<< supportability supportably >>

supportable Meaning in Odia (Oriya). ( supportable ଶବ୍ଦର ଓଡିଆ ଅର୍ଥ)



ସମର୍ଥ, ସହନଶୀଳ,

Adjective:

ସମର୍ଥ, ସହନଶୀଳ |,

supportable తెలుగు అర్థానికి ఉదాహరణ:

|ବୋଷ୍ଟୋନ ବିବାହ : ଏହି ଆମେରିକୀୟ ଶବ୍ଦକୁ ୧୯ଶ ଓ୨୦ଶ ଶତାବ୍ଦୀରେ ଦୁଇ ଜଣ ମହିଳାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା ଯେଉଁମାନେ ବିନା କୌଣସି ପୁରୁଷ ସମର୍ଥନରେ ଏକାଠି ରହି ଆସୁଥିଲେ ।

ତିବ୍ୱତ ମୁକ୍ତି ଆନ୍ଦୋଳନକୁ ସେ ପୂର୍ଣ ସମର୍ଥନ ଦେଇଆସିଥିଲେ ଓ ଅନେକ ତିବ୍ୱତୀୟ ନେତାଙ୍କର ଅନ୍ତରଙ୍ଗ ସହଯୋଗୀ ହୋଇପାରିଥିଲେ ।

ଏହି ପଦ୍ଧତି ଅନୁସାରେ ପ୍ରଥମେ ପାର୍ଲିଆମେଣ୍ଟର ପ୍ରତ୍ୟେକ ସଦନରେ ସଦସ୍ୟ ସଂଖ୍ୟାର ଅର୍ଦ୍ଧାଧିକ ସମ୍ମତିଲାଭ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସଦସ୍ୟ ସଂଖ୍ୟାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମ୍ମତି ଲାଭ କରିଥିବା ଦରକାର ଏବଂ ରାଜ୍ୟମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ବିଧାନ ମଣ୍ଡଳଦ୍ୱାରା ସାଧାରଣ ସଂଖ୍ୟାଗରିଷ୍ଠ ମତରେ ସମର୍ଥିତ ହେବା ଦରକାର ।

|ଆଗାମୀ ବର୍ଷମାନଙ୍କରେ ଯଦିଓ ଆଞ୍ଚଳିକ ସ୍ତରରେ ବାଏର୍ଣ୍ଣ ବିଶେଷ ଭଲ ଖେଳି ନଥିଲା କିନ୍ତୁ ତଥାପି ନିଜର ୟୁରୋପୀୟ ଟାଇଟଲ୍‍କୁ ଲିଡ୍‍ସ୍ ୟୁନାଇଟେଡ୍ ଏଫ୍‍ସି ବିରୁଦ୍ଧରେ ୧୯୭୫ ମସିହାରେ ବଜାୟ ରଖିବାରେ ସମର୍ଥ ହେଲା ।

କବର ଢିପର ମାଟିତଳୁ ବହୁମାତ୍ରାରେ ପାରଦ ମିଳିଥିଲା ଯାହା ଶିମା ଚିଆନ୍‍ଙ୍କ ଲେଖାର ସମର୍ଥନ କରେ ।

ଯୁଦ୍ଧ ଆରମ୍ଭରେ, ସେପ୍ଟେମ୍ବର ୧୯୩୯ରେ ୱାର୍କିଂ କମିଟିର ୱାର୍ଡା ବୈଠକରେ କଂଗ୍ରେସ ପାର୍ଟି ଏକ ସଂକଳ୍ପ ପାରିତ କରି ଫାସିବାଦ ବିରୋଧରେ ଲଢ଼େଇକୁ ସର୍ତ୍ତମୂଳକ ଭାବରେ ସମର୍ଥନ କରିଥିଲା, କିନ୍ତୁ ପ୍ରତିବଦଳରେ ସ୍ୱାଧୀନତା ମାଗିବା ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ତରଙ୍ଗ ଦୃଷ୍ଟିକୋଣ ବିକଶିତ ହେବା ଯୋଗୁଁ ପ୍ରାରମ୍ଭିକ ସମୟରେ କଣିକା/ରଶ୍ମୀ ଦୃଷ୍ଟିକୋଣ ପ୍ରଭାବିତ ହୋଇନଥିଲା କିନ୍ତୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆଲୋକର ଧ୍ରୁବଣ (ସୀମିତ ଦୋଳନ, ଈଂରାଜୀରେ Polarization)କୁ ଦର୍ଶାଇ ପାରିବାରେ ସମର୍ଥ ହେବାରୁ ତରଙ୍ଗ ଦୃଷ୍ଟିକୋଣ ଅଧିକାଂଶ ବୈଜ୍ଞାନିକଙ୍କଦ୍ୱାରା ଆଦୃତ ହେବାରେ ଲାଗିଲା ।

