<< superordinal superordinate >>

superordinary Meaning in Odia (Oriya). ( superordinary ଶବ୍ଦର ଓଡିଆ ଅର୍ଥ)



ଅସାଧାରଣ,

Noun:

ଉପର,

superordinary తెలుగు అర్థానికి ఉదాహరణ:

ଅସାଧାରଣ ହୃତ ସ୍ପନ୍ଦନ (Abnormally fast heartbeat), ଦ୍ରୁତ ହୃତ ସ୍ପନ୍ଦନ (palpitations), ସିଙ୍କୋପି (loss of consciousness), ଅଣନିଶ୍ୱାସୀ (shortness of breath), ମୁଣ୍ଡ ହାଲୁକା ଅନୁଭବ ଆଦି ଲକ୍ଷଣମାନ ଦେଖାଯାଏ ।

|ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ (electrolyte abnormalities), ବିଶେଷତଃ ଅଧିକ ରକ୍ତ ପଟାସିଅମ, ବାନ୍ତି, ମୁଣ୍ଡବଥା, ରାସ ଓ ଯୌନ ଅନିଚ୍ଛା ।

|ଅତ୍ୟଧିକ ରକ୍ତସ୍ରାବ, ଅପ‌ପୁଷ୍ଟି(ମାଲନ୍ୟୁଟ୍ରିସନ), ହାଇପୋଥର୍ମିଆ, ହାଇପରଥର୍ମିଆ, ଅସାଧାରଣ ଶର୍କରା ସ୍ତର ଓ ଅନେକ ବାୟୋଲୋଜିକାଲ ଅବ୍ୟବସ୍ଥା ଯୋଗୁ ୧୫% କୋମା ହୁଏ ।

ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣକୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସେହିବର୍ଷ ଡିସେମ୍ବର ମାସରେ ତାଙ୍କୁ ବିବାହ କରିଥିଲେ ।

| ଆଧାର |୧୯୨୪ ଜନ୍ମ|୨୦୦୯ ମୃତ୍ୟୁ|ଓଡ଼ିଆ ଲୋକ|ପୁରୀ ଜିଲ୍ଲାର ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ|୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ ମୋଲାର ଗର୍ଭ ଏକ ଅସାଧାରଣ ଗର୍ଭ ଯେଉଁଥିରେ ଏକ ଅଣ-ବିକାଶକ୍ଷମ ନିଷିକ୍ତ ଅଣ୍ଡା ଗର୍ଭାଶୟରେ ରୋପଣ ହୋଇଥାଏ ଯାହା ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇ ପାରେନାହିଁ ।

ଅନ୍ୟ କେତେକ ରିପୋର୍ଟ ଅନୁସାରେ ରୋଗୀ ଅସାଧାରଣ ପ୍ରଫୁଲ୍ଲତା ଅନୁଭବ କରେ ।

ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ ।

ଗଳ୍ପର ପ୍ରସଙ୍ଗ ଓ ଅବସର କ୍ରମେ ପାଇଲାମାନେ ଏଥିରେ ଯମକ, ଅନୁପ୍ରାସ, ବ୍ୟାଘ୍ରଗତି, ମେଷ ଯୁଦ୍ଧ ଅବନା ଆଦି ଶବ୍ଦ ଅବରସ୍ ପୂର୍ଣ୍ଣ ପ୍ରାଚୀନ ସଙ୍ଗୀତ, ଚଉପଦୀ, ଡାହିକା, ଭଜନ, ବନ୍ଦନା ଆଦି ଲଗାଇ 'ପାଲାକୁ' ଜମକ୍ କରନ୍ତି ଓ କେତେକ ଗାୟକଙ୍କର ଅଭିଧାନ, ଅଳଙ୍କାର କାବ୍ୟନାଟକ, ଚମ୍ପୁ ଆଦିରେ ଅସାଧାରଣ ପାଣ୍ଡିତ୍ୟ ଦେଖାଯାଏ ଓ କେତେକଙ୍କଠାରେ ଆଶୁକବିତ୍ୱ ମଧ୍ୟ ଲକ୍ଷିତ ହୁଏ ।

ଗର୍ଭାବସ୍ଥାରେ ଏହି ଔଷଧ ଯୋଗୁ ଶିଶୁଟି ଅସାଧାରଣ ହୁଏ ।

ଇ.ସି.ଜି ସାହାଯ୍ୟରେ ଅସାଧାରଣ ହୃତ୍‌ପିଣ୍ଡ ତାଳ, ହୃତ୍‌ପିଣ୍ଡ ମାଂସପେଶୀକୁ ସ୍ୱଳ୍ପ ରକ୍ତ ପ୍ରବାହ, ବୈଦୁତିକ କାରଣ ଯେପରିକି ଲମ୍ବା କ୍ୟୁଟି ସିଣ୍ଡ୍ରୋମ୍ ଓ ବୃଗାଡା (Brugada's) ଚିହ୍ନଟ କରାଯାଏ ।

|ଏହି ପ୍ରକାରଣରେ ଅସାଧାରଣ ଭାବରେ ବହୁ ସଂଖ୍ୟକ ମ୍ୟୁଟେସନ ରହିଛି ।

ଏହି ରୋଗରେ ନିଉଟ୍ରୋଫିଲ ଇଲାସ୍ଟେଜ (neutrophil elastase) ଅବରୋଧ ହୋଇନପାରି ଅସାଧାରଣ ଏ୧ଏଟି ଯକୃତରେ ଜମାହୋଇଯାଏ ।

superordinary's Usage Examples:

" The Brotherhood insists that "no single, superordinary, ineffable entity controls all realities.



superordinary's Meaning in Other Sites