<< superstates superstitions >>

superstition Meaning in Odia (Oriya). ( superstition ଶବ୍ଦର ଓଡିଆ ଅର୍ଥ)



ଅନ୍ଧବିଶ୍ୱାସ,

Noun:

ଧର୍ମ, ଅନ୍ଧବିଶ୍ୱାସ |, ମିଥ୍ୟା ପୂଜା |,

superstition తెలుగు అర్థానికి ఉదాహరణ:

ମନୁଷ୍ୟ ସହ ମୁକାବିଲା କରିବାରେ ନିଜକୁ ବହୁତ ଦୂର ରଖେ ତଥାପି କିଛି ଗୁରୁତ୍ୱପୂର୍ଣ ସଂସ୍କୃତି ଓ ଅନ୍ଧବିଶ୍ୱାସରେ ଘେରି ରହିଛି ।

’ରେବତୀ’ ଗଳ୍ପଟିରେ ଗୋଟିଏ ଛୋଟ ଝିଅର ପାଠ ପଢିବାର ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି ।

|ଅନ୍ଧବିଶ୍ୱାସ|କଥିତ ରହିଛି ଯେ ତେନ୍ତୁଳି ଗଛ ପ୍ରେତମାନଙ୍କ ଗଛ ଓ ଏ ଗଛ ତଳେ ଅନ୍ୟ କୌଣସି ଗଛ ବଞ୍ଚିପାରନ୍ତି ନାହିଁ ।

ସେ ଓଡ଼ିଶାର ଇଂରେଜ ଶାସନ ସମୟରେ ସାମାଜିକ ଚିତ୍ର, ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ, ନିଶା ନିବାରଣ ଆଦି ଉପରେ ଗୀତିନାଟ୍ୟ, ନାଟକ ଆଦି ରଚନା କରିଥିଲେ ।

|ସଂସ୍କାରବାଦୀ ଫକୀରମୋହନ ସେନାପତି ତତ୍କାଳୀନ ସମାଜରେ ପ୍ରଚଳିତ ନାନା କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରତି ଇଙ୍ଗିତ ପ୍ରଦାନ କରି ତାଙ୍କ ଗଳ୍ପ ଉପନ୍ୟାସ ରଚନା କରିଥିଲେ ତାଙ୍କର ପ୍ରଥମ ଗଳ୍ପ ‘ରେବତୀ’ରେ ମଧ୍ୟ ଏହା ସୁସ୍ପଷ୍ଟ ରେବତୀ ଗଳ୍ପ ପରବର୍ତ୍ତୀ ସମୟରେ ଅନେକ ଓଡ଼ିଆ ଲେଖକ ଓ ଗାଳ୍ପିକଙ୍କୁ ନାରୀ ଶିକ୍ଷା ଓ ଅନ୍ଧବିଶ୍ୱାସକୁ ନେଇ ଅନେକ ଗଳ୍ପ ଓ ନାଟକ ଲେଖିବା ପାଇଁ ପ୍ରେରଣା ପ୍ରଦାନ କରିଛି ।

|ଐତିହାସିକ ତଥ୍ୟ, ଅନ୍ଧବିଶ୍ୱାସ ଓ ପୌରାଣିକ କାହାଣୀ|ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପ୍ରାଚୀନ ଗ୍ରୀକ୍ ଅନ୍ୱେଷକ ପାଇଥିଆସ୍ ଧ୍ରୁବୀୟ ଜ୍ୟୋତି ବିଷୟ ବର୍ଣ୍ଣନା କରିଥିଲେ ।

|ବିଶ୍ୱାସ,ଅନ୍ଧବିଶ୍ୱାସ ଓ ବିଜ୍ଞାନ|ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।