ନ୍ୟାୟର ଦ୍ୱାର ଅବରୋଧ, ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଶୀଘ୍ର ସମର୍ଥନ ଓ ଘଟଣାରେ ସରକାରୀ ସହାପରାଧ ପ୍ରମାଣ ଅଭିଯୋଗକୁ ଅଣଦେଖା କରିବା କାରଣକୁ ନେଇ କମିଟି ଖ୍ରୀଷ୍ଟୋଫେ ଜଫ୍ରେଲଟ ଆଦିଙ୍କଦ୍ୱାରା ସମାଲୋଚିତ ହୋଇଥିଲା ।

୨୦୧୯ ଭାରତୀୟ ନିର୍ବାଚନ ସମୟରେ ତାଙ୍କୁ ତାଙ୍କ ସମର୍ଥକମାନେ "ଓଡ଼ିଶାର ମୋଦୀ" ନାମରେ ଡାକିଥିଲେ ।

ଏକୁଟିଆପଣ ଓ ସାମାଜିକ ସମର୍ଥନର ଅଭାବ ହୃଦରୋଗ, ଭୂତାଣୁ ଜନିତ ରୋଗ, କର୍କଟ, ତଥା ସାମୂହିକ ଭାବେ ମୃତ୍ୟୁହାର ବଢାଇଥାଏ ।

ଆକାଶବାଣୀ ମାଧ୍ୟମରେ ସେ ଅନେକ ଓଡ଼ିଆ କଳାକାରଙ୍କୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ।

ଏ.ଆଇ.ଏ ଡି.ଏମ୍.କେର ସମର୍ଥନ ପ୍ରତ୍ୟାହାର ପରେ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସଂଖ୍ୟାଗରିଷ୍ଠତା ପାଇଁ ସମର୍ଥନ ଦେଇ ନଥିଲେ ।

ଜବାହରଲାଲ ନେହେରୁ ଏବଂ ମୌଲାନା ଆଜାଦ ଡାକରାକୁ ଭୟଭୀତ ଓ ସମାଲୋଚନା କରିଥିଲେ ମଧ୍ୟ ଏହାକୁ ସମର୍ଥନ କରିଥିଲେ ଏବଂ ଗାନ୍ଧୀଙ୍କ ନେତୃତ୍ୱ ସହିତ ଶେଷ ପର୍ଯ୍ୟନ୍ତ ରହିଥିଲେ ।

supportable's Usage Examples:

it! How do sinners go to hell? Mahavira: I shall describe the truly insupportable pains where there is distress and (the punishment of) evil deeds.


feelings without mercy, and even outrages the eye itself with scenes of insupportable horror—I, omitting Titus Andronicus, as not genuine, and excepting the.


While some features were universal features of prep school life, he concluded that Orwell's depiction bore little relation to reality and that Orwell's defamatory allegations were unsupportable.


recent construction, its population is growing at a rate faster than the supportable growth rate.


Kerssenbroch"s position in Münster having become insupportable, he went to Paderborn, and while there, in spite of his oath, he published.


So our forefathers went to work when they drowned five kings in a morass at the Mora Thing, and they were filled with the same insupportable pride thou hast shown towards us.


King Asantehene Mensa Bonsu carried punitive exactions to new and insupportable levels.


such as the General Medical Council indicating that it is ethically unsupportable.


kings in a morass at the Mora Thing, and they were filled with the same insupportable pride thou hast shown towards us.


officials (one officer, Léon Faucher, told him that his balloons were unsupportable as the railroads were troublesome enough) to support his plan for an.


a sewer, which ran close by it and rendering the atmosphere almost insupportable.


safe, effective, reliable, maintainable, compatible and logistically supportable new Air Force systems will be.


"Fibulorhizoctonia" in some publications but this change is not a nomenclaturally supportable spelling correction.



Synonyms:

bearable, sufferable, endurable, tolerable,

Antonyms:

unendurable, unacceptable, unsatisfactory, impermissible, intolerable,

supportable's Meaning in Other Sites