ ସାମାନ୍ୟ ବଢ଼ିଯାଏ ।

ସମୁଦାୟ ପାଞ୍ଚ ବର୍ଷର ବଞ୍ଚିବା ହାର ଯୁକ୍ତରାଷ୍ଟ୍ରରେ ୭୫%, କାନାଡାରେ ୭୧%, ଚାଇନାରେ ୭୦% ଏବଂ ୟୁରୋପରେ ୬୦% ରହିଛି।

survivalism's Usage Examples:

Portrayals of survivalism, and survivalist themes and elements such as survival retreats have been fictionalised in print, film, and electronic media.


He was described as the "conscience of survivalism.


One of the most important newsletters on survivalism and survivalist retreats in the 1970s was the Personal Survival ("P.


The story touches on recurrent Heinlein themes of survivalism and the prudishness of social mores of the time.


far-right militant organization dedicated to Christian Identity and survivalism active in the United States during the 1970s and early 1980s.


The kits are also popular in the survivalism subculture.


developed countries, it relates more to either outdoor recreationalism or survivalism.


comment on government ineptitude and US isolationism, while also examining survivalism and uncertainty.


attack warning system General: Fission product Retreat (survivalism) Sonnenberg Tunnel Survivalism Publications: Fallout Protection Survival Under Atomic.


range of specialty topics, including personal and financial freedom, survivalism and preparedness, firearms and shooting, various martial arts and self-defense.


Myrabo—non-fiction Novels portal James Wesley Rawles Retreat (survivalism) Mack Reynolds Survivalism Mel Tappan NYT Paperback Best Sellers: April 22, 1990 https://www.



survivalism's Meaning in Other Sites