ସେ ମଧ୍ୟ ରାହୁ ଓ କେତୁଦ୍ୱାରା ହେଉଥିବା ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗର ଅନ୍ଧବିଶ୍ୱାସ ଦୂର କରିଥିଲେ ଓ ସଠିକ କାରଣ ଜଣାଇଥିଲେ।

|ଯୁଦ୍ଧ ଜିତିବାର ସମସ୍ତ ମାଧ୍ୟମ ଯଥାର୍ଥ, ଯଥା - ପ୍ରତିପକ୍ଷ ନେତାର ହତ୍ୟା, ଶତ୍ରୁର ପରିଷଦ ବା ନେତୃତ୍ୱ ମଣ୍ଡଳୀରେ ବିଭେଦ ସୃଷ୍ଟି କରିବା, ଗୁପ୍ତଚର ଓ ଗୁପ୍ତଚାରିଣୀ ଲଗାଇ ଆସନ୍ନ ଆକ୍ରମଣର ସୂଚନା ହାସଲ କରିବା, ଅନ୍ଧବିଶ୍ୱାସ ଓ କୁସଂସ୍କାରର ଉଦାହରଣ ଦେଇ ଶତ୍ରୁର ରାଜ୍ୟରେ ମିଥ୍ୟା ଗୁଜବ ପ୍ରଚାର କରାଇବା, ପ୍ରତିପକ୍ଷ ସୈନ୍ୟର ମନୋବଳ ଭାଙ୍ଗିବା ବା ସମ୍ମୁଖ ଯୁଦ୍ଧ କରିବା ଇତ୍ୟାଦି ।

| ଆଧାର |ପାଳିତ ଦିବସ ମହିଳାମାନଙ୍କ ମାସିକ ପୁଷ୍ପବତୀ ହେବାକୁ ନେଇ ସମାଜରେ କିଛି ଅନ୍ଧବିଶ୍ୱାସ ରହିଛି ।

|କୋରିଆ ଦେଶର ପୌରାଣିକ କଥାନୁସାରେ ଓଧ ଦେଖିଲେ ବର୍ଷସାରା ମେଘ-ବର୍ଷା ହେବ ବୋଲି ଅନ୍ଧବିଶ୍ୱାସ ରହିଛି ।

୧୮୯୮ ମସିହାରେ ତାଙ୍କ ରଚିତ 'ରେବତୀ' ବହୁତ ଜନପ୍ରିୟତା ଲାଭ କରିଥିଲା ସମସାମୟିକ ବ୍ୟାବହାରିକ ଓଡ଼ିଆ ଭାଷାରେ ଲିଖିତ ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢ଼ିବାର ପ୍ରବଳ ଉତ୍ସାହ ଓ ଏଥିରେ ତା’ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି ।

| ସାମାଜିକ ଜୀବନ |କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା ବାଦରେ ବୁଝାଉଥିଲେ ।

superstition's Usage Examples:

observantissimus pene usque ad superstitionem, scholasticae theologiae ad unguem doctus ac natura etiam acerrimi judicii, demum in omni disciplinarum genere.


exposing the idolatry of the Romish church, their tyranny, usurpations, damnable heresies, fatal errors, abominable superstitions, and other crying wickedness.


1527, Phothisarath issued a decree proscribing the worship of animism as groundless superstition, and ordering their shrines to be destroyed and their altars.


superstition and "maintain the liberty this our country from the tyranny and thraldom of strangers.


Friday the 13th is considered an unlucky day in Western superstition.


that exposes the hypocrisies and exploitations of an oppressed society harrowed by archaic traditions and plagued by superstitions in the heart of rural.


deeming them to be superstitions, they relented in 1987, once again legalizing their practice.


Julia Louis-Dreyfus, who would go on to replace Garlington, has stated that she was not aware of the pilot before becoming a regular on the show, and she will never watch it out of superstition.


thinkers and writers who advocate the view that superstition, religion and irrationalism should not simply be tolerated but should be countered, criticized,.


Other explanations of this nautical superstition have been put forth, including an incompetent sailor or a pub owner who kidnapped sailors.


Bahá"u"lláh calls on Ahmad to "be as a flame of fire," and "a river of life eternal" in response to his own suffering from the superstitions and oppression.


This is a list of signs believed to bring bad luck according to superstitions: Breaking a mirror.



Synonyms:

belief, superstitious notion,

Antonyms:

skepticism, content, unbelief,

superstition's Meaning in Other Sites