surma Meaning in Odia (Oriya). ( surma ଶବ୍ଦର ଓଡିଆ ଅର୍ଥ)
ସୁରମା, ସୁରମା,
People Also Search:
surmisablesurmisal
surmisals
surmise
surmised
surmiser
surmises
surmising
surmount
surmountable
surmounted
surmounter
surmounters
surmounting
surmounts
surma తెలుగు అర్థానికి ఉదాహరణ:
ବିଷ୍ଣୁ ରୂପ ବଦଳେଇ ମୋହିନୀ ରୂପଗତୀ ଆକାର ଧାରଣ କଲେ ଓ ଅସୁରମାନଙ୍କଠାରୁ ଅମୃଟ ନେଇଆସି ଦେବତାମାନଙ୍କୁ ବାଣ୍ଟିଦେଲେ ।
| ପୌରାଣିକ ମତ |ଦେବତା ଓ ଅସୁରମାନଙ୍କଦ୍ୱାରା କରାଯାଇଥିବା ସମୁଦ୍ରମନ୍ଥନ ଯୋଗୁଁ , ଶ୍ରାବଣ ମାସ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା ।
ନାଟୁଆମାନେ ମୁହଁରେ ମଧ୍ୟ ଶୃଙ୍ଗାର କରିଥାନ୍ତି, ଆଖିରେ ସୁରମା ଓ ମୁହଁରେ କୁଙ୍କୁମରେ ଚିତା ଆଙ୍କିଥାନ୍ତି ।
ଦେବତାମାନଙ୍କଦ୍ୱାରା ହତ ଅସୁରମାନଙ୍କୁ ଅସୁରଗୁରୁ ଶୁକ୍ରାଚାର୍ଯ୍ୟ ବଞ୍ଚାଇଥିଲେ ।
ଅସୁରମାନେ ସେମାନଙ୍କର ବ୍ୟବହାର ପାଇଁ ୧ହଜାର କୋଟି ଲୁଟି ନେଲେ ।
ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ସୁରମା ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।
ଏଲି ମୋରାନୀ, କରିମ ମୋରାନୀ ଓ ବଣ୍ଟି ସୁରମା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ତତ୍କାଳୀନ ସମୟର ଏକ ଜଣାଶୁଣା ନାରିକୈନ୍ଦ୍ରିକ ହିନ୍ଦୀ ଚଳଚ୍ଚିତ ।
ସେ ସୁତାଗୁଡ଼ିକୁ ଅସୁରମାନଙ୍କର ରକ୍ତରେ ଭିଜେଇ ଦେଲେ ।
|କିମ୍ବଦନ୍ତୀ|ଅସୁର ଓ ଦେବତାମାନେ ଏକତ୍ର କ୍ଷୀର ସାଗର ମନ୍ଥନ (Samudra manthan) କରୁଥିବା ସମୟରେ ସମୁଦ୍ରରୁ ବାହାରିଥିବା ଅମୃତ ପାତ୍ର ଅସୁରମାନେ ଚୋରୀ କରିନେଲେ ।
ଶକ୍ତି ଧର୍ମରେ ସେମାନେ ଅସୁରମାନଙ୍କ ସହିତ ଦେବୀ ଯୁଦ୍ଧ କରିବା ବେଳେ ସାହାଯ୍ୟ କରୁଥିବା ବର୍ଣ୍ଣନା ଥାଏ ।
ସେ ସୁରମା ମହାପାତ୍ରଙ୍କୁ ବିବାହ କରିଥିଲେ ।
surma's Usage Examples:
from Turkish sürme "drawing along", which has led to Bengali and Urdu surma ( সুর্মা, سرمہ) as well as Russian сурьма.
The Ukrainian surma (Ukrainian: Сурма) is a type of shawm that had widespread use in the armies of the Cossack host.
Rawasache suke Fried surmai Fish koliwada Various vegetable curries or gravies are eaten with rice, usually at both lunch and dinner.